Latest Odisha News

BREAKING NEWS

Browsing Tag

International Women’s Day

ଆଜିର ସୃଜନୀ ପକ୍ଷରୁ ଆନ୍ତର୍ଜାତିୟ ମହିଳା ଦିବସ ପାଳିତ

ଭୁବନେଶ୍ବର  : ସାମାଜ ସେବା ସହ ଓଡ଼ିଆ ସାହିତ୍ୟର ଉନ୍ନତି ପାଇଁ ସବୁବେଳେ ପ୍ରୟାସ କରିଆସୁଥିବା ଦାତବ୍ୟ ଅନୁଷ୍ଠାନ ଆଜିର ସୃଜନୀ ପକ୍ଷରୁ ସ୍ଥାନୀୟ ଭଞ୍ଜକଳା ମଣ୍ଡପରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି।  ଏହି ଅବସରରେ କଳା, ସାହିତ୍ୟ ଓ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ…

ଭାରତୀୟ ସେନାର ଏହି ୫ ମହିଳା ଅଧିକାରୀ ଯିଏ ବଢାଇଛନ୍ତି ଦେଶର ଗର୍ବ ଓ ଗୌରବ

ନୂଆଦିଲ୍ଲୀ:ମାର୍ଚ୍ଚ ୮ ତାରିଖ ଆର୍ନ୍ତଜାତିକ ମହିଳା ଦିବସ । ମହିଳାଙ୍କ ପାଇଁ ଦିନଟିଏ । ସେମାନଙ୍କୁ ନିଜ ଅଧିକାର ବିଷୟରେ ସଚେତନ କରିବା ପାଇଁ ଦିନଟିଏ । ଆଜି ମହିଳାଙ୍କୁ ସବୁ କ୍ଷେତ୍ରରେ କାମ କରିବାର ସୁଯୋଗ ମିଳିଛି । ପୁରୁଷଙ୍କ ସହ କାନ୍ଧକୁ କାନ୍ଧ ମିଳାଇ ଚାଲିବାରେ ନିଜ ଦକ୍ଷତାକୁ…

ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଜାତୀୟ ମହିଳା ଚିତ୍ରଶିଳ୍ପୀ ଶିବିର ଉଦଘାଟିତ

କୋଣାର୍କ : ଓଡ଼ିଶା ଲଳିତ କଳା ଏକାଡେମୀ, ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଇକୋ ରିଟ୍ରିଟ ସେଣ୍ଟର୍, କୋଣାର୍କଠାରେ ଜାତୀୟସ୍ତରୀୟ ମହିଳା ଚିତ୍ରଶିଳ୍ପୀ ଶିବିର ଉଦଘାଟିତ ହୋଇଯାଇଛି । ଏହି ଶିବିରକୁ ରାଜ୍ୟ ଓଡ଼ିଆ ଭାଷା,…

ଦୁଃଖଦ ମୁହୂର୍ତ୍ତ ଜୀବନରେ ନୂଆ ରାସ୍ତା ତିଆରିବାରେ ସହାୟକ ହୋଇଥାଏ

ଭୁବନେଶ୍ୱର : ସାହିତ୍ୟ ଓ ଜୀବନ ସବୁବେଳେ ପରସ୍ପର ସହ ପରିପୂରକ । ଏହି ଉକ୍ତିର ଯଥାର୍ଥତାକୁ ନେଇ ଆନ୍ତର୍ଜାତିକ ମହିଳା ଦିବସ ପାଳନ ଅବସରରେ ମୈତ୍ରେୟୀ ଲେଖିକା ସଙ୍ଗଠନ ପକ୍ଷରୁ ମାନମୟୀ ରଥଙ୍କର ସଭାପତିତ୍ୱରେ ଏକ ଆଭାଷୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମାଷ୍ଟର…

ଚେତନାର ସୌନ୍ଦର୍ଯ୍ୟ ହିଁ ନାରୀଶକ୍ତିର ବିଶେଷତ୍ବ

ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ରାଜଲକ୍ଷ୍ମୀ ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ନାରୀ ସୃଜନର ଓଁକାର, ସଂକଲ୍ପ , ସାଧନାର ସୁନ୍ଦର ସବୁସକାଳ। ସେ ଗଢ଼ି ଦେଇପାରେ ସବୁକିଛି ସୁନ୍ଦର ଓ କରିପାରେ ସୁରଭିତ। ପ୍ରତି ନାରୀ ପାଖରେ ଥାଏ ବଉଳର ବାସ୍ନା, ତା' ସ୍ବପ୍ନ ସହକାରର ମହକ । ତା'ଆଶା…

ଅନ୍ତର୍ଜାତୀୟ ମହିଳା ଦିବସରେ ସଶସ୍ତ୍ର ମାଓବାଦୀଙ୍କ ପ୍ରଜାମେଳି, ପୋଲିସକୁ ଚ୍ୟାଲେଞ୍ଜ

ମାଲକାନଗିରି: ଆଦିବାସୀ ଅଞ୍ଚଳରେ ମାଓବାଦୀଙ୍କ ପ୍ରଜାମେଳି । ମହିଳାଙ୍କୁ ସଶସ୍ତ୍ର ଓ ମଜଭୁତ୍ ଲାଗି ବିଶ୍ୱ ଅନ୍ତର୍ଜାତୀୟ ମହିଳା ଦିବସ ପାଳୁଥିବା ବେଳେ ପ୍ରଜାମେଳି କରି ପୋଲିସକୁ ଚ୍ୟାଲେଞ୍ଜ ଦେଇଛନ୍ତି ମାଓବାଦୀ । ଯାହାର ଭିଡିଓ ଏବେ ଭାଇରାଲ୍ ହୋଇଛି । ମାଲକାନଗିରି ଜିଲ୍ଲା ସୀମାନ୍ତ…

ବେଦାନ୍ତ ପକ୍ଷରୁ ଲାଞ୍ଜିଗଡ ଓ ଝାରସୁଗୁଡାରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ

ଭୁବନେଶ୍ୱର: ବେଦାନ୍ତ ଆଲୁମିନା ପକ୍ଷରୁ ଲାଞ୍ଜିଗଡ ଓ ଝାରସୁଗୁଡାଠାରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ଏଥିରେ କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ସ୍ମୃତି ଇରାନୀ ଭର୍ଚୁଆଲ ମାଧ୍ୟମରେ ଯୋଗ ଦେଇ ବେଦାନ୍ତ କର୍ମଚାରୀଙ୍କୁ ସମ୍ବୋଧନ କରିଥିଲେ । ଏହି ସ୍ୱତନ୍ତ୍ର…

ବୁଦ୍ଧଆର୍ଟ ଗ୍ୟାଲେରିରେ ରାଜ୍ୟସ୍ତରୀୟ ନାରୀ ଚିତ୍ରଶିଳ୍ପୀ ଶିବିର

ଭୁବନେଶ୍ୱର : ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ତିନି ଦିନ ଧରି ରାଜ୍ୟସ୍ତରୀୟ ନାରୀ ଚିତ୍ରଶିଳ୍ପୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବୁଦ୍ଧଆର୍ଟ ଗ୍ୟାଲେରୀ ପରିସରରେ ଏକ ପ୍ରଦର୍ଶନୀର ଆୟୋଜନ…

ଅର୍ଚ୍ଚିତା ଯାଦୁ ଜାଣିଛନ୍ତି, କାହିଁକି ଏମିତି କହିଲେ ସବ୍ୟସାଚୀ

ଭୁବନେଶ୍ୱର: ପ୍ରେମ, ବିବାହ ପରେ ବି ସବ୍ୟ-ଅର୍ଚ୍ଚିତାଙ୍କୁ ନେଇ ଚର୍ଚ୍ଚା ଜାରି ରହିଛି । ରାଜସ୍ଥାନରେ ରାଜକୀୟ ଢଙ୍ଗରେ ସସପେନ୍ସ ବାହାଘର ପରେ ଅର୍ଚ୍ଚିତା ଯାଦୁ (ମ୍ୟାଜିକ୍) ଜାଣିଥିବା କହିଛନ୍ତି ଅଭିନେତା ସବ୍ୟସାଚୀ ମିଶ୍ର । ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଅର୍ଚ୍ଚିତାଙ୍କୁ ପ୍ରଶଂସା…

ଗ୍ଲୋବାଲ୍‍ ୱେଷ୍ଟର୍ଣ୍ଣ ଓଡ଼ିଶା ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ପାଳନ

ଭୁବନେଶ୍ୱର: ନାରୀ ଶାନ୍ତି, ମୈତ୍ରୀ, ପ୍ରୀତି, ଶକ୍ତି ଓ ସମୃଦ୍ଧିର ଓଜସ୍ୱିନୀ ଉତ୍ସ ବୋଲି ବିଶିଷ୍ଟ ବ୍ୟକ୍ତିମାନେ ମତପ୍ରକାଶ କରିଛନ୍ତି । ମହିଳାଙ୍କୁ ସଠିକ ସୁବିଧା, ସୁଯୋଗ ଓ ସାକାରାତ୍ମକ ସମର୍ଥନ ମିଳେ ତେବେ ସମାଜରେ ଶ୍ରେଷ୍ଠତ୍ୱ ହାସଲ କରିବା ସେମାନଙ୍କ ପକ୍ଷରେ ସହଜସାଧ୍ୟ ବ୍ୟାପାର…