Latest Odisha News
Browsing Tag

INC

ଗୁମର ଖୋଲିଲେ ଥରୁର, କହିଲେ ରାମ ମନ୍ଦିର ପ୍ରତିଷ୍ଠା ବେଳେ କାହିଁକି କଂଗ୍ରେସ ହୋଇନଥିଲା ସାମିଲ୍ 

ନୂଆଦିଲ୍ଲୀ:ବଡ଼ ଧୂମଧାମରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେଲା। ଦେଶର ବଡ଼ ବଡ଼ ତାରକା ତଥା ଅନେକ ଲୋକ ଏଥିରେ ଯୋଗଦାନ କଲେ। କିନ୍ତୁ ଏହି ଉତ୍ସବରେ ସାମିଲ୍ ହୋଇନଥିଲା କଂଗ୍ରେସ ଦଳ। ଯାହାକୁ ନେଇ ଏହାର କାରଣ କଣ ଥିଲା ଏବେ ସେ ଗୁମର ଖୋଲିଛନ୍ତି ଦଳର ବରିଷ୍ଠ ନେତା ଶଶି ଥରୁର। କଂଗ୍ରେସ…

କ୍ରାଉଡ ଫଣ୍ଡିଂରେ ୨ଘଣ୍ଟାରେ ୨ କୋଟି କମାଇଲା କଂଗ୍ରେସ, ଆପଣ ପାଇପାରିବେ ରାହୁଲଙ୍କ ଉପହାର

‾ନୂଆଦିଲ୍ଲୀ: ଭାରତ ଯୋଡୋ ନ୍ୟାୟ ଯାତ୍ରା ଆଣିଲା କୋଟି କୋଟି ଟଙ୍କା। ୨ ଘଣ୍ଟାରେ ୨ କୋଟି କମାଇଲା କଂଗ୍ରେସ। କ୍ରାଉଡ ଫଣ୍ଡିଂରେ ଏହି ପଇସା ଆୟ କରିଛି ଦଳ। କଂଗ୍ରେସ ନେତା ଅଜୟ ମାକେନ୍ ଏବଂ ଜୟରାମ ରମେଶ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି। ଭାରତ ଯୋଡୋ ନ୍ୟାୟ ଯାତ୍ରା ପାଇଁ…

ପାର୍ଟି ମୁଡ୍ ରେ କଂଗ୍ରେସ: ନେପାଳରେ ରାହୁଲ, ଟ୍ରେନିଂ କ୍ୟାମ୍ପରେ ଜୁନିୟର୍

ଭୁବନେଶ୍ୱର: ପାର୍ଟି ମୁଡ୍ ରେ କଂଗ୍ରେସ । ଏଣେ ଦେଶରେ ଭୁଶୁଡ଼ି ପଡ଼ିଲାଣି ଦଳ । ହେଲେ ତେଣେ ବିଦେଶରେ ପାର୍ଟି କରୁଛନ୍ତି ନେତା । ଗତ ସପ୍ତାହରେ ରାହୁଲ ଗାନ୍ଧୀ ନେପାଳ ପବ୍ ରେ ପାର୍ଟି କରୁଥିବା ଭିଡିଓ ଭାଇରାଲ ହୋଇଥିଲା । ସାଧାରଣ ଜନତାଙ୍କ ପାଇଁ ଏହା ଅସାଧାରଣ କଥା ନିଶ୍ଚୟ । କାରଣ…