Latest Odisha News

BREAKING NEWS

Browsing Tag

karnatak political crisis

କର୍ଣ୍ଣାଟକରେ ଆଜି ୟେଦ୍ଦୁରପ୍ପା ସରକାରଙ୍କ ଶକ୍ତିପରୀକ୍ଷା

ବେଙ୍ଗାଲୁରୁ: କର୍ଣ୍ଣାଟକରେ ନବଗଠିତ ୟେଦ୍ଦୁରପ୍ପା ସରକାର ସୋମବାର ଦିନ ବିଧାନସଭାରେ ବହୁମତ ସାବ୍ୟସ୍ତ କରିବେ । ବିଧାନସଭାରେ ସୋମବାର ଦିନ ସରକାର ଶକ୍ତି ପରୀକ୍ଷା ଦେବାକୁ ଥିବାବେଳେ ଏଥିଲାଗି ୟେଦ୍ଦୁରପ୍ପା ଶତ ପ୍ରତିଶତ ପ୍ରସ୍ତୁତ ଥିବା କହିଛନ୍ତି । ଗଣମାଧ୍ୟମରେ ପ୍ରକାଶିତ…

ପୁଣି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ହେବେ ୟେଦ୍ଦୁରପ୍ପା !

ବେଙ୍ଗାଲୁରୁ: ପରିଶେଷରେ କର୍ଣ୍ଣାଟକରେ ଜାରି ରହିଥିବା ରାଜନୈତିକ ଅସ୍ଥିରତାରେ ଯବନିକା ପଡିଛି । ବିଧାନସଭାରେ ଗତକାଲି ଅନୁଷ୍ଠିତ ହୋଇଥିବା ଆସ୍ଥା ଭୋଟରେ କଂଗ୍ରେସ-ଜେଡିଏସ୍ ନେତୃତ୍ୱାଧୀନ କୁମାରସ୍ୱାମୀ ସରକାରଙ୍କ ପତ୍ତନ ଘଟିଛି । ଆସ୍ଥା ଭୋଟରେ ପରାଜିତ ହେବା ପରେ କୁମାରସ୍ୱାମୀ…

କର୍ଣ୍ଣାଟକ ସଙ୍କଟ: ଆଜି ବିଧାନସଭାରେ ଆସ୍ଥା ଭୋଟ୍

ବେଙ୍ଗାଲୁରୁ: କର୍ଣ୍ଣାଟକରେ ରାଜନୈତିକ ଅସ୍ଥିରତା ଜାରି ରହିଥିବାବେଳେ ଶୁକ୍ରବାର ଦିନ ଦେଢଟା ସୁଦ୍ଧା କଂଗ୍ରେସ-ଜେଡିଏସ୍ ମେଣ୍ଟ୍ ଆସ୍ଥା ଭୋଟର ସମ୍ମୁଖୀନ ହେବାକୁ ଯାଉଛନ୍ତି। ଏଚ.ଡି କୁମାରସ୍ୱାମୀଙ୍କ ସରକାରକୁ ଆଜି ନିଜର ଶକ୍ତି ପରୀକ୍ଷା ତଥା ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ…

କର୍ଣ୍ଣାଟକ ବିଧାନସଭାରେ ଆଜି ହେଲାନି ଆସ୍ଥା ଭୋଟ, ଜୁଲାଇ ୧୯ ତାରିଖକୁ ଘୁଞ୍ଚାଇଲେ ଉପ ବାଚସ୍ପତି

ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍‌ ଡ଼ି କୁମାରସ୍ୱାମୀଙ୍କ ସରକାର ନିଜର ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବା ଉଦ୍ଦେଶ୍ୟରେ ଗୁରୁବାର ଆସ୍ଥା ଭୋଟର ସାମ୍ନା କରିଥାନ୍ତା । ଏହାକୁ ବିଧାନସଭାର ଉପ ବାଚସ୍ପତି ଜୁଲାଇ ୧୯ ତାରିଖ ଦିନ ୧୧ଟା ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି। ମିଳିଥିବା…