Latest Odisha News
Browsing Tag

Kangana Ranaut

କଙ୍ଗନା ଓ ରଙ୍ଗୋଲିଙ୍କୁ ମୁମ୍ବାଇ ପୋଲିସର ଡାକରା

ମୁମ୍ବାଇ: ବଲଉଡର କୁଇନ୍ କଙ୍ଗନା ରଣୌତଙ୍କୁ ପୁଣି ସମନ୍ । ତାଙ୍କୁ ଏବଂ ତାଙ୍କୁ ଭଉଣୀ ରଙ୍ଗୋଲି ଚନ୍ଦେଲଙ୍କୁ ମୁମ୍ବାଇ ପୋଳିସ ସମନ କରିଛି । ସୋସିଆଲ ମିଡିଆରେ କିଛି ଦିନ ତଳେ ବିବାଦୀୟ ବୟାନ ଦେବା ଘଟଣାରେ ମୁମ୍ବାଇ ପୋଲିସ ଏକ ମାମଲା ରୁଜୁ କରିଥିଲା । ଏହି ମାମଲାରେ ପଚରାଉଚରା ପାଇଁ ୨…

କାହିଁକି ପ୍ରିୟଙ୍କାଙ୍କର ପ୍ରଶଂସକ ଅଟନ୍ତି କଙ୍ଗନା

ମୁମ୍ବାଇ: ବଲିଉଡର ବୋଲ୍ଡ ଏବଂ ବିୟୁଟିଫୁଲ କଙ୍ଗନା ରାଣାୱତ ହୁଏତ ଅନେକ ବଲିଉଡ ଷ୍ଟାରଙ୍କ ଉପରେ ନିଜର ଅସନ୍ତୁଷ୍ଟି ବ୍ୟକ୍ତ କରିପାରନ୍ତି, କିନ୍ତୁ ତାଙ୍କ ନଜରରେ ଏମିତି ଜଣେ ଅଭିନେତ୍ରୀ ଅଛନ୍ତି ଯାହାଙ୍କର ସେ ପିଲାଦିନର ପ୍ରଶଂସକ ଅଟନ୍ତି । ଇଟାଇମ୍ସକୁ ଦେଇଥିବା ଏକ ସାକ୍ଷାତକାରରେ କଙ୍ଗନା…

କଙ୍ଗନାଙ୍କ ଫ୍ଲାଇଟରେ ହଙ୍ଗାମା; ସାମ୍ବାଦିକଙ୍କ ଉପରେ ବ୍ୟାନ୍ ଲଗାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ: ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋ ପକ୍ଷରୁ ସୁରକ୍ଷା ନିୟମ ଓ ସାମାଜିକ ଦୂରତା ନିୟମ ଉଲ୍ଲଘଂନ କରିବା ଅଭିଯୋଗରେ ୯ ସାମ୍ବାଦିକଙ୍କ ଉପରେ ୧୫ ଦିନ ପାଇଁ ବ୍ୟାନ୍ କରାଯାଇଛି । ସୂଚନାନୁଯାୟୀ ମହାରାଷ୍ଟ୍ର ସରକାର ସହ ବାଦ ବିବାଦରେ ଥିବା କଙ୍ଗନା ରାଣାୱତ ଗତ ସେପ୍ଟେମ୍ବର ୯…

କଙ୍ଗନା ରଣାୱତଙ୍କୁ ଓଡିଶା ଆଇନଜୀବୀଙ୍କ ଦୁଷ୍କର୍ମ ଧମକ!

ଭୁବନେଶ୍ୱର: ନିଜ ବୟାନ ପାଇଁ ସବୁବେଳେ ବିବାଦ ଘେରରେ ରହୁଥିବା ବିବାଦୀୟ କୁଇନ୍ କଙ୍ଗନା ରଣାୱତଙ୍କୁ ଜଣେ ଆଇନଜୀବୀ ଦୁଷ୍କର୍ମ ଧମକ ଦେଇଥିବା ନେଇ ଚର୍ଚ୍ଚା ହେଉଛି । ସୂଚନାନୁଯାୟୀ ନବରାତ୍ରୀ ଅବସରରେ ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତ ସୋସିଆଲ୍ ମିଡିଆରେ ନିଜର ଏକ ଫଟୋ ପୋଷ୍ଟ…

ନୂଆ ଖବର ଦେଇ ଚମକାଇଲେ କଙ୍ଗନା ରଣାୱତ !

ତାମିଲନାଡୁ: ଗ୍ୟାଙ୍ଗଷ୍ଟର ଗାର୍ଲ କଙ୍ଗନା ପଙ୍ଗା ନେବାକୁ ଆଦୌ ପଛଘୁଂଚା ଦିଅନ୍ତି ନାହିଁ । ସେ ମହାରାଷ୍ଟ୍ର ସରକାର ହୁଅନ୍ତୁ ଅବା ବିରୋଧୀ ବଲିଉଡ ଗୋଷ୍ଠୀ । ଠିକଣା ସମୟରେ ଜବାବ ଦେବା ତାଙ୍କୁ ବେଶ ଭଲ ଭାବେ ଜଣା । ସୁଶାନ୍ତଙ୍କ ମାମଲାରେ ରୋକଠୋକ ମନୋଭାବ ଓ ତାଙ୍କ ଅଫିସ୍ ଭଙ୍ଗାଯିବା…

ସଂଜୟ ରାଉତଙ୍କ ଉପରେ ବର୍ଷିଲେ ବମ୍ବେ ହାଇକୋର୍ଟ

ମୁମ୍ବାଇ: ଶିବସେନା ମୁଖପାତ୍ର ସଂଜୟ ରାଉତଙ୍କ ଉପରେ ବର୍ଷିଲେ ବମ୍ବେ ହାଇକୋର୍ଟ । ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିବା ମାମଲାରେ ବମ୍ବେ ହାଇକୋର୍ଟ ତାଙ୍କ ଉପରେ ବର୍ଷିଛନ୍ତି । ଯଦି ଜଣେ ସାଂସଦ ହୋଇ ଏଭଳି କହିବେ ତାହେଲେ ଅନ୍ୟ ମାନେ କେମିତି କହିବେ…

କାଶୀ ବିଶ୍ୱନାଥ ମନ୍ଦିରରେ କଙ୍ଗନା !

ମୁମ୍ବାଇ: ସବୁ ଦିନେ ନିଜ ବୟାନ ବାଜିକୁ ନେଇ ଚର୍ଚ୍ଚାରେ ରହୁଥିବା ବଲିଉଡର କୁଇନ୍ କଙ୍ଗନା ଏବେ ପୁଣି ଥରେ ଚର୍ଚ୍ଚାରେ । ତେବେ କୌଣସି ବୟାନ ବାଜିକୁ ନେଇ ନୁହେଁ ସୋସିଆଲ ମିଡିଆରେ କିଛି ଫଟୋକୁ ସେୟାର କରି କଙ୍ଗନା ପୁଣି ଥରେ ଏବେ ଚର୍ଚ୍ଚାକୁ ଆସିଛନ୍ତି । କାଶୀ ବିଶ୍ୱନାଥ ମନ୍ଦିରରେ…

କଙ୍ଗନାଙ୍କୁ ନେଇ ମୁହଁ ଖୋଲିଲେ ସୋନୁ ସୁଦ; ଏହି କାରଣରୁ ଛାଡିଲେ ମଣିକର୍ଣ୍ଣିକା

ମୁମ୍ବାଇ: ମଣିକର୍ଣ୍ଣିକାର ନିର୍ଦ୍ଦେଶକ କ୍ରେଡିଟ୍ ଉପରେ ଏକ ବିବାଦ ଯୋଗୁଁ ମଣିକର୍ଣ୍ଣିକାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ସୋନୁ ସୁଦ ଅଗଷ୍ଟ ୨୦୧୮ରେ ଚଳଚ୍ଚିତ୍ର ଛାଡିଥିଲେ। ସିମ୍ବା ସିନେମା ପାଇଁ ତାଙ୍କ ପ୍ରତିବଦ୍ଧତା ମଧ୍ୟ ଅନ୍ୟ ଏକ କାରଣ ଥିବା ସେ କହିଥିଲେ । ସୋନୁ କହିଥିଲେ ଯେ ସେ…

ସୁଶାନ୍ତ ସିଂ ମୃତ୍ୟୁ ମାମଲା: କରଣ ଜୋହର ସମେତ ଅନ୍ୟ ୭ଜଣଙ୍କୁ ଡାକରା

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାର ଶୁଣାଣି ପାଇଁ ବଲିଉଡର ଆଠଜଣ ସେଲିବ୍ରିଟିଙ୍କୁ କୋର୍ଟରେ ହାଜର ହେବାକୁ କୁହାଯାଇଛି। ମୁଜାଫରପୁର ଜିଲ୍ଲା କୋର୍ଟ ସଲମାନ ଖାନ, କରଣ ଜୋହର, ସଞ୍ଜୟ ଲୀଲା ଭନସାଲୀ, ଏକତା କପୁର, ଆଦିତ୍ୟ ଚୋପ୍ରା, ସାଜିଦ ନାଦିଆୱାଲା, ଦୀନେଶ ଭିଜାନ ଏବଂ…

ଜୟାଙ୍କୁ ସମର୍ଥନ କରିବାରୁ ଉର୍ମିଲାଙ୍କୁ ଏମିତି କହିଲେ କଙ୍ଗନା

ମୁମ୍ବାଇ: ସଂସଦରେ ରବି କିଷନ ଓ ଜୟା ବଚ୍ଚନଙ୍କ ବୟାନ ପରେ ବଲିଉଡ ଏବେ ଦୁଇ ଫାଳ । କିଛି ସେଲିବ୍ରିଟି ଜୟାଙ୍କୁ ସମର୍ଥନ କରୁଥିବାବେଳେ ଆଉ କିଛି ରବି କିଷନଙ୍କୁ । ତେବେ ଏହାରି ଭିତରେ ଏକ ସାକ୍ଷାତକାରେ ବଲିଉଡ ଅଭିନେତ୍ରୀ ଉର୍ମିଲା ମାତୋଣ୍ଡକର ଜୟା ବଚ୍ଚନଙ୍କୁ ସମର୍ଥନ କଲା ଭଳି କିଛି…