Latest Odisha News

BREAKING NEWS

Browsing Tag

indian railway

ଓଡ଼ିଶା ଦେଇ ଅଯୋଧ୍ୟା ଯିବ ୪ ଆସ୍ଥା ଏକ୍ସପ୍ରେସ

ଭୁବନେଶ୍ୱର: ପୂର୍ବତଟ ରେଳପଥ ଦେଇ ଚାଲିବ ୪ଟି ଆସ୍ଥା ଏକ୍ସପ୍ରେସ। ଏହା ବିଭିନ୍ନ ଷ୍ଟେସନ ଦେଇ ଓଡ଼ିଶାକୁ ସିଧାସଳଖ ଅଯୋଧ୍ୟା ସହ ସଂଯୋଗ କରିବ। ମିଳିଥିବା ସୂଚନା ମୁତାବକ ଗୋଟିଏ ଆସ୍ଥା ଏକ୍ସପ୍ରେସ ଆସନ୍ତା ୩୧ ତାରିଖରେ ଆନ୍ଧ୍ରପ୍ରଦେଶର ଗୁଣ୍ଟୁରରୁ ବାହାରି ଓଡ଼ିଶାର ବିଭିନ୍ନ ଷ୍ଟେସନ ଦେଇ…

ରେଳମନ୍ତ୍ରୀଙ୍କୁ ଭେଟିଲେ ଅରିନ୍ଦମ, ଦଳ ବଦଳ ନେଇ ଚର୍ଚ୍ଚା ଜୋର

ଭୁବନେଶ୍ୱର: ଗତକାଲି ରବିବାର ଜାନୁଆରୀ ୭ ତାରିଖରେ ରେଳମନ୍ତ୍ରୀ ଅଶ୍ୱିନ ବୈଷ୍ଣବଙ୍କୁ ଅଭିନେତାରୁ ନେତ ପାଲଟିଥିବା ଅରିନ୍ଦମ ରୟ ସାକ୍ଷାତ କରିଥିଲେ। ଏକ ରୁଦ୍ଧଦ୍ୱାର ବୈଠକରେ ଉଭୟଙ୍କ ମଧ୍ୟରେ ଗୁରୁତ୍ତ୍ୱପୂର୍ଣ୍ଣ ଆଲୋଚନା ହୋଇଥିବା ନେଇ ଖବର ସାମ୍ନାକୁ ଆସିଛି। ତେବେ ଏହି ଖବର ସାମ୍ନାକୁ…

ଏମିତି ଷ୍ଟେସନ ଯେଉଁଠାରେ ସବୁକାମ କେବଳ ମହିଳା ହିଁ କରନ୍ତି

ଜୟପୁର: ମହିଳା ସଶକ୍ତୀକରଣ କ୍ଷେତ୍ରରେ  ଭାରତୀୟ ରେଳବାଇ ଏକ ମାଇଲଷ୍ଟୋନ ତିଆାରି କରିଛି । ରେଳବାଇ ଅଧୀନରେ ଏମିତି ଏକ ଷ୍ଟେଶନ ଅଛି ଯେଉଁଠି ଖାଲି ମହିଳା  କର୍ମଚାରୀମାନେ ହିଁ କାମ କରିଥାନ୍ତି । ସଂଯୁକ୍ତ ରାଷ୍ଟ୍ର ମଧ୍ୟ ମହିଳା ସଶକ୍ତୀରକରଣ ପାଇଁ ଭାରତୀୟ ରେଳବାଇର ଏହି ଉଦ୍ୟମକୁ ପ୍ରଶଂସା…

ଦେଶରେ ୨୦୦ଟି ରେଳ ଷ୍ଟେସନର ହେବ ନବୀକରଣ

ନୂଆଦିଲ୍ଲୀ: ଭାରତୀୟ ରେଳ ଷ୍ଟେସନଗୁଡ଼ିକର ନବୀକରଣ ଏବଂ ଆଧୁନିକ ସୁବିଧା କରିବା ପାଇଁ ଭାରତୀୟ ରେଳବାଇ ପକ୍ଷରୁ ପ୍ରୟାସ ଜାରି ରହିଛି। ନିକଟରେ କ୍ୟାବିନେଟ ବୈଠକରେ ଭାରତର ତିନୋଟି ପ୍ରମୁଖ ଷ୍ଟେସନ ଯଥା ନୂଆଦିଲ୍ଲୀ, ଅହମ୍ମଦାବାଦ ଏବଂ ମୁମ୍ବାଇ ଛତ୍ରପତି ଶିବାଜୀ ଟର୍ମିନାସକୁ ସମ୍ପୂର୍ଣ୍ଣ…

ୱେଟିଂ ଲିଷ୍ଟରୁ ମୁକ୍ତି ପାଇବେ ରେଳଯାତ୍ରୀ, ମିଳିବ କନଫର୍ମ ସିଟ୍

ନୂଆଦିଲ୍ଲୀ: ପର୍ବପର୍ବାଣୀ ଋତୁରେ ରେଳ ଯାତ୍ରୀଙ୍କ ପାଇଁ ଉପହାର ଆଣିଛି ଭାରତୀୟ ରେଳବାଇ। ଏଣିକି ଯାତ୍ରୀଙ୍କର ଦୂର ହୋଇଯିବ ୱେଟିଂ ଲିଷ୍ଟ (ଅପେକ୍ଷା ତାଲିକା) ସମସ୍ୟା। କାରଣ ଭାରତୀୟ ରେଳବାଇ ଟ୍ରେନ ଡବା ବୃଦ୍ଧି କରିବାକୁ ଯାଉଛି। ଉତ୍ସବକୁ ଦୃଷ୍ଟିରେ ରଖି ଟ୍ରେନରେ ଯାତ୍ରୀଙ୍କ ସଂଖ୍ୟା…

ଆଦର୍ଶ ଷ୍ଟେସନ ଯୋଜନାରେ ୧୨୫୩ ରେଳ ଷ୍ଟେସନର ଉନ୍ନତିକରଣ ହେବ: ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ୱର: ଦେଶରେ ୧୨୫୩ଟି ରେଳ ଷ୍ଟେସନ, ଆଦର୍ଶ ଷ୍ଟେସନ ଯୋଜନାରେ ଉନ୍ନତିକରଣ ହେବ । ରାଜ୍ୟସଭାରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି । ବିଜେପି ସାଂସଦ ନରହରି ଅମିନଙ୍କ ଏକ ପ୍ରଶ୍ନରେ ମନ୍ତ୍ରୀ ଉତ୍ତର ରଖିଛନ୍ତି । ରେଳ ମନ୍ତ୍ରାଳୟ ଏବେ ଆଦର୍ଶ ଷ୍ଟେସନ, ମଡର୍ଣ୍ଣ…

ତାଳଚେର କୋଇଲା ଲୋଡିଂ ପଏଣ୍ଟ ଯାଞ୍ଚ କଲେ ରେଳ ବୋର୍ଡ ଅଧ୍ୟକ୍ଷ; ସୋମବାର ଯିବେ ପାରାଦୀପ

ଭୁବନେଶ୍ୱର: ରେଳ ବୋର୍ଡ ଅଧ୍ୟକ୍ଷ ତଥା ସିଇଓ ଭି କେ ତ୍ରିପାଠୀ ରବିବାର ଓଡ଼ିଶା ଆସି ତାଳଚେର ସ୍ଥିତ କୋଇଲା ଲୋଡିଂ ପଏଣ୍ଟ ଯାଞ୍ଚ କରିଛନ୍ତି । ପୂର୍ବତଟ ରେଳପଥର ଟ୍ରାଫିକ ସୁବିଧା ଯାଞ୍ଚ ଏବଂ ବାଧାମୁକ୍ତ ରେଳ ଚଳାଚଳ ବିଷୟରେ ଆଲୋଚନା କରିଛନ୍ତି । ଏହା ବ୍ୟତୀତ ବିଭିନ୍ନ ବିକାଶମୂଳକ…

୧୨ରୁ ଗଡିବ ୩ଟି ‘ଶ୍ରମିକ ସ୍ପେଶାଲ ଟ୍ରେନ୍‌’

ଭୁବନେଶ୍ୱର: ଆସନ୍ତା ୧୨ ତାରିଖରୁ ରାଜ୍ୟରେ ଗଡିବ ୩ଟି ଶ୍ରମିକ ସ୍ପେଶାଲ ଟ୍ରେନ୍ । ଓଡିଶାରୁ ଗୁଜରାଟକୁ ଚାଲିବ ୩ଟି ସ୍ପେଶାଲ ଟ୍ରେନ ।  ଏ ସଂପର୍କରେ ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରବାସୀ ଓଡିଆଙ୍କ ପାଇଁ ଏହି ବ୍ୟବସ୍ଥା କରିଥିବାରୁ ଟୁଇଟ କରି…

ଡିସେମ୍ବର ୧୫ରୁ ଆରମ୍ଭ ହେବ ରେଲୱେ ପରୀକ୍ଷା

ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ଦେଶର ଅର୍ଥ ବ୍ୟବସ୍ଥା ଦୁର୍ବଳ ହୋଇପଡ଼ିଛି। ଦେଶରେ ବେରୋଜଗାର ଯୁବକ-ଯୁବତୀଙ୍କ ସଂଖ୍ୟା ବୃଦ୍ଧି ଚିନ୍ତାର କାରଣ ପାଲଟିଛି। ତେବେ ଚାକିରୀ ଆବେଦନକାରୀଙ୍କ ପାଇଁ ଆସିଛି ଖୁସି ଖବର । ଆସନ୍ତା ଡିସେମ୍ବରରୁ ଆରମ୍ଭ ହେବ ରେଲୱେ ପରୀକ୍ଷା । ଏନେଇ ଆଜି…

ସେପ୍ଟେମ୍ବର ୧୨ରୁ ଗଡିବ ଆଉ ୮୦ ପାସେଞ୍ଜର ଟ୍ରେନ୍‌

ନୂଆଦିଲ୍ଲୀ: ସେପ୍ଟେମ୍ବର ୧୨ରୁ ଗଡିବ ଆଉ ନୂଆ ୮୦ଟି ସ୍ୱତନ୍ତ୍ର ଟ୍ରେନ୍ । ଏନେଇ ରେଳ ବିଭାଗ ଶନିବାର ନିଷ୍ପତ୍ତି ନେଇଛି । ସେପ୍ଟେମ୍ବର ୧୨ରେ ଏହି ୮୦ ସ୍ବତନ୍ତ୍ର ଟ୍ରେନ୍ ଗଡ଼ିବାକୁ ଥିବା ବେଳେ ଏଥିପାଇଁ ଯାତ୍ରୀ ୧୦ ତାରିଖରୁ ବୁକିଂ ଆରମ୍ଭ କରିପାରିବେ। କିନ୍ତୁ ପୂର୍ବରୁ ଚାଲୁଥିବା ୨୩୦…