Latest Odisha News

BREAKING NEWS

Browsing Tag

jds

କର୍ଣ୍ଣାଟକ କାର୍ଡ ଖେଳି ତେଲେଙ୍ଗାନା ବାଜି ଜିତିବ କଂଗ୍ରେସ, ରାଗିଲେ କୁମାରସ୍ୱାମୀ !

ଭୁବନେଶ୍ୱର: ତେଲେଙ୍ଗାନାରେ ତ୍ରିକୋଣୀୟ ଲଢେଇ ମଧ୍ୟରେ ତିନି ପ୍ରମୁଖ ଦଳ ନିଜର ସବୁ ଶକ୍ତି ଖଟାଇଛନ୍ତି। ଶାସକ ବିଆରଏସ ଶାସନରେ ଥିବାବେଳେ ରାଜ୍ୟରେ ତୃଣମୂଳ ସ୍ତରରେ ନିଜର ସବୁ ଶକ୍ତିକୁ ଏକଜୁଟ କରି ପ୍ରଚାରରେ ଲାଗିପଡିଛି। ମୁଖ୍ୟମନ୍ତ୍ରୀ କେସିଆର ପ୍ରଜା ଆଶୀର୍ବାଦ କାର୍ଯ୍ୟକ୍ରମ…

କର୍ଣ୍ଣାଟକରେ ୟେଦ୍ୟୁରପ୍ପାଙ୍କୁ ଦୁରେଇ ଦେଇଥିଲେ, କଂଗ୍ରେସ ଡରରେ ପୁଣି ଆପଣାଇଲେ !

ଭୁବନେଶ୍ୱର: କର୍ଣ୍ଣାଟକ ରାଜନୀତି ଏବେ ପୁଣିଥରେ ଚଳଚଞ୍ଚଳ ହୋଇଉଠିଛି। ଗତ ବିଧାନସଭା ନିର୍ବାଚନ ବେଳେ ଯେଭଳି କର୍ଣ୍ଣାଟକ ରାଜନୀତିକୁ ନେଇ ସାରା ଦେଶରେ ଚର୍ଚ୍ଚା ହେଉଥିଲା ଏବେ ବି ସେମିତି ଚର୍ଚ୍ଚା ହେଉଛି। ଏ ଭିତରେ ବିଜେପି ଓ ଜେଡିଏସର ବହୁ ନେତା ଆସନ୍ତା ୧୫ ତାରିଖରେ କଂଗ୍ରେସରେ…

କର୍ଣ୍ଣାଟକରେ ୧୫ ତାରିଖରେ ବିଜେପି, ଜେଡିଏସକୁ ଭାଙ୍ଗିଦେବେ ଶିବକୁମାର !

ଭୁବନେଶ୍ୱର: ଦେଶର ପାଞ୍ଚୋଟି ରାଜ୍ୟର ନିର୍ବାଚନ ପାଇଁ ଘମାଘୋଟ ଲଢେଇ ଚାଲିଥିବା ବେଳେ କର୍ଣ୍ଣାଟକକୁ ନେଇ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଛି। କର୍ଣ୍ଣାଟକରେ କଂଗ୍ରେସର ବଡ଼ ବିଜୟ ପରେ ବିଜେପିର ଅନ୍ତଃକନ୍ଦଳ ତୀଵ୍ର ହେବାରେ ଲାଗିଛି। ସେପଟେ କେତେବେଳେ କଂଗ୍ରେସ ସରକାରକୁ ବିଜେପି…

ଏନଡିଏରେ ସାମିଲ ହୋଇ ଫସିଗଲା ଜେଡିଏସ !

ଭୁବନେଶ୍ୱର: ଏନଡିଏ ସହ ବିଧିବଦ୍ଧ ଭାବେ ମେଣ୍ଟ କରି ଆଗକୁ ବଢିଛି ଜେଡିଏସ। ଆଗାମୀ ଲୋକସଭା ନିର୍ବାଚନରେ କର୍ଣ୍ଣାଟକରେ କଂଗ୍ରେସକୁ ମାତ ଦେବା ପାଇଁ ବିଜେପି ଓ ଜେଡିଏସ ଏକାଠି ହୋଇଛନ୍ତି। କିନ୍ତୁ ଏହା ଜେଡିଏସକୁ ମହଙ୍ଗା ପଡିଛି। ବିଜେପି ସହ ମିଶି ଆଗକୁ ବଢିବା ପରେ ଜେଡିଏସ ନେତା ଦଳ…

ପ୍ରତିଶୋଧ ମୁଡରେ କଂଗ୍ରେସ, ବିଜେପିକୁ ସଫା କରିବାକୁ ‘ଅପରେସନ ପାମ’!

ଭୁବନେଶ୍ୱର: କର୍ଣ୍ଣାଟକରେ ଯେସାକୁ ତେସା ନ୍ୟାୟରେ କଂଗ୍ରେସ କାର୍ଯ୍ୟ କରୁଥିବା ଦେଖିବାକୁ ମିଳୁଛି। ସରକାରକୁ ଆସିବା ପରେ ପୂର୍ବ ବିଜେପି ସରକାର ଦ୍ୱାରା କରାଯାଇଥିବା ବହୁ କାର୍ଯ୍ୟ ଉପରେ ରୋକ ଲଗାଇବା ସହ କଂଗ୍ରେସ ସରକାର କଡା ପଦକ୍ଷେପ ନେଉଛି। ଅନ୍ୟପକ୍ଷରେ କର୍ଣ୍ଣାଟକରେ କଂଗ୍ରେସ…

ବିରୋଧୀଙ୍କ ବୈଠକରେ ଆଇଏଏସଙ୍କ କାମ କଣ?

ଭୁବନେଶ୍ୱର: ବିରୋଧୀ ଏକତା ବୈଠକ ଦେଶର ରାଜନୀତିରେ ଏକ ନୂଆ ଅଧ୍ୟାୟ ଆରମ୍ଭ କରିଛି। ନୂଆ ବିରୋଧୀ ମେଣ୍ଟର ନାଁ ଇଣ୍ଡିଆ ଦେଇ ବିରୋଧୀ ଏକ ବଡ଼ କାର୍ଡ ଖେଳିଛନ୍ତି। କିନ୍ତୁ ବିରୋଧୀ ମେଣ୍ଟର ନାଁ ଦେବାଠୁ ଆରମ୍ଭ କରି ବିଭିନ୍ନ ପ୍ରସଙ୍ଗକୁ ନେଇ ବିଜେପି ସମେତ ଅନ୍ୟ କିଛି ଦଳ ବିରୋଧୀଙ୍କୁ…

ବିଜେପିକୁ ହରାଇବା ବାଟ ପାଇଗଲେ ବିରୋଧୀ !

ଭୁବନେଶ୍ୱର: ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିଜେପି ବିରୋଧୀ ଶକ୍ତି ଏକାଠି ହୋଇଛନ୍ତି। ଦେଶର ୧୫ ଟି ବିରୋଧୀ ଦଳର ମୁଖିଆମାନେ ପାଟନାରେ ଏକାଠି ହୋଇ ରଣନୀତି ପ୍ରସ୍ତୁତ କରିଛନ୍ତି। ବିଜେପିକୁ ଶାସନରୁ ହଟାଇବା ପାଇଁ ଫର୍ମୁଲା କଣ ହେବ, ସିଟ ବୁଝାମଣା କେଉଁ ଭିତ୍ତିରେ ହେବ ଏ ସବୁ…

ବିରୋଧୀଙ୍କ ବୈଠକ ପୂର୍ବରୁ ତେଜିଲା ରାଜନୀତି, ପ୍ରଧାନମନ୍ତ୍ରୀ ପଦ ପାଇଁ ରାହୁଲ କେଜରିୱାଲ ଲଢେଇ!

ଭୁବନେଶ୍ୱର: ରାତି ପାହିଲେ ବହୁ ପ୍ରତୀକ୍ଷିତ ବିରୋଧୀ ଦଳଗୁଡିକର ବୈଠକ ହେବ। ଏଥିପାଇଁ ବିହାରର ପାଟନା ଚଳଚଞ୍ଚଳ ହୋଇଉଠିଛି।ବିଜେପି ବିରୋଧରେ ଏକାଠି ହେବେ ୧୭ ରୁ ଅଧିକ ବିରୋଧୀ ଦଳ। କଂଗ୍ରେସ, ଆମ ଆଦମୀ ପାର୍ଟି, ସମାଜବାଦୀ ପାର୍ଟି, ଟିଏମସି, ଉଦ୍ଧବ ଗୋଷ୍ଠୀ ଶିବସେନା ସମେତ ପ୍ରମୁଖ…

ଦିଲ୍ଲୀରୁ ଚାଲୁଛି କର୍ଣ୍ଣାଟକ ସରକାର !

ଭୁବନେଶ୍ୱର: କର୍ଣ୍ଣାଟକ ସରକାର ମଧ୍ୟରେ କଂଗ୍ରେସ କେନ୍ଦ୍ରୀୟ ନେତୃତ୍ବର ହସ୍ତକ୍ଷେପକୁ ନେଇ ବିବାଦ ଆରମ୍ଭ ହୋଇଛି। କର୍ଣ୍ଣାଟକ ସରକାରଙ୍କ ପକ୍ଷରୁ ଆୟୋଜିତ ଏକ ସରକାରୀ ବୈଠକରେ କଂଗ୍ରେସ ସାଧାରଣ ସମ୍ପାଦକ ରଣଦୀପ ସୂରଜେୱାଲାଙ୍କ ଅଧ୍ୟକ୍ଷତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେପି ଓ ଜେଡିଏସ।…

କର୍ଣ୍ଣାଟକରେ କଂଗ୍ରେସକୁ ଚ୍ୟାଲେଞ୍ଜ, କହିଛ ମାନେ ଦିଅ ନହେଲେ ଛାଡ଼ିବୁନି

ଭୁବନେଶ୍ୱର: ନୂଆ ଷ୍ଟ୍ରାଟେଜି, ପାଞ୍ଚଟି ଗ୍ୟାରେଣ୍ଟି ଓ ଦମଦାର ପ୍ରଚାର ମାଧ୍ୟମରେ କର୍ଣ୍ଣାଟକରେ ବିପୁଳ ସଫଳତା ପାଇଥିବା କଂଗ୍ରେସ ବିଜେପିକୁ ଜୋରଦାର ଟାର୍ଗେଟ କରୁଛି। ପୂର୍ବର ବିଜେପି ସରକାରର ଯୋଜନା ଗୁଡିକ ଉପରେ ରୋକ ଲଗାଇବା ସହ ବରାଦ ହୋଇଥିବା ଅର୍ଥ ଅଟକାଇବା ସହ ବହୁ କଡା ପଦକ୍ଷେପ…