Latest Odisha News

BREAKING NEWS

Browsing Tag

KKR

ଆଇପିଏଲ ମହାସମର : ହାଇଦ୍ରାବାଦକୁ ୭ ୱିକେଟରେ ହରାଇଲା କୋଲକାତା

ଦୁବାଇ : ଆଇପିଲର ଚଳିତ ସିଜନରେ ପ୍ରଥମ ବିଜୟ ହାସଲ କରିଛି କୋଲକାତା ନାଇଟ୍ ରାଇଡର୍ସ । ସନରାଇଜର୍ସ ହାଇଦ୍ରାବାଦକୁ ୭ ୱିକେଟରେ ହରାଇଛି କେକେଆର । ସନରାଇଜର୍ସ କ୍ୟାପଟେନ୍ ୱାର୍ଣ୍ଣନର ପ୍ରଥମେ ଟସ୍ ଜିଣି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ହେଲେ କୋଲକାତାର ବୋଲିଂ ସାମ୍ନାରେ ଦଳ…

କେକେଆର ସ୍ୱାଗତରେ ଝଲସିଲା ବୁର୍ଜ ଖଲିଫା

ଦୁବାଇ: ବୁଧବାର ସନ୍ଧ୍ୟାରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ଦୁଇଥର ଚାମ୍ପିଅନ୍ କୋଲକାତା ନାଇଟ୍ ରାଇଡର୍ସଙ୍କ ପ୍ରଥମ ମ୍ୟାଚ ପୂର୍ବରୁ କେକେଆର୍ କୁ ଶୁଭେଚ୍ଛା ଜଣାଇଛି ଦୁନିଆର ଉଚ୍ଚତମ କୋଠା ବୁର୍ଜ ଖଲିଫା । ବାଇଗଣୀ ଓ ସ୍ବର୍ଣ୍ଣିମ ରଙ୍ଗରେ ଝଲସି କେକେଆରକୁ ସ୍ୱାଗତ କରିଛି ୟୁଏଇ । ଦଳର…

ଆଇପିଏଲରେ ଖେଳିବେ ଆମେରିକୀୟ କ୍ରିକେଟର । ଜାଣନ୍ତୁ କିଏ ଏହି ଖେଳାଳି

ଦୁବାଇ: ଚଳିତ ଥର ଆଇପିଏଲରେ ଖେଘଳିବେ ଜଣେ ଆମେରିକୀୟ କ୍ରିକେଟର । ଏହି କ୍ରିକେଟର ଜଣଙ୍କ ହେଉଛନ୍ତି ଅଲ୍ଲୀ ଖାନ । କୋଲକାତା ନାଇଟ ରାଇଡର୍ସ ଦଳର ଦ୍ରୁତ ବୋଲର ହ୍ୟାରି ଗର୍ନି ଆହତ ଥିବା କାରଣରୁ ତାଙ୍କ ସ୍ଥାନରେ ଅଲ୍ଲୀ ଖାନଙ୍କୁ ଖେଳାଇବାକୁ ନିଷ୍ପତ୍ତି ହୋଇଛି । ଏହି ୨୯ ବର୍ଷୀୟ…