Latest Odisha News

BREAKING NEWS

Browsing Tag

Jammu Kashmir Encounter

ଜମ୍ମୁ-କାଶ୍ମୀରରେ ଏନ୍‌କାଉଣ୍ଟର, ଆତଙ୍କବାଦୀଙ୍କୁ ଘେରିଲେ ସୁରକ୍ଷାକର୍ମୀ

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ଏନ୍‌କାଉଣ୍ଟର। ସୁରକ୍ଷାକର୍ମୀଙ୍କ ସହ ଆତଙ୍କବାଦୀ ମଧ୍ୟରେ ଚାଲିଛି ଗୁଳିବିନିମୟ। ଭାରତ-ପାକ୍ ସୀମା ଏଲଓସି ନିକଟରେ ଥିବା କୁପୱାଡା ଜିଲ୍ଲା ନିକଟରେ ଚାଲିଛି ଏନକାଉଣ୍ଟର। ମିଳିଥିବା ସୂଚନା ଅନୁଯାୟୀ, ସେନା ଏବଂ ଜମ୍ମୁ-କାଶ୍ମୀର ପୋଲିସ ମିଳିତ ଭାବେ ଏହି…

ପୁଲୱାମାରେ ଦୁଇ ଆତଙ୍କବାଦୀ ନିହତ; ପ୍ରବାସୀ ଶ୍ରମିକ ହତ୍ୟା ରେ ଥିଲେ ସାମିଲ୍

ଶ୍ରୀନଗର: ବୁଧବାର ରାତି ଅଧରେ ପୁଲୱାମା ଜିଲ୍ଲାରେ ଦୁଇ ଆତଙ୍କବାଦୀ ଙ୍କୁ ନିହତ କରିଛି ଭାରତୀୟ ସେନା। ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ବେଳେ ଦୁଇ ଆତଙ୍କବାଦୀ ଲୁଚିଥିବା ଖବର ଆସିଥିଲା । ସେନା ପକ୍ଷରୁ ଆଗୁଆ କିଛି ଆକ୍ରମଣ ହୋଇନଥିବା ବେଳେ ଦୁଇ ଆତଙ୍କବାଦୀ ପ୍ରଥମେ ଗୁଳି ଚାଳନା…

ଜମ୍ମୁ କଶ୍ମୀରରେ ଏନକାଉଣ୍ଟର, ୪ ଆତଙ୍କୀ ସଫା

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ନିପାତ ଅଭିଯାନରେ ବଡ଼ ସଫଳତା । ପୃଥକ ପୃଥକ ସ୍ଥାନରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଗଡ଼ିଲା ୪ ଆତଙ୍କୀଙ୍କ ମୁଣ୍ଡ । ଏଥିସହ ଜଣେ ଆତଙ୍କବାଦୀକୁ ଜୀବନ୍ତ କାବୁ କରିଛନ୍ତି ସୁରକ୍ଷାବାହିନୀ। ଜମ୍ମୁ-କଶ୍ମୀରର ଗାନ୍ଦେରବଲ, ପୁଲୱାମା ଓ ହାଣ୍ଡୱାରାରେ ଏହି…

ସୋପିଆନରେ ପୁଣି ଏନକାଉଣ୍ଟର, ଟଳିଲେ ୨ ଆତଙ୍କୀ

ସୋପିଆନ୍: ଜମ୍ମୁ-କାଶ୍ମୀରରେ ପୁଣି ଏନକାଉଣ୍ଟର । ସୋପିଆନରେ ଆତଙ୍କାବୀଦ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିପେ ନିହତ ହୋଇଛନ୍ତି ଦୁଇ ଜଣ ଆତଙ୍କବାଦୀ । ମୃତ ଆତଙ୍କବାଦୀଙ୍କ ପରିଚୟ ମିଳି ପାରି ନାହିଁ । ତେବେ ସେମାନେ ଅଲ୍-ବଦ୍ରି ଆତଙ୍କବାଦୀ ସଂଗଠନର ସଦସ୍ୟ ବୋଲି ଜଣା…

ସୋପିଆନରେ ସୁରକ୍ଷାବାହିନୀ ଗୁଳିଲେ ଟଳିଲେ ୩ ଆତଙ୍କୀ

ସୋପିଆନ(ଜମ୍ମୁ କାଶ୍ମୀର): ସୋପିଆନରେ ସୁରକ୍ଷାବାହିନୀ-ଆତଙ୍କବାଦୀ ଗୁଳି ବିନିମୟ । ଏନକାଉଣ୍ଟରେ ଟଳିଲେ ୩ ଆତଙ୍କୀ । ଏକ ମସଜିଦରେ ଏହି ଗୁଳି ବିନିମୟ ହୋଇଛି । ଆଉ ଦୁଇ ଜଣ ଆତଙ୍କବାଦୀ ଲୁଚି ରହିଥିବା କୁହାଯାଉଛି । ଏବେ ବି(ଖବର ଲେଖାଯିବା ବେଳକୁ) ଅପରେସନ୍ ଜାରି ରହିଛି । ଏନକାଉଣ୍ଟରରେ…

ଜମ୍ମୁ କଶ୍ମୀର ସୋପିଆନରେ ଏନକାଉଣ୍ଟର, ଟଳିଲେ ୩ ଆତଙ୍କୀ

ଜମ୍ମୁ କଶ୍ମୀର: ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୩ ଆତଙ୍କୀ । ଜମ୍ମୁ କଶ୍ମୀର ସୋପିଆନ ଜିଲ୍ଲାରେ ସୁରକ୍ଷାକର୍ମୀ-ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ରାତି ପ୍ରାୟ ୨ଟା ବେଳେ ସୋପିଆନର ମନିହାଲ ଅଞ୍ଚଳରେ ମୁହାଁମୁହିଁ ହୋଇଥିଲେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ । ସଂପୃକ୍ତ ଅଞ୍ଚଳରେ…

ପୁଲଓ୍ୱାମାରେ ଏନକାଉଣ୍ଟର, ୨ ଆତଙ୍କୀ ନିହତ

ଶ୍ରୀନଗର: ଜମ୍ମୁ-କାଶ୍ମୀର ପୁଲୱାମାରେ ଏନକାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ଦୁଇ ଜଣ ଆତଙ୍କବାଦୀ । ତେବେ ସେମାନଙ୍କର ପରିଚୟ ମିଳି ପାରି ନାହିଁ । ଆଉ କିଛି ଆତଙ୍କବାଦୀ ଲୁଚିଥିବା ସନ୍ଦେହରେ ଜୋରଦାର ଚାଲିଛି ସର୍ଚ୍ଚ ଅପରେସନ୍। ପୁଲୱାମାର ଟିକନ ଅଞ୍ଚଳରେ ଆତଙ୍କାବାଦୀ ଲୁଚିଥିବା…