Latest Odisha News
Browsing Tag

IMFA

ଶୈଫାଳିକା ପଣ୍ଡା ଜି-୨୦ ଏମ୍ପାୱାର ୱାର୍କିଂ ଗ୍ରୁପ୍ ଅନ୍ ମେଣ୍ଟରସିପ କାର୍ଯ୍ୟକ୍ରରମ ଆବାହକ ଭାବେ ସମ୍ମାନିତ

ଭୁବନେଶ୍ୱର: ଇମ୍ଫାର ସିଏସଆର ମୁଖ୍ଯ ତଥା ବଂଶୀଧର-ଇଲା ପଣ୍ଡା ଫାଉଣ୍ଡେସନ (ବିଆଇପିଏଫ)ର ଟ୍ରଷ୍ଟି ଓ ପ୍ରତିଷ୍ଠାତା ସିଇଓ ଶୈଫଳିକା ପଣ୍ଡାଙ୍କୁ ଜି-୨୦ ଏମ୍ପାୱାର ୱାର୍କିଂ ଗ୍ରୁପ୍ ଅନ୍ ମେଣ୍ଟରସିପ୍ କାର୍ଯ୍ୟକ୍ରମର ସଂପ୍ରର୍ଯାଜନା ପାଇଁ ସମ୍ମାନିତ କରାଯାଇଛି । ଫିକି-ଆଦିତ୍ୟ ବିର୍ଲା…

ଭାରତର ୨୪ କୋଟି କିଶୋରୀ ମାନଙ୍କ ସଶକ୍ତିକରଣ ନିମନ୍ତେ ଆଲୋଚନା

ନୂଆଦିଲ୍ଲୀ: ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ (ବିଆଇପିଏଫ୍) ଏବଂ ଫିକି ଓ ୟୁନିସେଫର ମିଳିତ ଆନୁକୂଲ୍ୟରେ ଆଇଡିଏଟ୍ -୨୦୨୩ ନୂଆଦିଲ୍ଲୀରେ ଠାରେ ସୋମବାର ଅନୁଷ୍ଠିତ ହୋଇଯାଇଛି । ଆଇଡିଏଟର ଏହି ଦ୍ୱାଦଶ ତମ ସଂସ୍କରଣରେ  ଯୋଗ ଦେଇ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଅଧିନସ୍ଥ ସ୍କୁଲ…

ପ୍ରଫେସର ଘନଶ୍ୟାମ ଦାଶ ସ୍କଲାରସିପ୍ ରାଶି ୬ ଲକ୍ଷ ଟଙ୍କାକୁ ବୃଦ୍ଧି

ଭୁବନେଶ୍ୱର: ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ୍ (ବିଆଇପିଏଫ୍) ଦ୍ୱାରା ଉଚ୍ଚଶିକ୍ଷା ପାଇଁ ଦିଆଯାଉଥିବା ପ୍ରଫେସର ଘନଶ୍ୟାମ ଦାଶ ସ୍କଲାରସିପ୍ ଅର୍ଥ ରାଶି ବୃଦ୍ଧି କରାଯାଇଛି । ପ୍ରତି ଯୋଗ୍ୟ ପ୍ରାର୍ଥୀଙ୍କୁ ୬ ଲକ୍ଷ ଟଙ୍କା ସ୍କଲାରସିପ୍ ମିଳିବ । ସର୍ବଭାରତୀୟ ସ୍ତରରେ ଆଇଆଇଟି, ଏନ୍ଆଇଟି,…

ଇମ୍ଫାକୁ ସମ୍ମାନଜନକ ଫିମି ହିନ୍ଦୁସ୍ଥାନ ଜିଙ୍କ୍ ସ୍ୱାସ୍ଥ୍ୟ ଓ ନିରାପତ୍ତା ପୁରସ୍କାର

ଭୁବନେଶ୍ୱର: ଫେରୋକ୍ରମ ଉତ୍ପାଦନକାରୀ କମ୍ପାନୀ ଇଣ୍ଡିଆନ୍ ମେଟାଲ୍ସ ଆଣ୍ଡ ଫେରୋ ଆଲୟଜ୍ (ଇମ୍ଫା)କୁ ଏହାର ମହାଗିରି ମାଇନ୍ସ (କ୍ରୋମାଇଟ୍‌) ପାଇଁ ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ମିନେରାଲ୍ ଇଣ୍ଡଷ୍ଟ୍ରିଜ୍ (ଫିମି) ଦ୍ୱାରା ସମ୍ମାନଜନକ ‘ହିନ୍ଦୁସ୍ଥାନ ଜିଙ୍କ୍ ହେଲ୍‌ଥ ଆଣ୍ଡ ସେଫ୍ଟି ଆୱାର୍ଡ…

କବି ନିତ୍ୟାନନ୍ଦ ନାୟକ ପାଇବେ ଚଳିତ ବର୍ଷର ଶାରଳା ପୁରସ୍କାର

ଭୁବନେଶ୍ୱର :ବିଶିଷ୍ଟ କବି ନିତ୍ୟାନନ୍ଦ ନାୟକ ତାଙ୍କ କବିତା ସଂକଳନ ‘ସେତେବେଳକୁ ନ ଥିବ’ ପାଇଁ ପାଇବେ ୪୧ ତମ ଶାରଳା ପୁରସ୍କାର । ପୁରସ୍କାର ବାବଦକୁ ତାଙ୍କୁ ୫ ଲକ୍ଷ ଟଙ୍କା ଅର୍ଥ ରାଶି ସହ ମାନପତ୍ର ପ୍ରଦାନ କରାଯିବ । ଏହି କବିତା ପୁସ୍ତକଟି ୨୦୧୭ ମସିହାରେ ଫ୍ରେଣ୍ଡସ୍ ପବ୍ଲିକେଶନ ପକ୍ଷରୁ…