Latest Odisha News

BREAKING NEWS

Browsing Tag

indian railway

ଡିସେମ୍ବର ୧୫ରୁ ଆରମ୍ଭ ହେବ ରେଲୱେ ପରୀକ୍ଷା

ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ଦେଶର ଅର୍ଥ ବ୍ୟବସ୍ଥା ଦୁର୍ବଳ ହୋଇପଡ଼ିଛି। ଦେଶରେ ବେରୋଜଗାର ଯୁବକ-ଯୁବତୀଙ୍କ ସଂଖ୍ୟା ବୃଦ୍ଧି ଚିନ୍ତାର କାରଣ ପାଲଟିଛି। ତେବେ ଚାକିରୀ ଆବେଦନକାରୀଙ୍କ ପାଇଁ ଆସିଛି ଖୁସି ଖବର । ଆସନ୍ତା ଡିସେମ୍ବରରୁ ଆରମ୍ଭ ହେବ ରେଲୱେ ପରୀକ୍ଷା । ଏନେଇ ଆଜି…

ସେପ୍ଟେମ୍ବର ୧୨ରୁ ଗଡିବ ଆଉ ୮୦ ପାସେଞ୍ଜର ଟ୍ରେନ୍‌

ନୂଆଦିଲ୍ଲୀ: ସେପ୍ଟେମ୍ବର ୧୨ରୁ ଗଡିବ ଆଉ ନୂଆ ୮୦ଟି ସ୍ୱତନ୍ତ୍ର ଟ୍ରେନ୍ । ଏନେଇ ରେଳ ବିଭାଗ ଶନିବାର ନିଷ୍ପତ୍ତି ନେଇଛି । ସେପ୍ଟେମ୍ବର ୧୨ରେ ଏହି ୮୦ ସ୍ବତନ୍ତ୍ର ଟ୍ରେନ୍ ଗଡ଼ିବାକୁ ଥିବା ବେଳେ ଏଥିପାଇଁ ଯାତ୍ରୀ ୧୦ ତାରିଖରୁ ବୁକିଂ ଆରମ୍ଭ କରିପାରିବେ। କିନ୍ତୁ ପୂର୍ବରୁ ଚାଲୁଥିବା ୨୩୦…

ବୃଦ୍ଧି ପାଇବ ଟ୍ରେନର ବେଗ: କଟକ ଓ ଭୁବନେଶ୍ୱର ଷ୍ଟେସନରେ ୱାସେଵେଲ ଆପ୍ରନ ବଦଳାଯାଇ ଵାଲାଷ୍ଟ ଟ୍ରାକ ନିର୍ମାଣ

ଭୁବନେଶ୍ୱର: ଟ୍ରେନ ସେବାକୁ ପ୍ରଭାବିତ ନକରି ଲକ ଡାଉନ ସମୟରେ ବହୁ ପୂର୍ବରୁ କାର୍ଯ୍ୟକାରୀ ହେବାକୁ ଥିବା ଭିତ୍ତିଭୂମି ମରାମତି ଓ ଆଧୁନିକୀକରଣ କାର୍ଯ୍ୟ ସମ୍ପାଦନ ପାଇଁ ପୂର୍ବତଟ ରେଳପଥ ଯୋଜନା କରିଛି I ଭୁବନେଶ୍ୱର ରେଳ ଷ୍ଟେସନ ଠାରେ ଡାଉନ ମେନ ଲାଇନ ଏବଂ କଟକ ରେଳ ଷ୍ଟେସନ ଠାରେ ଅପ ମେନ…

ଅଗଷ୍ଟ ୧୨ ଯାଏ ରେଗୁଲାର ଟ୍ରେନ୍ ଚଳାଚଳ ବନ୍ଦ

ନୂଆଦିଲ୍ଲୀ: ଟ୍ରେନ୍ ଯାତ୍ରୀ ଗଣ ଦୟାକରି ଧ୍ୟାନ ଦିଅନ୍ତୁ । ଅଗଷ୍ଟ ୧୨ ତାରିଖ ପର୍ରଯ୍ୟନ୍ତ ଦେଶରେ ବନ୍ଦ ରହିବ ସମସ୍ତ ରେଗୁରାଲ ଟ୍ରେନ୍ ଚଳାଚଳ । ଗଡ଼ିବନି ମେଲ୍ ଏକ୍ସପ୍ରେସ, ଲୋକାଲ୍ ଟ୍ରେନ୍, ଇଏମୟୁ ଟ୍ରେନ୍ । ଦେଶରେ କରୋନା ସଂକ୍ରମଣ ବଢୁଥିବାରୁ ଏଭଳି ନିଷ୍ପତ୍ତି ନେଇଛି ରେଲଓ୍ୱେ ବୋର୍ଡ…

ଜୁନ୍‌୧ରୁ ଗଡିବ ୨ଶହ ଟ୍ରେନ୍‌, ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ: ଜୁନ ୧ରୁ ପୁଣି ଥରେ ଭାରତୀୟ ରେଳବାଇର ୨୦୦ଟି ଯାତ୍ରୀବାହୀ ରେଳ ସେବା ଆରମ୍ଭ ହେବ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଏବଂ ଗୃହ ମନ୍ତ୍ରାଳୟର ସହିତ ପରାମର୍ଶ କରି ରେଳ ମନ୍ତ୍ରାଳୟ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ମେ ୨୧ ସକାଳ ୧୦ଟାରୁ ଟିକେଟ ବୁକିଂ ଆରମ୍ଭ…

ଅନଲାଇନରେ ରେଳ ଟିକେଟ ବୁକିଙ୍ଗ ହେଲା ମହଙ୍ଗା

ନୂଆଦିଲ୍ଲୀ: ଅନଲାଇନରେ ରେଳ ଟିକେଟ ବୁକିଙ୍ଗ ହେଲା ମହଙ୍ଗା। ଆଜିଠାରୁ ଅନଲାଇନରେ ଟିକେଟ ବୁକିଂ କରୁଥିବା ରେଳ ଯାତ୍ରୀଙ୍କୁ ପୂର୍ବ ଅପେକ୍ଷା ଦେବାକୁ ପଡିବ ଅଧିକ ସର୍ଭିସ ଚାର୍ଜ ବା ସେବା ଶୁଳ୍କ। ମିଳିଥିବା ସୂଚନା ଅନୁସାରେ ଅଗଷ୍ଟ ୩୦ ତାରିଖରେ ଆଇଆରସିଟିସି (ଆଇ.ଆର.ସି. ଟି.ସି.)…