Latest Odisha News
Browsing Tag

Khurda Collector

ମାନସିକ ନିର୍ଯାତନା ଦେଉଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ, ପିଏ ଆଣିଲେ ସଙ୍ଗୀନ ଅଭିଯୋଗ

ଖୋର୍ଦ୍ଧା: ୨୪ ଜଣ ଏଡିଏମ୍, ୧୬ରୁ ୧୭ ଜିଲ୍ଲାପାଳଙ୍କ ପାଖରେ ମୁଁ କାମ କରିଛି । କିନ୍ତୁ କେବେ ଜିଲ୍ଲାପାଳଙ୍କ ଠାରୁ ଏମିତି ବ୍ୟବହାର ପାଇନି କି କାହାରିକୁ ଏମିତି ନିର୍ଯାତନା ଦେବା ଦେଖିନି । ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ବିରୋଧରେ ତାଙ୍କ ବ୍ୟକ୍ତିଗତ ସହାୟକ (PA)…

ସର୍ବସାଧାରଣଙ୍କ ପାଇଁ ବନ୍ଦ ହେଲା ତାପଙ୍ଗ ହାତିଆ ମୁଣ୍ଡିଆ

ଭୁବନେଶ୍ୱର: ବେଶ୍ କିଛି ଦିନ ହେବ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଖୋର୍ଦ୍ଧା ଜିଲ୍ଲା ତାପଙ୍ଗର ହାତିଆ ମୁଣ୍ଡିଆ ପଥରଖଣି ଅଂଚଳ ଏବେ ସର୍ବସାଧାରଣଙ୍କ ପାଇଁ ବନ୍ଦ ହୋଇଛି । ଏହି ଅଂଚଳକୁ ଜିଲ୍ଲା ପ୍ରଶାସନ ନିଷିଦ୍ଧାଂଚଳ ଘୋଷଣା କରିଛନ୍ତି । ଏହି ଅଂଚଳକୁ ଲୋକମାନେ ଟୁରିଷ୍ଟ ପ୍ଲେସ ଭାବି…

ଓଟିଭି ଏମ୍‌ଡିଙ୍କ ବିରୋଧରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଫେରାଦ

ଭୁବନେଶ୍ୱର: ଓଟିଭି ଏମ୍‌ଡିଙ୍କ ବିରୋଧରେ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହେଲେ ସାରୁଆ ଗ୍ରାମବାସୀ । ବିଭିନ୍ନ ଆଳ ଦେଖାଇ ଓଟିଭି କର୍ମଚାରୀ ଗାଁ ଲୋକଙ୍କୁ ଠକି ଥିବା ସେମାନେ ଅଭିଯୋଗ କରିଛନ୍ତି । କିଛି ବର୍ଷ ତଳେ ଲୋକଙ୍କୁ ବିଭିନ୍ନ ଆଳ ଦେଖାଇ ଓଟିଭି କର୍ମଚାରୀ କାରୀ, ସାରୁଅ, ଜୟମଙ୍ଗଳ…

ଖୋର୍ଦ୍ଧା ମ୍ୟୁନିସିପାଲିଟି ଅଫିସର ଜଣେ କର୍ମଚାରୀଙ୍କୁ କରୋନା

ଖୋର୍ଦ୍ଧା: ପୌର ପରିଷଦ କାର୍ଯ୍ୟାଳୟର ଜଣେ କର୍ମଚାରୀଙ୍କୁ କରୋନା । ତାଙ୍କ ପୁଅ ବି ଭୂତାଣୁ ସଂକ୍ରମିତ ହୋଇଥିବା ଜଣା ପଡ଼ିଛି । ଗତ କିଛି ଦିନ ହେବ ସେମାନଙ୍କୁ ଜ୍ୱର ହେଉଥିଲା । କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିବା ଜଣାପଡ଼ିଛି । ଆସନ୍ତାକାଲି ପୌର ପରିଷଦ କାର୍ଯ୍ୟାଳୟକୁ ସାନିଟାଇନ୍ କରାଯିବ…