Latest Odisha News
Browsing Tag

International Women’s Day

ଓସାକ୍ସରେ ପାଳିତ ହେଲା ଅନ୍ତର୍ଜାତୀୟ ମହିଳା ଦିବସ

ଭୁବନେଶ୍ୱର: ସୁସ୍ଥ ସମାଜ ଗଠନ କ୍ଷେତ୍ରରେ ମହିଳାମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ନାରୀମାନଙ୍କ ଭିତରେ ଥିବା ସୁପ୍ତ ଶକ୍ତିକୁ ଜାଗ୍ରତ କରି ଏକ ଶକ୍ତିଶାଳୀ ଓ ବଳିଷ୍ଠ ସମାଜ ଗଠନ କରିବା ପାଇଁ ଆହୁରି ଅଧିକ ପ୍ରୟାସର ଆବଶ୍ୟକତା ରହିଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର…

ପତ୍ନୀ ଏବଂ ଝିଅଙ୍କୁ ନିଆରା ଢଙ୍ଗରେ ମହିଳା ଦିବସର ଶୁଭେଚ୍ଛା ଜଣାଇଲେ ବିରାଟ

ନୂଆଦିଲ୍ଲୀ: ଆଜି ହେଛି ଅନ୍ତର୍ଜାତୀୟ ମହିଳା ଦିବସ। ଏହି ଅବସରରେ ବିରାଟ କୋହଲି ପତ୍ନୀ ଅନୁଷ୍କା ଶର୍ମା ଏବଂ ଝିଅ ଭାମିକାଙ୍କୁ ଏକ ଶକ୍ତିଶାଳୀ ବାର୍ତ୍ତା ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି। ସେ ଇନଷ୍ଟାଗ୍ରାମରେ ଏହି ବାର୍ତ୍ତା ସହିତ ପତ୍ନୀ ଅନୁଷ୍କା ଏବଂ ତାଙ୍କ ଝିଅ ଭାମିକାଙ୍କ ଫଟୋ ମଧ୍ୟ…

ଜାଣନ୍ତୁ ଦିଲ୍ଲୀର ମହିଳା ଯୌନକର୍ମୀ ଓ ସେମାନଙ୍କ ପିଲାମାନଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଆଣିଥିବା ଏହି ମହିଳାଙ୍କ…

ନୂଆଦିଲ୍ଲୀ: ଜି.ବି ରୋଡ୍ ରାଜଧାନୀ ଦିଲ୍ଲୀର ସବୁଠାରୁ ବଡ ରେଡ୍‌ ଲାଇଟ୍‌ ଅଞ୍ଚଳ ଭାବେ ଜଣାଶୁଣା। ଏଠାରେ ଅନେକ ଚେହେରା ପଛରେ ଲୁଚି ରହିଛି ଯନ୍ତ୍ରଣାଭରା କାହାଣୀ। ଜିବି ରୋଡ୍‌ର ୭୭ଟି କୋଠରୀରେ ଏପର୍ଯ୍ୟନ୍ତ ଚାରି ହଜାରରୁ ଅଧିକ ମହିଳା ଏବଂ ଦେଢ ହଜାରରୁ ଅଧିକ ବାଳିକା ବାସ କରୁଛନ୍ତି।…

ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ମହିଳାମାନଙ୍କୁ ଏହି ଖାସ୍‌ ଉପହାର ଦେଲେ ନୀତା ଅମ୍ବାନୀ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରିଲାଏନ୍ସ ଫାଉଣ୍ଡେସନର ଚେୟାରମ୍ୟାନ୍ ନୀତା ଅମ୍ବାନୀ ମହିଳାମାନଙ୍କ ପାଇଁ ଏକ ଡିଜିଟାଲ୍ ପ୍ଲାଟଫର୍ମ 'ହର ସର୍କଲ୍' ଆରମ୍ଭ କରିଛନ୍ତି। ଏଥିରେ ମହିଳାଙ୍କ ପାଇଁ ସମସ୍ତ ପ୍ରକାରର ସୁବିଧା ସୁଯୋଗ ଉପଲବ୍ଧ ରହିବ। ପ୍ରତ୍ୟେକ ସର୍କଲ୍…

ଗୀତାଙ୍କ ବଜ୍ର ଶପଥ: ଆଉ ହେବନି ବାଲ୍ୟ ବିବାହ

(ମହିଳା ଦିବସ ଅବସରରରେ ‌ସ୍ୱତନ୍ତ୍ର ଆଲେଖ୍ୟ) ସୋନପୁରର ସୁନବୋହୂ ଗୀତାଞ୍ଜଳି । ଯେବେ ବୟସ ପୂର୍ବରୁ କିଏ ସିନ୍ଦୁର ପିନ୍ଧେ । ଯେବେ ସମୟ ପୂର୍ବରୁ କାହାର ସାହାନାଈ ବାଜେ । ଯେବେ କଅଁଳ ହାତରେ ହାତଘଣ୍ଟି ପଡ଼େ । ଗୀତାଞ୍ଜଳିଙ୍କ ମନ ଅଥୟ ହୋଇଯାଏ । ସଂସାରକୁ ବୁଝିବା ପୂର୍ବରୁ ଘରସଂସାର…

ବସ୍ତି ପାଇଁ ବବିତା ଦିଦି…

(ମହିଳା ଦିବସ ଅବସରରରେ ‌ସ୍ୱତନ୍ତ୍ର ଆଲେଖ୍ୟ) ଭୁବନେଶ୍ୱର: ସେ ସାଜିଛନ୍ତି ବସ୍ତିର ବିଦ୍ୟାଦାତ୍ରୀ, ସେ ପୁଣି ବନିଛନ୍ତି ସେବାର ଦେବୀ । ବସ୍ତିବାସିନ୍ଦାଙ୍କ ସୁଖ ଦୁଃଖର ସାଥୀ ହୋଇଛନ୍ତି ବବିତା ଦିଦି । ଭୁବନେଶ୍ୱରର ବିଭିନ୍ନ ବସ୍ତି ଲୋକଙ୍କ ପାଇଁ ଆଗ ଡାକରା ନାଁ ବବିତା । ସେ…

‘ଚୁଜ୍ ଟୁ ଚ୍ୟାଲେଂଜ’ ଥିମ୍ କୁ ନେଇ ଚଳିତ ବର୍ଷ ପାଳନ ହେଉଛି ଅନ୍ତର୍ଜାତୀୟ ମହିଳା ଦିବସ

ଭୁବନେଶ୍ୱର: ଆଜି ଅନ୍ତର୍ଜାତୀୟ ମହିଳା ଦିବସ । ୧୯୭୫ ମସିହାରୁ ଜାତିସଂଘ ଆନୁକୂଲ୍ୟରେ ଆଜିର ଦିନକୁ ମହିଳା ଦିବସ ରୂପେ ପାଳନ ହୋଇଆସୁଛି । ଚଳିତ ବର୍ଷର ଥିମ୍ ରହିଛି 'ଚୁଜ୍ ଟୁ ଚ୍ୟାଲେଂଜ' । ମହିଳାଙ୍କୁ ସମ୍ମାନ, ଲିଙ୍ଗଗତ ବୈଷମ୍ୟ ଦୂରୀକରଣ ତଥା ସେମାନଙ୍କ ରାଜନୀତିକ, ସାମାଜିକ ଓ ଆର୍ଥିକ…

ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ବାଲୁକା ଶିଳ୍ପୀ ମାନସଙ୍କ ବାଲୁକା କଳା

ପୁରୀ: ଆସନ୍ତାକାଲି ସୋମବାର ଆନ୍ତର୍ଜାତିକ ମହିଳା ଦିବସ । ଏଥରର ଥିମ୍ ରହିଛି ‘ଚୁଜ୍ ଟୁ ଚ୍ୟାଲେଞ୍ଜ’ ଅର୍ଥାତ୍ ଆହ୍ୱାନକୁ ବାଞ୍ଚନ୍ତୁ । ଏହି ଅବସରରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ ସାହୁ ବାଲୁକା କଳା ପ୍ରସ୍ତୁତ କରିଛନ୍ତି । ପୁରୀ ବେଳାଭୂମିର ବଳିଆପଣ୍ଡା ନିକଟରେ ମହିଳାଙ୍କୁ ସମ୍ମାନ…

ଅସହାୟ ମହିଳାଙ୍କ ପାଇଁ ଆଶାର କିରଣ ସାଜିଛନ୍ତି ଆନନ୍ଦିନୀ : ପାଲଟିଛନ୍ତି ଜଟିଳ ଜୀବନର ସରଳ ସୂତ୍ରଧର

(ମହିଳା ଦିବସ ଅବସରରରେ ‌ସ୍ୱତନ୍ତ୍ର ଆଲେଖ୍ୟ) ଝାରସୁଗୁଡା: ଦିନେ ସୀତାଙ୍କୁ ଦେବାକୁ ପଡିଥିଲା ଅଗ୍ନିପରୀକ୍ଷା । ଅପମାନିତ ହେବାକୁ ପଡିଥିଲା ଦ୍ରୋପଦୀଙ୍କୁ । କୁନ୍ତିଙ୍କୁ ବି ନିଜ ରକ୍ତର ପୁଅ କର୍ଣ୍ଣଙ୍କ ପାଖରୁ ସହିବାକୁ ପଡିଥିଲା ଅଭିମାନ । ଏବେ ତ ବଦଳି ଯାଇଛି ସମୟ । ବଦଳି ଯାଇଛି…