Latest Odisha News

BREAKING NEWS

Browsing Tag

Ind

ପଞ୍ଚମ ଟି-20ରେ 88 ରନରେ ଜିତିଲା ଭାରତ

ପଞ୍ଚମ ଟି-20ରେ 88 ରନରେ ଜିତିଲା ଭାରତ । ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ୫ମ ଟ୍ବେଣ୍ଟି ରେ  ଟସ ଜିତି  20 ଓଭରରେ 7 ଉଇକେଟ ହରାଇ 188  ରନ କରିଛି ଭାରତୀୟ ଟିମ । ଆଜି ରୋହିତ ଶର୍ମା ବିଶ୍ରାମ ନେଇଥିବା ବେଳେ ଓପନର ଭାବେ ଶ୍ରେୟସ ଆୟର ଏବଂ ଇଶାନ କିଶନ ବ୍ୟାଟିଂ ଆରମ୍ଭ କରିଥିଲେ ।…

ପନ୍ତଙ୍କ ଦମଦାର ଶତକ: ଭାରତ 338/7

ଓଡ଼ିଶା ସମ୍ବାଦ ବ୍ୟୁରୋ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା  ଟେଷ୍ଟ ମ୍ୟାଚରେ ଆଜି ଦମଦାର ଶତକ କରିଛନ୍ତି ପନ୍ତ । ଛକା ଚଉକା ବର୍ଷା କରି ପନ୍ତ ଶତକ ଅର୍ଜନ କରିଛନ୍ତି । ସବୁ ବୋଲରଙ୍କୁ ପିଟିଚାଲିଥିଲେ ପନ୍ତ । ପ୍ରଥମ ଉଇକେଟ କିପର ଭାବେ ରେକର୍ଡ 89 ବଲରେ ଶତକ କରିଛନ୍ତି ପନ୍ତ । 111…

8 ମାସରେ 6 କ୍ୟାପ୍ଟେନ୍ ଏକ ଚ୍ୟାଲେଞ୍ଜ୍ : ଦ୍ରାବିଡ

ବାଙ୍ଗାଲୋର:  ଭାରତୀୟ କ୍ରିକେଟ ଟିମରେ 8 ମାସରେ 6 ଜଣ କ୍ୟାପ୍ଟେନ ଦେଖିବାକୁ ମିଳିଲାଣି । ବିରାଟ କୋହଲିଙ୍କ ପରେ ଏହି ପରିବର୍ତ୍ତନ ଜାରି ରହିଛି । ନୂଆ କ୍ୟାପ୍ଟେନ ମଧ୍ୟ ନିଜର ନେତୃତ୍ବର ପରିଚୟ ଦେଇଛନ୍ତି ।  ଭାରତରେ କ୍ରିକେଟ ପାଇଁ ଏହା ଭଲ ଖବର ଏବଂ  ଅତ୍ୟନ୍ତ ରୋମାଞ୍ଚକର ବୋଲି…

ଆଜି ଫାଇନାଲ: ଜିତିବା ପାଇଁ ଲଢ଼ିବେ ପନ୍ଥବାହିନୀ

ବାଙ୍ଗାଲୋର: ଲଗାତାର ୨ଟି ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ହରାଇଥିବା ଭାରତ ଆଜି ଫାଇନାଲ ଖେଲିବ । ଦୁଇଟି ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୪୭ ଓ ୮୨ ରନ୍‌ର ବଡ଼ ବ୍ୟବଧାନରେ ହରାଇଥିବାରୁ ପନ୍ଥବାହିନୀର ମନୋବଳ ବୃଦ୍ଧି ପାଇଛି ।  ଶୃଙ୍ଖଳା ଏବେ ୨-୨ ସ୍ଥିତିରେ ଥିବାରୁ ଆଜିର ଫାଇନାଲ ହେବ  କଡା…

ଦକ୍ଷିଣ ଅଫ୍ରିକାକୁ ୮୨ ରନରେ ପରାସ୍ତ କଲା ଟିମ୍ ଇଣ୍ଡିଆ

ରାଜକୋଟ୍ : ରାଜକୋଟରେ ଖେଳାଯାଉଥିବା ୪ର୍ଥ ଟି-୨୦ରେ ଦକ୍ଷିଣ ଅଫ୍ରିକାକୁ ୮୨ ରନରେ ପରାସ୍ତ କରିଛି ଟିମ୍ ଇଣ୍ଡିଆ । ଏହି ମ୍ୟାଚ ଜିତି  ସିରିଜକୁ ୨-୨ରେ ବରାବର କରିଛି । ପ୍ରଥମେ ବ୍ୟାଟିଂ କରି ଭାରତ  ୧୭୦ରନର ବିଜୟ ଲକ୍ଷ୍ୟ ରଖିଥିଲା ।  ଜବାବରେ ଦକ୍ଷିଣ ଆଫ୍ରିକା ମାତ୍ର ୮୭ ରନରେ ଅଲଆଉଟ…

ବାରବାଟି ଲଢ଼େଇ : ଜିତିବୁ କହିଲେ ଭୁବନେଶ୍ବର

ଭୁବନେଶ୍ବର:  ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜର ଦ୍ୱିତୀୟ ମ୍ୟାଚ୍ ଆଜି  ସଂଧ୍ୟା 7ଟାରେ ବାରବାଟିରେ ଖେଳାଯିବ । ଏଥିପାଇଁ ବାରବାଟିରେ ଉତ୍ସବର ମାହୋଲ ସୃଷ୍ଟି ହୋଇଛି । ସାରା ରାଜ୍ୟରୁ କ୍ରିକେଟ ପ୍ରଶଂସକମାନେ ଏକତ୍ରିତ ହୋଇଛନ୍ତି ।…