Latest Odisha News

BREAKING NEWS

Browsing Tag

IED

ଟଳିଲା ଅଘଟଣ, IED ଉଦ୍ଧାର କରି ନିଷ୍କ୍ରିୟ କଲେ ବିଏସଏଫ ଯବାନ

କୋରାପୁଟ: ବିଏସଏଫ୍ ଯବାନଙ୍କୁ ସଫଳତା । ଯାଞ୍ଚ ବେଳେ ମିଳିଲା ଆଇଇଡି । ମଙ୍ଗଳବାର ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ୧୫୧ ବାଟାଲିୟନର ବିଏସଏଫ୍ ଯବାନ ୩୨୬ ନମ୍ବର ଜାତୀଯ ରାଜପଥ କଡ଼ରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ । ସର୍ଚ୍ଚ ଅପରେସନ୍ ବେଳେ ମନ୍ତ୍ରିଆମରୁ ଗୋବିନ୍ଦପାଲୀ ମଧ୍ୟରେ ମାଟି ଖୋଳା…

ଝାଡଖଣ୍ଡରେ ଆଇଇଡି ବିସ୍ଫୋରଣ, ୧୧ ଯବାନ ଗୁରୁତର

ଝାଡଖଣ୍ଡ : ଝାଡଖଣ୍ଡର ଷଢେଇକଳା ନିକଟରେ ମଙ୍ଗଳବାର ଦିନ ଘଟିଥିବା ଆଇଇଡି ବିସ୍ଫୋରଣରେ ୧୧ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି । ଆହତ ଯବାନଙ୍କ ମଧ୍ୟରେ କୋବ୍ରା ବାଟାଲିୟନର ୮ ଜଣ ଯବାନ ଓ ଅନ୍ୟମାନେ ପୋଲିସ କର୍ମଚାରୀ ରହିଥିବା ସୁତ୍ରରୁ ପ୍ରକାଶ । ଏନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ…