Latest Odisha News

BREAKING NEWS

Browsing Tag

India Covid

୨୧ ଦିନରେ ଦେଶରେ ୧୦ ଲକ୍ଷ କରୋନା ପଜିଟିଭ୍

ଭୁବନେଶ୍ୱର: ଦେଶରେ ୨୦ ଲକ୍ଷ ଅତିକ୍ରମ କରିଛି କରୋନା କେସ୍ । ଗତ ୨୪ ଘଣ୍ଟାରେ ୬୦ ହଜାରରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜୁଲାଇରେ ଦେଶରେ ୧୦ ଲକ୍ଷ ଟପିଥିଲା ଆକ୍ରାନ୍ତଙ୍କ ସଂଖ୍ୟା । ମହାରାଷ୍ଟ୍ର, ତାମିଲନାଡୁରେ ପଜିଟିଭ ସଂଖ୍ୟା ବଢୁଥିବା ବେଳେ ବର୍ତ୍ତମାନ ଆନ୍ଧ୍ରପ୍ରଦେଶ,…

ଦେଶରେ ୧୪ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ୧୪ ଲକ୍ଷ ପାର କରିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୪୯ ହଜାର ୯୩୧ ନୂଆ ପଜିଟିଭ୍ । ଏହାକୁ ମିଶାଇ ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ୧୪ ଲକ୍ଷ ୩୫ ହଜାର ୪୫୩ରେ ପହଞ୍ଚିଛି । ୨୪ ଘଣ୍ଟାରେ ୭୦୮ ମୃତ୍ୟୁ ଗତ ୨୪ ଘଣ୍ଟାରେ ଆଉ ୭୦୮ କରୋନା…

କମାଲ କଲା ଦିଲ୍ଲୀ: ୪୯ ଦିନ ପରେ ହଜାରେରୁ କମ୍ କରୋନା କେସ୍

ନୂଆଦିଲ୍ଲୀ: ଜୁନରେ ଦେଶର ରାଜଧାନୀରେ ଟେନସନ୍ ବଢାଇଥିଲା କରୋନା କେସ୍ । ଜୁଲାଇ ଶେଷ ଆଡକୁ ଟିକେ ଆଶ୍ୱସ୍ତି ଆସିଲା ଭଳି ଲାଗୁଛି । ଚଳିତ ସପ୍ତାହରେ କମୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ଦିଲ୍ଲାରେ ଲକ୍ଷେ ୨୩ ହଜାର ଲୋକ ଭୂତାଣୁ ସଂକ୍ରମିତ ହୋଇଥିବା ବେଳେ ଲକ୍ଷେ ଲୋକ…