Latest Odisha News

BREAKING NEWS

Browsing Tag

Kapil Sibal

ମୋଦିଙ୍କୁ ବିରୋଧ କରିବା ପାଇଁ ନୁହେଁ ତାଙ୍କ ଭୁଲ ସଜାଡିବାକୁ ଆସିଛି-କପିଲ ଶିବଲ

ନୂଆଦିଲ୍ଲୀ: ୨୦୨୪ରେ ହେବ ଲୋକସଭା ନିର୍ବାଚନ । ଆଜିଠୁ ଆରମ୍ଭ ହୋଇଗଲାଣି ସମରସଜ୍ଜା । ଏକଜୁଟ ହେଉଛନ୍ତି ବିରୋଧୀ । ଦୁଇ ଦୁଇ ଥର ବିଜେପି କ୍ଷମତାକୁ ଆସିବା ପରେ  ବିରୋଧୀଙ୍କ ଚିନ୍ତା ବଢିଛି । ବିଶେଷ କରି କଂଗ୍ରେସ ତାର ପ୍ରସ୍ତୁତି ଏବେଠାରୁ ଆରମ୍ଭ କରି ଦେଇଥିବା ଦେଖିବାକୁ ମିଳିଛି ।…

ଗାନ୍ଧୀ ପରିବାର କଂଗ୍ରେସର ନେତୃତ୍ୱ ଛାଡନ୍ତୁ , ନୂଆ ଅଧ୍ୟକ୍ଷ ଖୋଜାଯାଉ : କପିଲ ଶିବଲ

ଦିଲ୍ଲୀ : ଗାନ୍ଧୀ ପରିବାର ଛଡା ଆଉ କାହାକୁ କଂଗ୍ରେସ ନେତୃତ୍ୱ ଗଢିବାର ସୁଯୋଗ ଦିଆଯାଉ । ଏମିତି କହିଛନ୍ତି କଂଗ୍ରେସର ବରିଷ୍ଠ ନେତା କପିଲ ଶିବଲ । ୫ଟି ରାଜ୍ୟରେ କଂଗ୍ରେସ ବିଧାନସଭା ନିର୍ବାଚନରେ ନୈରାଶ୍ୟଜନକ ପ୍ରଦର୍ଶନ କରିବା ପରେ ନେତୃତ୍ୱ ପରିବର୍ତ୍ତନ କରିବା ପାଇଁ ସ୍ୱର ଉଠାଇଛନ୍ତି…

ରାହୁଲଙ୍କ ଅନୁପସ୍ଥିତିରେ ଶିବଲଙ୍କ ଘରେ ବିରୋଧୀ ପାଓ୍ୱାର ଏକାଠି, ୧୫ ଦଳର ୪୫ ନେତା ସାମିଲ

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା କପିଲ ଶିବଲଙ୍କ ବର୍ଥ ଡେ ପାର୍ଟିକୁ ନେଇ ଏବେ ପାଓ୍ୱାର କରିଡରରେ ଚର୍ଚ୍ଚା । ଜନ୍ମଦିନ ପାର୍ଟିରେ ଏକାଠି ହେଲେ ବିଭିନ୍ନ ଦଳର ହେଭିଓ୍ୱେଟ୍ ନେତା । ବିଜେପି ବିରୋଧୀ ଶକ୍ତିଙ୍କୁ ଏକାଠି ଦେଖିବାକୁ ମିଳିଛି । ୧୫ଟି ଦଳର ୪୫ ନେତା ସାମିଲ ହୋଇଥିଲେ ।…