ଦେଶରେ କରୋନା ନେଇଛି ୭୩୪ ଡାକ୍ତରଙ୍କ ଜୀବନ
ନୂଆଦିଲ୍ଲୀ : ଦେଶରେ କିଲର କରୋନା ନେଇଛି ୭୩୪ ଜଣ ଡାକ୍ତରଙ୍କ ଜୀବନ । ମହାମାରୀ କରୋନା ଯୋଗୁ ଦେଶରେ ୧୬୨ ଜଣ ଡାକ୍ତର ପ୍ରାଣ ହରାଇଥିବା ସରକାର ରାଜ୍ୟସଭାକୁ ଅବଗତ କରିଥିଲେ। ତେବେ କରୋନା ଯୋଗୁ ୧୬୨ ନୁହେଁ ବରଂ ୭୩୪ ଜଣ ଡାକ୍ତରଙ୍କ ଜୀବନ ଯାଇଥିବା କହିଛି ଇଣ୍ଡିଆନ ମେଡିକାଲ ଆସୋସିଏସନ ।…