Latest Odisha News

BREAKING NEWS

Browsing Tag

India Covid New Positive

ଦେଶରେ ୮୭ ଲକ୍ଷ କରୋନା ଆକ୍ରାନ୍ତ, ସୁସ୍ଥ ହେଲେଣି ୮୧ ଲକ୍ଷ

ନୂଆଦିଲ୍ଲୀ: କରୋନା ସହ ଲଢ଼େଇ ଭିତରେ ଭଲ ଖବର ସାମନାକୁ ଆସୁଛି । ଦେଶରେ କମିବାରେ ଲାଗିଛି ଆକ୍ଟିଭ୍ କେସ୍ । ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୫୦ ହଜାରରୁ କମ୍ ରହୁଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ସଂକ୍ରମିତ ହୋଇଛନ୍ତି ଆଉ ୪୪ ହଜାର ୬୮୪ ଜଣ । ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା । ଲକ୍ଷେ ୨୯…

ଦେଶରେ ୮୭ ଲକ୍ଷ କରୋନା ଆକ୍ରାନ୍ତ, ମୃତ୍ୟୁସଂଖ୍ୟା ଲକ୍ଷେ ୨୮ ହଜାର

ନୂଆଦିଲ୍ଲୀ: ଦେଶରେ ବଢୁଛି କରୋନା କେସ । ଗତ ୨୪ ଘଣ୍ଟାରେ ସାରା ଦେଶରୁ ସଂକ୍ରମିତ ହୋଇଛନ୍ତି ଆଉ ୪୪ ହଜାର ୮୭୮ ଜଣ । ଦମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୮୭ ଲକ୍ଷ ୨୮ ହଜାର ୭୯୫କୁ ବୃଦ୍ଧି ପାଇଛି । ସେହିପରି ବଢୁଛି ଡେଥ୍ କେସ । ଗତ ୨୪ ଘଣ୍ଟାରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୫୪୭ ଆକ୍ରାନ୍ତ…

ଦେଶରେ ୫ ଲକ୍ଷ ତଳକୁ ଖସିଲା କରୋନା ଆକ୍ଟିଭ୍ କେସ୍, ଜାଣନ୍ତୁ ୨୪ ଘଣ୍ଟାର ରିପୋର୍ଟ

ନୂଆଦିଲ୍ଲୀ: କରୋନା ସହ ଲଢ଼େଇରେ ଭଲ ଖବର ସାମନାକୁ ଆସୁଛି । ଦେଶରେ କମୁଛି ଆକ୍ଚିଭ କେସ୍ । ବଢୁଛି ସୁସ୍ଥ ହାର । ଦୈନିତ ସଂକ୍ରମିତଙ୍କ ଅପେକ୍ଷା ଅଧିକ ସୁସ୍ଥ ହେଉଛନ୍ତି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ସଂକ୍ରମିତ ହୋଇଛନ୍ତି ୪୭ ହଜାର ୯୦୫ ଜଣ । ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୮୬ ଲକ୍ଷ ୮୩…

ଦେଶରେ କରୋନାରୁ ସୁସ୍ଥ ହେଲେଣି ୮୦ ଲକ୍ଷ ଆକ୍ରାନ୍ତ, ୫ଲକ୍ଷ ତଳକୁ ଖସିଲା ଆକ୍ଟିଭ୍ କେସ୍

ନୂଆଦିଲ୍ଲୀ: ଦେଶରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ବଢୁଛି ସୁସ୍ଥ ହାର । ଦେଶରେ ୮୬ ଲକ୍ଷ ଟପିଛି ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ସାରା ଦେଶରୁ ୪୪ ହଜାର ୨୮୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୮୬ ଲକ୍ଷ ୩୬ ହଜାର ୧୨କୁ ବୃଦ୍ଧି ପାଇଛି ।…

ଦେଶରେ ଦିନକରେ ୩୮ ହଜାର କରୋନା ପଜିଟିଭ୍, ୪୪୮ ମୃତ

ନୂଆଦିଲ୍ଲୀ: ଦେଶରେ ପୁଣି କମିଲା ଦୈନିକ କରୋନା କେସ । ଗତ ୨୪ ଘଣ୍ଟାରେ ସାରା ଦେଶରୁ ୩୮ ହଜାର ୭୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୮୫ ଲକ୍ଷ ୯୧ ହଜାର ୭୩୧କୁ ବୃଦ୍ଧି ପାଇଛି । ବଢୁଛି ଡେଥ୍ କେସ୍ । ଗତ ୨୪ ଘଣ୍ଚାରେ ମହାମାରୀ ନେଇଛି ଆଉ ୪୪୮…

ଦେଶରେ ଦିନକରେ ୪୫ ହଜାର ୯୦୩ ସଂକ୍ରମିତ, ୪୯୦ ମୃତ

ନୂଆଦିଲ୍ଲୀ: ଦେଶରେ କରୋନା କାୟାରେ ଲାଗୁନି ବ୍ରେକ । ଦିଲ୍ଲୀ, କେରଳରେ ସଂକ୍ରମଣ ପୁଣି ଥରେ ଉପରମୁହାଁ ହୋଇଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୪୫ ହଜାର ୯୦୩ ନୂଆ ଆକ୍ରାନ୍ତ । ମୋଟ୍ ପଜିଟିଭ୍ କେସ୍ ୮୫ ଲକ୍ଷ ୫୩ ହଜାର ୬୫୭କୁ ବୃଦ୍ଧି ପାଇଛି । ଜୀବନ ନେଉଛି ମହାମାରୀ ।…

ଦେଶରେ ୮୫ ଲକ୍ଷ ଟପିଲା କରୋନା କେସ୍, ୨୪ ଘଣ୍ଟାରେ ୪୫ ହଜାର ପଜିଟିଭ୍

ନୂଆଦିଲ୍ଲୀ: ଗତକାଲି ଅପେକ୍ଷା ଦେଶରେ କମିଛି ସଂକ୍ରମଣ । ସୁସ୍ଥ ହୋଇଛନ୍ତି ଅଧିକ । ପୁଣି ୫୦ ହଜାରରୁ କମ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ସଂକ୍ରମିତ ହୋଇଛନ୍ତି ୪୫ ହଜାର ୬୭୪ ଜଣ । ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୮୫ ଲକ୍ଷ ୭ ହଜାର ୭୫୪କୁ ବୃଦ୍ଧି ପାଇଛି ।…