Latest Odisha News
Browsing Tag

jawan killed

ଡାକିନେଇ ଯବାନକୁ ହତ୍ୟା କଲେ ନକ୍ସଲ

ମାଲକାନଗିରି: ଡାକିନେଇ ଯବାନକୁ ହତ୍ୟା କଲେ ନକ୍ସଲ  ।  ମାଲକାନଗିରି ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାରେ ଜଣେ ଯବାନକୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ନକ୍ସଲ ।  କୁକନାର ଥାନା ଅନ୍ତର୍ଗତ ବୋଦାରାସ ଗ୍ରାମର ଜଣେ ଯବାନ ନିଜ ଗ୍ରାମରେ ଯାତ୍ରା ଚାଲିଥିବାରୁ ଗ୍ରାମକୁ ଆସିଥିଲା।  ଯାତ୍ରା…

ସୁରକ୍ଷାକର୍ମୀ-ନକ୍ସଲ ଗୁଳି ବିନିମୟ, ଜଣେ ଯବାନ ସହିଦ

ମାଲକାନଗିରି: ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ପୁଣି ମାଓ ହିଂସା । ନକ୍ସଲ ଓ ଯବାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଏଥିରେ ଜଣେ ଯବାନ ସହିଦ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି । ନାରାୟଣପୁର ଜିଲ୍ଲା ଆମଦାଇ ଘାଟିରେ ଏହି ଗୁଳିବିନିମୟ ହୋଇଛି । ନାରାୟଣପୁର…

ଥମିନି ମାଓ ବର୍ବରତା, ୨ ସିଆରପିଏଫ ଯବାନଙ୍କୁ ନିର୍ମମ ହତ୍ୟା !

ମାଲକାନଗିରି: ସୁକ୍‌ମା ଜିଲ୍ଲାରେ ଚାଂଚଲ୍ୟ ଖେଳାଇଲେ ମାଓବାଦୀ । ରାସ୍ତାରେ ମିଳିଲା ଦୁଇ ସିଆରପିଏଫ୍ ଯବାନଙ୍କ ମୃତ ଶରୀର । ମିଳିଥିବା ସୂଚନା ଅନୁଯାୟୀ ମାଓବାଦୀଙ୍କ ଅତ୍ୟଧିକ ଉପଦ୍ରବ ଯୋଗୁଁ ସୁକମା ଭେଜି ଅଂଚଳରେ ଏକ ସିଆରପିଏଫ୍ କ୍ୟାମ୍ପ ସ୍ଥାପନ ହୋଇଥିଲା । ସେହି କ୍ୟାମ୍ପଠାରୁ ମାତ୍ର…