Latest Odisha News

BREAKING NEWS

Browsing Tag

isis

ISIS ସମର୍ଥନକାରୀଙ୍କୁ ଖୋଜୁଛି NIA; କେରଳ ଓ ତାମିଲନାଡୁରେ ୬୦ରୁ ଅଧିକ ସ୍ଥାନରେ ଚଢ଼ାଉ

ନୂଆଦିଲ୍ଲୀ: ଭାରତରେ ରହି ଆତଙ୍କବାଦୀ ସଂଗଠନ ISISକୁ ବଳ ଦେଉଥିବା ଅପରାଧିଙ୍କୁ ଖୋଜୁଛି ଜାତୀୟ ତଦନ୍ତକାରୀ ସଂସ୍ଥା ବା NIA । ଏଥିପାଇଁ ତାମିଲନାଡୁରେ ଏବଂ କେରଳରେ ଚଢ଼ାଉ  ଜାରି ରହିଛି। ISIS ଭିଡିଓ ଜାରି କରି ଏମାନଙ୍କୁ ସଂଗଠନରେ ସାମିଲ୍ ହେବାକୁ ମତାଇଛି। ତେଣୁ ସେମାନଙ୍କୁ ଗିରଫ…

ଆଇଏସ ଆତଙ୍କବାଦୀଙ୍କୁ ହେଲିକପ୍ଟରରେ ଆସି ଉଡାଇନେଲା ଆମେରିକା ସେନା

ଫିଲ୍ମ ଷ୍ଟାଇଲରେ ଆଇଏସ ଆତଙ୍କବାଦୀକୁ ଟେକି ନେଇଗଲା ଆମେରିକା ସେନା । ଆମେରିକାକୁ ଧମକ ଦେଉଥିବା ଏକ ଆତଙ୍କବାଦୀକୁ ସିରିଆରୁ ତାର ଘରେ ପଶି ଆମେରିକାର ସୁରକ୍ଷାକର୍ମୀ ତାକୁ ଉଠାଇନେଇଥିବା ଖବର ଏବେ ଚର୍ଚା ହେଉଛି । ଦୁଇଟି ସାମରିକ ହେଲିକପ୍ଟର ସିରିଆର ଅଲ-ହୁମାଇରାରେ ଅବତରଣ କରିବା ପରେ…

ନୂଆ ମୁଖିଆ ନାଁ ଘୋଷଣା କଲା ଆତଙ୍କବାଦୀ ସଙ୍ଗଠନ ଇସଲାମିକ୍ ଷ୍ଟେଟ୍

ଭୁବନେଶ୍ୱର: ବିଶ୍ୱର ସବୁଠୁ ଘାତକ ଆତଙ୍କବାଦୀ ସଙ୍ଗଠନ ଇସଲାମିକ୍ ଷ୍ଟେଟ୍ ଓରଫ ଆଇଏସ୍‌ଆଇଏସ୍ । ଏହି ସଙ୍ଗଠନ ଜରିଆରେ ସାରା ବିଶ୍ୱକୁ ଥରହର କରିଥିଲା ନୃଶଂସ ଅବୁ-ବକ୍ର-ଅଲ୍‌-ବାଗ୍‌ଦାଦୀ । ତେବେ ୨୦୧୯, ଅକ୍ଟୋବର ୨୭ରେ ଏହି ଆତଙ୍କବାଦୀ ନିହତ ହେବା ଖବର ସାରା ବିଶ୍ୱକୁ ଆଶ୍ୱସ୍ତ କରିଥିଲା ।…

ଟିକଟକ୍ ପ୍ଲାଟଫର୍ମରେ ସୁଇସାଇଡ୍ ବମ୍ବର୍ ଯୋଗାଡ କରୁଛି ଇସଲାମିକ୍ ଷ୍ଟେଟ୍‌

ଭୁବନେଶ୍ୱର: ବିଶ୍ୱର ସବୁଠୁ ଦୁର୍ଦ୍ଦାନ୍ତ ଆତଙ୍କବାଦୀ ସଙ୍ଗଠନ ଇସଲାମିକ୍ ଷ୍ଟେଟ୍ । ମୁଖିଆ ଅବୁ-ବକ୍ର-ଅଲ-ବାଗଦାଦିର ମୃତ୍ୟୁ ପରେ ଅନେକ ଭାବିଥିଲେ ଇସଲାମିକ ଷ୍ଟେଟ୍ ଧୂଳିସାତ ହେବ । ହେଲେ ସମସ୍ତଙ୍କ ଅନୁମାନକୁ ଭୁଲ ପ୍ରମାଣିତ କରି ପୁଣିଥରେ ମୁଣ୍ଡ ଟେକିଛି ଏହି ଆତଙ୍କବାଦୀ ସଙ୍ଗଠନ ।…

ପାକିସ୍ତାନକୁ ଗୁପ୍ତ ତଥ୍ୟ ଯୋଗାଇବା ଅଭିଯୋଗରେ ଭାରତୀୟ ଡାକ କର୍ମଚାରୀ ଗିରଫ

ଭୁବନେଶ୍ୱର: ଭାରତୀୟ ଗୁଇନ୍ଦା ବିଭାଗକୁ ମିଳିଛି ବଡ ସଫଳତା । ପାକିସ୍ତାନୀ ଗୁଇନ୍ଦା ଏଜେନ୍ସି ଆଇଏସ୍‌ଆଇ ପାଇଁ କାମ କରୁଥିବା ରାଜସ୍ଥାନର ଜଣେ ଡାକ କର୍ମଚାରୀ ଗିରଫ ହୋଇଛି । ଗିରଫ ଡାକ କର୍ମଚାରୀର ପରିଚୟ ଭାରତ ଗୋଦାରା ବୋଲି ଜଣାପଡିଛି । ଜୟପୁର ରେଳବାଇ ଷ୍ଟେସନ ସ୍ଥିତ ପୋଷ୍ଟ ଅଫିସରେ…