Latest Odisha News

BREAKING NEWS

Browsing Tag

Interim Bail

ପରୀ ହତ୍ୟା ମାମଲା: ଅଭିଯୁକ୍ତକୁ ୧୦ ଦିନ ଅନ୍ତରୀଣ ଜାମିନ୍

କଟକ: ବହୁଚର୍ଚ୍ଚିତ ନୟାଗଡ଼ ପରୀ ହତ୍ୟା ମାମଲାରେ ଅଭିଯୁକ୍ତ ସରୋଜ ସେଠୀଙ୍କୁ ମିଳିଲା ଅନ୍ତରୀଣ ଜାମିନ । ୧୦ ଦିନ ପାଇଁ ସର୍ତ୍ତମୂଳକ ଅନ୍ତରୀଣ ଜାମିନ ଦେଲେ ହାଇକୋର୍ଟ । ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇ ଜାମିନ ପାଇଁ ଆବେଦନ କରିଥିଲା ସରୋଜ । ତେବେ ଆବଶ୍ୟକ ପଡିଲେ ଥାନାରେ ଆସି ସେ…

ଅର୍ଣ୍ଣବଙ୍କୁ ମିଳିଲାନି ଅନ୍ତରୀଣ ଜାମିନ

ମୁମ୍ବାଇ: ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ମିଳିଲାନି ଅନ୍ତରୀଣ ଜାମିନ । ଜାମିନ ଦେବାକୁ ବମ୍ବେ ହାଇକୋର୍ଟ ସୋମବାର ଅଗ୍ରାହ୍ୟ କରିଦେଇଛନ୍ତି । ଜଷ୍ଟିସ୍ ଏସ୍ ସିନ୍ଦେ ଏବଂ ଏମ୍.ଏସ୍ କର୍ଣ୍ଣିକଙ୍କୁ ନେଇ ଗଠିତ ବେଞ୍ଚ ସୋମବାର ଏହି ଶୁଣାଣି କରିଛନ୍ତି।…

ଜେଲରୁ ବାହାରିଲେ ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ୍‌

କଟକ: ବହୁ ଚର୍ଚ୍ଚିତ ୨୦୧୮ ମସିହା ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ୍ ମେହେର ଶୁକ୍ରବାର ଦିନ ଜେଲରୁ ବାହାରିଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ ମା’ଙ୍କ ଶ୍ରାଦ୍ଧ ଲାଗି ପୁଞ୍ଜିଲାଲଙ୍କୁ ଜାନୁଆରୀ ୨୪ ତାରିଖରୁ ୨୮ ତାରିଖ ଯାଏଁ ଅର୍ଥାତ୍ ୪ ଦିନ ଲାଗି ଓଡିଶା…

ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତଙ୍କୁ ମିଳିଲା ଜାମିନ; କୋର୍ଟ ରଖିଲେ ଏଭଳି ସର୍ତ୍ତ

କଟକ: ବହୁ ଚର୍ଚ୍ଚିତ ୨୦୧୮ ମସିହା ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ୍ ମେହେରକୁ ମା’ଙ୍କ ଶ୍ରାଦ୍ଧ ଲାଗି ବୁଧବାର ଦିନ ଓଡିଶା ହାଇକୋର୍ଟ ସର୍ତ୍ତମୂଳକ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ ପୁଞ୍ଜିଲାଲଙ୍କୁ ଆସନ୍ତା ଜାନୁଆରୀ ୨୪…