Latest Odisha News

BREAKING NEWS

Browsing Tag

Kangana Ranaut

କଙ୍ଗନାଙ୍କ ଅଫିସରେ ରେଡ୍ ପରେ ନୋଟିସ ମାରିଲା ବିଏମ୍‌ସି

ମୁମ୍ବାଇ: ଅଡୁଆରେ ବଲିଉଡର କଣ୍ଟ୍ରଭର୍ସି କୁଇନ୍ କଙ୍ଗନା ରଣାୱତ । କଙ୍ଗନାଙ୍କ ମୁମ୍ବାଇ ସ୍ଥିତ ପ୍ରଡକ୍ସନ ଅଫିସରେ ବିଏମ୍ସି ରେଡ୍ କରିବା ପରେ ଏବେ ନୋଟିସ ମାରିଛି । ନୋଟିସ୍‌କୁ ତିଙ୍କ ଅଫିସ ସାମ୍ନାରେ ଲଗାଇ ଦେଇଛନ୍ତି । ବିଏମ୍‌ସି ଅଧିକାରୀମାନେ ପ୍ରଥମେ କଙ୍ଗନାଙ୍କ ଅଫିସରେ ଚଢ଼ାଉ…

ଶିିବସେନାର ବିକ୍ଷୋଭ, କଙ୍ଗନା କହିଲେ ‘ମୁମ୍ବାଇ ରକ୍ତମୁଖା ହୋଇଯାଇଛି’

ମୁମ୍ବାଇ: ପୁଣି ଚର୍ଚ୍ଚାକୁ ଆସିଛନ୍ତି ବଲିଉଡର କୁଇନ୍ କଙ୍ଗନା ରଣାୱତ । ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ବଲିଉଡ ବିରୋଧରେ ମୁହଁ ଖୋଲିଥିବା କଙ୍ଗନା ରଣାୱତ ନିଜର ଏକ ପୋଷ୍ଟକୁ ନେଇ ଗତ କିଛି ଦିନ ହେଲା ସେ ସୋସିଆଲ ମିଡ଼ିଆରେ ଚର୍ଚ୍ଚାରେ କେନ୍ଦ୍ରବିନ୍ଦୁ ସାଜିଛନ୍ତି । ନିଜର ଏକ…

ଅଭିନେତ୍ରୀ କଙ୍ଗନାଙ୍କ ଘର ବାହାରେ ଫୁଟିଲା ଗୁଳି

ମନାଲି: ଲକ୍‌ଡାଉନ ଯୋଗୁଁ ଅଭିନେତ୍ରୀ କଙ୍ଗନା ରନାୱତ ଏବେ ନିଜ ଘର ମନାଲିରେ ଥିବା ବେଳେ ଶୁକ୍ରବାର ରାତିରେ ତାଙ୍କ ଘର ବାହାରେ କେହି ଦୁର୍ବୁତ୍ତ ଗୁଳି ଫୁଟାଇଛନ୍ତି । ଏ ନେଇ କଙ୍ଗନା ପୋଲିସ ନିକଟରେ ଅଭିଯୋଗ କରିବା ପରେ ପୋଲିସ ତାଙ୍କ ଘରେ ପହଞ୍ଚିଥିଲା । ବହୁ ତନାଘନା କରିଥିଲେ ମଧ୍ୟ ଗୁଳି…

ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ କଙ୍ଗନାଙ୍କୁ ମୁମ୍ୱାଇ ପୋଲିସର ନୋଟିସ୍

ମୁମ୍ୱାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଅଭିନେତ୍ରୀ କଙ୍ଗନା ରଣାଓ୍ୱତଙ୍କ ବୟାନ ରେକର୍ଡ କରିବ ମୁମ୍ବାଇ ପୋଲିସ । ତାଙ୍କୁ ନୋଟିସ ପଠାଯାଇଛି । କଙ୍ଗନାଙ୍କ ମୁମ୍ୱାଇ ସ୍ଥିତ ବାସଭବନକୁ ନୋଟିସ୍ ପଠାଇଛି ବାନ୍ଦ୍ରା ପୋଲିସ । ଏନେଇ ସୂଚାନ ଦେଇଛନ୍ତି କଙ୍ଗନାଙ୍କ ଓକିଲ ଇସକରଣ…

ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା: କଙ୍ଗନା କହିଲେ, ରହସ୍ୟ ଉପରୁ ପରଦା ନଉଠିଲେ ଫେରାଇବେ ପଦ୍ମଶ୍ରୀ

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ଏବେବି ଜାରି ରହିଛି ସସ୍‌ପେନ୍ଦ । ଏହାରି ଭିତରେ ବଲିଉଡ କୁଇନ୍ କଙ୍ଗନା ରଣାୱତଙ୍କ ଆସିଛି ବଡ ବୟାନ । ବଲିଉଡରେ ପରିବାର ବାଦ୍ ଚାଲିଥିବା ନେଇ ଯଦି ପ୍ରମାଣ ନମିଳେ ତେବେ ପଦ୍ମଶ୍ରୀ ଫେରାଇ ଦେବେ ବୋଲି କଙ୍ଗନା କଡା…

ଗର୍ଜିଲେ କଙ୍ଗନା; ‘ଚୀନ୍ ସାମଗ୍ରୀ ବର୍ଜନ’ କରିବାକୁ ଭିଡ଼ିଓ କ୍ଲିପରେ କଲେ ନିବେଦନ

ମୁମ୍ବାଇ: ଏବେ ଚୀନ-ଭାରତ ସୀମାନ୍ତରେ ଉତ୍ତେଜନା ବୃଦ୍ଧି ପାଇ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି । କରୋନା ମହାମାରୀର ଯନ୍ତ୍ରଣା ସାରା ବିଶ୍ୱ ଭୋଗୁଥିବା ବେଳେ ଚୀନ ବିଭିନ୍ନ ରାଷ୍ଟ୍ରର ସୀମାରେଖା ନିକଟରେ ଅଯଥା ଉତ୍ତେଜନା ସୃଷ୍ଟି କରୁଛି । ଏହାକୁ ଦୃଷ୍ଟିରେ ରଖି ବଲିଉଡ୍ ଅଭିନେତ୍ରୀ କଙ୍ଗନା…