Latest Odisha News

BREAKING NEWS

Browsing Tag

JSW Group

ରାଜ୍ୟ ଖଣି ରାଜସ୍ୱକୁ JSWର ସର୍ବାଧିକ ଯୋଗଦାନ: କମ୍ପାନୀର ରାଜସ୍ୱ ମୋଟ ରେଭିନ୍ୟୁର ୫୨.୫% 

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଦ୍ୱାରା ଆଦାୟ ହୋଇଥିବା ମୋଟ ଖଣି ରାଜସ୍ୱରେ JSW ପୁଣି ସର୍ବାଧିକ ଯୋଗଦାନକାରୀ  ହୋଇପାରିଛି। ଚଳିତ ଆର୍ଥିକ ବର୍ଷରେ JSW ଖଣି ରାଜସ୍ୱ ବାବଦକୁ ୧୮,୨୮୪ କୋଟି ଟଙ୍କା ଦେଇଛି । ୨୦୨୧-୨୨ ବର୍ଷରେ କେବଳ ବିଡ୍ ପ୍ରିମିୟମ ମାଧ୍ୟମରେ କମ୍ପାନୀ ୧୧,୬୮୬ କୋଟି ଟଙ୍କାର…

ଓଡ଼ିଶାକୁ ରାଜସ୍ୱ ଦେବାରେ ଜେଏସଡବ୍ଲ୍ୟୁ ଶୀର୍ଷରେ

ଭୁବନେଶ୍ୱର: ଖଣିଜ ଉତ୍ପାଦ କମ୍ପାନୀ ମଧ୍ୟରେ ଜେଏସଡବ୍ଲ୍ୟୁ ଚଳିତ ଏପ୍ରିଲରୁ ସେପ୍ଟେମ୍ବର ଭିତରେ ଓଡ଼ିଶା ସରକାରଙ୍କୁ ସର୍ବାଧିକ ରାଜସ୍ୱ ଦେଇଛି। ରାଜ୍ୟରେ ମୋଟ୧୨୯୭୬.୧୭କୋଟି ଟଙ୍କା ରାଜସ୍ୱ ସଂଗ୍ରହ ହୋଇଥିବା ବେଳେ ସେଥିରୁ କେବଳ ଜେଏସଡବ୍ଲ୍ୟୁ ୪୬.୩% ଦେଇଛି। ଏହା ପୂର୍ବରୁ ଜାନୁଆରୀରୁ…

ଓଡ଼ିଶାରେ ୧ଲକ୍ଷ କୋଟି ଟଙ୍କା ନିବେଶ କରିବ ଜେଏସ୍‌ଡବ୍ଲୁ

ଭୁବନେଶ୍ୱର: ଖୁବଶୀଘ୍ର ଜଗତସିଂହପୁରରେ ଜେଏସଡ଼ବ୍ଲୁ ଇସ୍ପାତ ପ୍ରକଳ୍ପ କାମ ଆରମ୍ଭ ହେବ । ଜଗତସିଂହପୁରରେ ୧୨ ନିୟୁତ ଟନର ଇସ୍ପାତ ପ୍ରକଳ୍ପ ଜେଏସଡ଼ବ୍ଲୁ କରିବ । ପ୍ରକଳ୍ପ ଅଗ୍ରଗତି ନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡ଼ିଓ କନଫରେନ୍ସ ଜରିଆରେ ବୈଠକ ହୋଇଥିଲା । ସେହି…

୧ ଟ୍ରିଲିୟନ୍ ଡଲାର୍ ଅର୍ଥନୀତି ବିଶିଷ୍ଟ ହେବ ଓଡିଶା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଅର୍ଥନୀତିକୁ ଏକ ଟ୍ରିଲିୟନ୍ ଡଲାର୍ ବିଶିଷ୍ଟ କରିବା ଓଡିଶାର ଲକ୍ଷ୍ୟ ବୋଲି ବୁଧବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି । “ଓଡିଶାର ଅର୍ଥନୀତି ୧ ଟ୍ରିଲିୟନ୍ ଡଲାର୍ ବିଶିଷ୍ଟ ହେବା ସମ୍ଭାବନା” ଶୀର୍ଷକ ଭିଜନ୍ ଡକ୍ୟୁମେଣ୍ଟ୍ ଉନ୍ମୋଚନ କରିବା ଅବସରରେ…