Latest Odisha News
Browsing Tag

IPL Auction

ଆଇପିଏଲ୍ ମିନି ଅକ୍ସନ: ମହଙ୍ଗା ତାଲିକାରେ ୬ ଘରୋଇ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ର ମିନି ଅକ୍ସନ ଆଜି ଅପରାହ୍ନ ୨ଟା ୩୦ରେ କୋଚିଠାରେ ହେବ । ଖେଳାଳି ନିଲାମ ପ୍ରକ୍ରିୟାର ଦିନକ ପୂର୍ବରୁ ୧୮ ବର୍ଷୀୟ ଲେଗ୍ ସ୍ପିନର ରେହାନ ଅହମ୍ମଦ ନିଜ ନାଁ ପ୍ରତ୍ୟାହାର କରିଛନ୍ତି । ବେନ୍ ଷ୍ଟୋକ୍ସ, କ୍ୟାମରୁନ୍ ଗ୍ରୀନ ଓ ସ୍ୟାମ କରନଙ୍କ ଭଳି…

ଶାହରୁଖ ଖାନ ୫ କୋଟି ୨୫ ଲକ୍ଷରେ ବିକ୍ରି!

ଚେନ୍ନାଇ: ସେ ବଲିଉଡର କିଙ୍ଗ ଖାନ ଆଉ ଏ ହେଉଛନ୍ତି କ୍ରିକେଟର କିଙ୍ଗ ଖାନ । ସିନେମାରେ ସାଇନ କଲେ କୋଟି କୋଟି ଟଙ୍କାର ବୋଲି ଲାଗେ । ଆଉ ଏ ଶାହରୁଖ ଙ୍କ ପାଇଁ ବି ଲାଗିଛି ଆଇପିଏଲର ବୋଲି । ତାଙ୍କୁ ୫କୋଟି ୨୫ ଲକ୍ଷ ଟଙ୍କାରେ ଶାହରୁଖ୍ ଖାନଙ୍କୁ କିଣିଛି ପଂଜାବ । ତାମିଲନାଡୁର ବିସ୍ଫୋରକ…

ଆଇପିଏଲ ଇତିହାସରେ ସର୍ବାଧିକ ମୂଲ୍ୟରେ ବିକ୍ରି ହୋଇଥିବା ଶ୍ରେଷ୍ଠ ୫ କ୍ରିକେଟର, ଜାଣନ୍ତୁ ସେମାନେ କିଏ ?

ଭୁବନେଶ୍ୱର: ଆଜି ଆଇପିଏଲ ନିଲାମୀ ବେଳେ ଦକ୍ଷିଣ ଆଫ୍ରିକାର ଆଲରାଉଣ୍ଡର କ୍ରିସ୍ ମୋରିସ୍ ୧୬.୨୫ କୋଟି ନିଲାମ ସହିତ ଇତିହାସ ରଚିଛନ୍ତି । ଆଇପିଏଲ ଆରମ୍ଭ ହେବା ଦିନଠାରୁ ଏ ଯାଏଁ କୌଣସି ଖେଳାଳିଙ୍କ ପାଇଁ ଏହା ହେଉଛି ସର୍ବାଧିକ । ତେବେ ଆଇପିଏଲରେ ପ୍ରଥମ ସର୍ବାଧିକ ମୂଲ୍ୟ ହାସଲ କରିଥିବା…