Latest Odisha News

BREAKING NEWS

Browsing Tag

India China FaceOff

ନିର୍ଭୟ ମିସାଇଲ୍: ଲଦାଖରୁ ମାରିଲେ ତିବ୍ଦତରେ ଟାର୍ଗେଟ ଭେଦିବ, ଜାଣନ୍ତୁ ଖାସ୍ କଥା

ନୂଆଦିଲ୍ଲୀ: ଦିନକୁ ଦିନ ଉଗ୍ର ରୂପ ନେଉଛି ଭାରତ-ଚୀନ୍ ସୀମା ବିବାଦ । ଏଲଏସିରେ ଏବେ ଯୁଦ୍ଧ ପରିସ୍ଥିତି । ଦୁଇ ଦେଶ ଅସ୍ତ୍ରଶସ୍ତ୍ର ଠୁଳ କଲେଣି । ଚୀନକୁ ମୁହଁତୋଡ ଜବାବ ଦେବାକୁ ଭାରତ ସୀମାରେ ସବୁଠୁ ଶକ୍ତିଶାଳୀ ମିସାଇଲକୁ ମୁତୟନ କରିଛି । ତୟାର ରହିଛି ନିର୍ଭୟ ମିସାଇଲ୍ । ଶହ ଶହ…

ଶକ୍ତି ଦେଖାଇଲା ବାୟୁସେନା, ଏଲ୍‌ଏସିରେ ଉଡିଲା ରାଫେଲ

ନୂଆଦିଲ୍ଲୀ: ଭାରତ-ଚୀନ୍ ସୀମା ବିବାଦ ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ଏହାର ସମାଧାନ ଲାଗି ଆଜି ଷଷ୍ଠଥର ପାଇଁ କମାଣ୍ଡର ସ୍ତରୀୟ ବୈଠକ ବସିଛି । ତେବେ ଏହା ପୂର୍ବରୁ ବାୟୁସେନା ତାର ଶକ୍ତି ପ୍ରଦର୍ଶନ କରିଛି । ଚୀନ ନିଜର ସୈନ୍ୟଶକ୍ତି ବଳରେ ଭାରତକୁ ଡରାଇବାକୁ ଚାହିୁଁଛି, କିନ୍ତୁ…

LAC ସ୍ଥିତି ସମ୍ପର୍କରେ ଭାରତ-ଚୀନ ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ପଞ୍ଚ ସୂତ୍ରୀ ଆଲୋଚନା

ମସ୍କୋ: ଭାରତ-ଚୀନ ସୀମା ବିବାଦ ଭିତରେ ଋଷର ରାଜଧାନୀ ମସ୍କୋରେ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଚୀନ ପ୍ରତିପକ୍ଷ ଓ୍ୱାଙ୍ଗ ଓ୍ୱିଙ୍କ ସହ ଆଲୋଚନା କରିଛନ୍ତି । ପାଖାପାଖି ଦୁଇ ଘଣ୍ଟା ଧରି ଚାଲିଥିବା ସାକ୍ଷାତ ଆଲୋଚନାରେ ଜୟଶଙ୍କର ପୂର୍ବ ଲଦାଖରେ ଲାଗି ରହିଥିବା ଅସ୍ଥିରତା ସମ୍ପର୍କରେ…

ଲଦାଖ ପାଙ୍ଗୋଙ୍ଗ ସୁ ନିକଟରେ ପୁଣି ଚୀନ-ଭାରତ ସେନା ମୁହାଁମୁହିଁ

ଜମ୍ମୁ କଶ୍ମୀର: ସୀମାକୁ ନେଇ ଭାରତ-ଚୀନ ମଧ୍ୟରେ ବିବାଦ ଥମିବାର ନା ନେଉନି । ଗତକାଲି ରାତିରେ ଭାରତୀୟ ସେନା ନିୟନ୍ତ୍ରଣ ରେଖା ଉଲ୍ଲଂଘନ କରିବା ଓ ଗୁଳିମାଡ଼ କରିଥିବା ଅଭିଯୋଗ କରିଛି ଚୀନ୍ ସେନା । କୁହାଯାଉଛି ଚୀନ୍ ଓ ଭାରତୀୟ ସେନା ଲଦାଖର ପାଙ୍ଗୋଙ୍ଗ ସୁ ନିକଟବର୍ତ୍ତୀ ସୋନପାଓ ପାହାଡ଼ରେ…

LACରେ ଚ୍ୟାଲେଞ୍ଜକୁ ସାମନା କରିବା ପାଇଁ ସେନା ପ୍ରସ୍ତୁତ: ସେନାମୁଖ୍ୟ

ଜମ୍ମୁ କଶ୍ମୀର: ଚୀନ୍ ସହ ସୀମା ବିବାଦ ଭିତରେ ଦୁଇ ଦିନି ଲେହ ଗସ୍ତରେ ଯାଇଛନ୍ତି ସ୍ଥଳସେନା ମୁଖ୍ୟ ଜେନେରାଲ୍ ଏମ୍. ଏମ୍. ନର୍ଭାଣେ । ସୀମାରେ ସ୍ଥିତି ଅନୁଧ୍ୟାନ କରିଛନ୍ତି । ବରିଷ୍ଠ ସେନା ଅଧିକାରୀଙ୍କ ସହ ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି । ସେନାମୁଖ୍ୟ କହିଛନ୍ତି, ସୀମାରେ…

ଭାରତ-ଚୀନ୍ ସୀମା ବିବାଦ: ସ୍ଥିତି ସମୀକ୍ଷା କଲେ ଏନ୍‌ଏସ୍‌ଏ ଅଜିତ ଡୋଭାଲ

ନୂଆଦିଲ୍ଲୀ: ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି ଭାରତ-ଚୀନ୍ । ସୀମା ବିବାଦକୁ ନେଇ ଏ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଛି । ଏଲ୍‌ଏସିରେ ଉଭୟ ପକ୍ଷର ସେନା ମୁହାଁମୁହିଁ ଅବସ୍ଥାରେ ଅଛନ୍ତି । ଏହାରି ଭିତରେ ଆଜି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ବରିଷ୍ଠ ଅଧବକାରୀଙ୍କ ସହ…

ବଦମାସ୍ ଚୀନର ପୁଣି ବାହାରିଲା ପୁରୁଣା ରୋଗ

ନୂଆଦିଲ୍ଲୀ: କଥାରେ ଅଛି ଯେତେ ମାଠିବୁ ମାଠ, ସେହି ଦରପୋଡା କାଟ୍ । ଯାହାର ପ୍ରକୃତି ଯାହା କେବେ ବଦଳିବ ନାହିଁ । ପ୍ରତାରକ ଚୀନ କ୍ଷେତ୍ରରେ ପୁଣି ଥରେ ଦେଖିବାକୁ ମିଳିଛି । ଶାନ୍ତି ଆଲୋଚନା ଚାଲିଥିବା ବେଳେ ସୀମାରେ ଆରମ୍ଭ କରିଛି ନାଟକବାଜୀ । ମୁହାଁମୁହିଁ ହୋଇଛନ୍ତି ଚୀନ୍-ଭାରତ ସେନା ।…