Latest Odisha News

BREAKING NEWS

Browsing Tag

Journalist Attack

ପୁଣି ଥରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ ଅଭିଯୋଗ

ଭଦ୍ରକ : ପୁଣି ଥରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ । ଖବର ସଂଗ୍ରହ କରୁଥିବା ବେଳେ ସାମ୍ବାଦିକଙ୍କୁ ମାଡ଼ ମରାଯାଇଛି। ଭଦ୍ରକ ଚାନ୍ଦବାଲି ଗୋପୀନାଥପୁର ହଳଦିଆ ବୁଥରେ ଘଟଣା ଘଟିଛି । ୧୨ ଓ ୧୩ ନମ୍ବର ବୁଥରେ ଖବର ସଂଗ୍ରହ କରୁଥିବା ସମୟରେ କିଛି ଜଣ ସାମ୍ବାଦିକଙ୍କୁ…

[ଭିଡିଓ] ମତଦାନ ଖବର ସଂଗ୍ରହ ବେଳେ ୪ ଗଣମାଧ୍ୟମ ପ୍ରତିନିଧିଙ୍କୁ ମାଡ଼ ଅଭିଯୋଗ

ପିପିଲି: ନିର୍ବାଚନ ସମୟରେ ମତଦାନ ଖବର ସଂଗ୍ରହ କରିବାକୁ ଯାଇ ୪ଜଣ ଗଣମାଧ୍ୟମ ପ୍ରତିନିଧି ଆକ୍ରମଣର ଶିକାର ହୋଇଥିବା ଅଭିଯୋଗ ହୋଇଛି । ପୁରୀ ଜିଲ୍ଲା କଣାସ ବ୍ଲକରେ ଘଟିଛି ଏହି ଘଟଣା । ଆକ୍ରମଣର ଶିକାର ହୋଇଥିବା ଗଣମାଧ୍ୟମ ପ୍ରତିନିଧି ହେଲେ ନ୍ୟୁଜ ୧୮ ଓଡ଼ିଆର ରିପୋର୍ଟର ସୁମନ୍ତ ସୁନ୍ଦରାୟ ଓ…

ବରିଷ୍ଠ ସାମ୍ବାଦିକଙ୍କୁ ଆକ୍ରମଣ

ଭୁବନେଶ୍ବର: ମର୍ଣ୍ଣିଂ ୱାକ୍ କରୁଥିବା ସମୟରେ ବରିଷ୍ଠ ସାମ୍ବାଦିକଙ୍କୁ ଆକ୍ରମଣ, ମୋବାଇଲ ଲୁଟି ନେଲେ ଦୁଇ ଯୁବକ । ଜଣେ ସାମ୍ବାଦିକଙ୍କୁ ସକାଳେ ଦୁଇ ଯୁବକ ଆକ୍ରମଣ କରି ତାଙ୍କଠାରୁ ଛିନତାଇ କରିବା ଘଟଣା ରାଜଧାନୀ ଭୁବନେଶ୍ବରରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ମର୍ଣ୍ଣିଂ ୱାକ୍ କରୁଥିବା ସମୟରେ…

ଦତ୍ତାତ୍ରେୟ, ସାମ୍ବାଦିକ ଓ ପୁଲିସର ଆକ୍ରମଣ

ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ… ସକାଳୁ ସକାଳୁ ଆଜି ଏକ ଅଭାବନୀୟ ଓ ଛାତିକୁ ବାଧିଲା ପରି ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ପ୍ରଥମେ ଆସିଲା । ପରେ ତାହା ମୁଖ୍ୟସ୍ରୋତ ଗଣମାଧ୍ୟମରେ ବି ଆସିଗଲା । ପୁରୀରେ ରାଜ୍ୟର ଏକ ପ୍ରମୁଖ ଖବରକାଗଜ ପାଇଁ କାର୍ଯ୍ୟ କରୁଥିବା…