Latest Odisha News

BREAKING NEWS

Browsing Tag

keonjhar

କେନ୍ଦୁଝର: ଇଭିଏମ୍ ଷ୍ଟ୍ରଙ୍ଗ ରୁମ୍ ସମ୍ମୁଖରୁ ସଫ୍ଟୱେୟାର୍ ଇଞ୍ଜିନିୟରଙ୍କୁ କାବୁକଲେ ବିଜେପି କର୍ମୀ

କେନ୍ଦୁଝର : କେନ୍ଦୁଝର ଜିଲ୍ଲାର ଓଡିଶା ସ୍କୁଲ୍ ଅଫ୍ ମାଇନିଂ ପରିସରରେ ଥିବା ଏକ ଇଭିଏମ୍ ଷ୍ଟ୍ରଙ୍ଗରୁମ୍ ସମ୍ମୁଖରେ ବୁଲୁଥିବା ଜଣେ ସନ୍ଦିଗ୍ଧ ଯୁବକଙ୍କୁ ବିଜେପି କର୍ମୀମାନେ ଶୁକ୍ରବାର ବିଳମ୍ବିତ ରାତିରେ ଧରିଛନ୍ତି। ପରେ ଉକ୍ତ ଯୁବକଙ୍କୁ ପୋଲିସର ଜିମା ଦେଇଥିଲେ । ମିଳିଥିବା…

କେନ୍ଦୁଝରରେ ଆଜି ଅମିତ ଶାହଙ୍କ ପ୍ରଚାର, ୧୭ରେ କଟକ ଓ ଢେଙ୍କାନାଳ

ଭୁବନେଶ୍ୱର : ଓଡିଶାରେ ୪ ଲୋକସଭା ଓ ୨୮ ଟି ବିଧାନସଭା ଆସନ ଲାଗି ନିର୍ବାଚନ ଅନୁଷ୍ଠିତ ହେବାର ଗୋଟିଏ ଦିନ ପରେ ୨ୟ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର ପାଇଁ ରାଜନୈତିକ ଦଳମାନେ ଜୋରଦାର କ୍ୟାମ୍ପେନିଂ ଆରମ୍ଭ କରିଛନ୍ତି । ଏହି ଅବସରରେ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ଲାଗି ବିଜେପି ରାଷ୍ଟ୍ରୀୟ…

କୋରାପୁଟ ଫରେଷ୍ଟ ରେଞ୍ଜରୁ ମାଈ ହାତୀର ମୃତଦେହ ଉଦ୍ଧାର

କୋରାପୁଟ : କୋରାପୁଟ ଜିଲ୍ଲା ଘଟଗାଁ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଗୟଲମୁଣ୍ଡା ଜଙ୍ଗଲରୁ ବୁଧବାର ରାତିରେ ଏକ ମାଈ ହାତୀର ମୃତଦେହ ଉଦ୍ଧାର ହୋଇଛି । ମିଳିଥିବା ସୂଚନା ଅନୁଯାୟୀ କିଛି ସ୍ଥାନୀୟ ବାସିନ୍ଦାମାନେ ଏକ ହାତୀର ମୃତଦେହ ଠାବ କରିବା ପରେ ବନ ବିଭାଗକୁ ଜଣାଇଥିଲେ । ଖବର ପାଇ…

କେନ୍ଦୁଝର: ବୈତରଣୀରେ ବୁଡି ୨ ସମ୍ପର୍କୀୟ ଭାଇଙ୍କ ସଲିଳ ସମାଧି

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ୍ ଅନ୍ତର୍ଗତ କୋଡପଡା ନିକଟସ୍ଥ ବ୍ରାହ୍ମଣୀ ନଦୀରେ ବୁଡି ୨ଜଣ ସମ୍ପର୍କୀୟ ଭାଇଙ୍କ ମୃତ୍ୟୁ ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମୃତକ ୨ ସମ୍ପର୍କୀୟ ଭାଇଙ୍କ ମଧ୍ୟରେ ଜଣେ ୬ ବର୍ଷ ବୟସର ହୋଇଥିବା ବେଳେ ଅନ୍ୟ ଜଣଙ୍କ ବୟସ ୧୬ ବର୍ଷ…