Latest Odisha News

BREAKING NEWS

Browsing Tag

India Fight Against Corona

କରୋନା ସଚେତନତା ଗୀତ ଗାଇଲେ ଗଜପତି ଏସ୍‌ପି ସାରା ଶର୍ମା

ଭୁବନେଶ୍ୱର: ବିଭିନ୍ନ ସମୟରେ ସାମାଜିକ ପ୍ରସଙ୍ଗକୁ ନେଇ ଥିମ୍ ଭିତ୍ତିକ ଗୀତ ଗାଇ ଚର୍ଚ୍ଚାରେ ରହୁଥିବା ଗଜପତି ଏସ୍‌ପି ସାରା ଶର୍ମା ଏବେ କରୋନା ସଚେତନତା ପାଇଁ ଏକ ମ୍ୟୁଜିକ ଭିଡିଓ ପ୍ରସ୍ତୁତ କରିଛନ୍ତି । ଏଥିରେ ସେ ନିଜେ ଗୀତ ଗାଉଥିବା ଦେଖିବାକୁ ମିଳିଛି । ସାରାଙ୍କ ଏହି ଉଦ୍ୟମକୁ ସୋସିଆଲ…

କରୋନା ମୁକାବିଲା ନେଇ ଶିଳ୍ପଜଗତ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

ନୂଆଦିଲ୍ଲୀ: କରୋନା ଭୁତାଣୁ ସଂକ୍ରମଣ ଯୋଗୁଁ ଆର୍ଥକ ଓ ଶିଳ୍ପ କ୍ଷେତ୍ର ଉପରେ ପଡିଥିବା ପ୍ରଭାବ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିଳ୍ପଜଗତର ପ୍ରତିନିଧିମାନଙ୍କ ସହ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି । ଏହି ଆଲୋଚନାରେ ଦେଶର ୧୮ଟି ସହରର ପ୍ରମୁଖ ଶିଳ୍ପ ସଂଘ ସିଆଇଆଇ,…

ମୁମ୍ବାଇରେ ଭାରତର ପ୍ରଥମ ସ୍ୱତନ୍ତ୍ର କୋଭିଡ୍‌୧୯ ହସ୍‌ପିଟାଲ୍ ସ୍ଥାପନ କଲା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ପକ୍ଷରୁ ଭାରତରେ କରୋନା ସଂକ୍ରମଣର ମୁକାବିଲା ପାଇଁ ମୁମ୍ବାଇରେ ଭାରତର ପ୍ରଥମ ସ୍ୱତନ୍ତ୍ର କୋଭିଡ୧୯ ହସ୍ପିଟାଲ ଖୋଲାଯାଇଥିବା ଘୋଷଣା କରାଯାଇଛି । ସାର ଏଚ୍‌. ଏନ୍‌. ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲ ଦୁଇ ସପ୍ତାହ ମଧ୍ୟରେ ମୁମ୍ବାଇ ମହାନଗର ନିଗମ ସହଯୋଗରେ…

କରୋନା ବିରୋଧରେ ଲଢେଇ: ସଙ୍ଗରୋଧରେ ଥିବା ବ୍ୟକ୍ତିଙ୍କ ଘର ଆଗରେ ଲାଗିବ ଷ୍ଟିକର୍‌

ନୂଆଦିଲ୍ଲୀ: ହୋମ୍ କ୍ୱାରେଣ୍ଟାଇନ୍ ବା ଘରେ ସଂଗରୋଧ ଅବସ୍ଥାରେ ରହିଥିବା ବ୍ୟକ୍ତିବିଶେଷ ଯେପରି ବାହାରେ ବୁଲାବୁଲି ନ’କରନ୍ତି ସେଥିଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ କଡ଼ାକଡ଼ି ନିୟମ ପାଳନ କରିବାକୁ ନିର୍ଦ୍ଦେଶ ଜାରି ହୋଇଛି । ଏହି ନିୟମକୁ କିପରି କଡ଼ାକଡ଼ି ପାଳନ କରାଯିବ ତାହାର ଦାୟିତ୍ୱ ସମସ୍ତ…

କରୋନା ସଂକ୍ରମଣ ବିପଦ ପାଇଁ ଆଜିଠାରୁ ବନ୍ଦ ହେଲା ମଞ୍ଚେଶ୍ୱର ରେଳଡବା ମରାମତି କାରଖାନା

ଭୁବନେଶ୍ୱର: କରୋନା ଭୁତାଣୁ ସଂକ୍ରମଣର ସମ୍ଭାବ୍ୟ ବିପଦ ଦୃଷ୍ଟିରୁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ମଞ୍ଚେଶ୍ୱର ରେଳଡବା ମରାମତି କାରଖାନା ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି କାରଖାନା କତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଏସମ୍ପର୍କରେ ସମସ୍ତ ରେଳ କର୍ମଚାରୀ…