Latest Odisha News

BREAKING NEWS

Browsing Tag

Korei

ଦୁର୍ଘଟଣା ସ୍ଥଳରେ ରେଲୱେ ସେଫ୍ଟି କମିଶନର, ରାତି ୧୦ଟା ପରେ ଉକ୍ତ ରୁଟରେ ଚାଲିବ ଟ୍ରେନ୍

ଯାଜପୁର: କୋରାଇରେ ଖୁବଶୀଘ୍ର ସ୍ୱାଭାବିକ ହେବ ରେଳ ଚଳାଚଳ । ରାତି ୧୦ଟା ପରେ ଉକ୍ତ ରୁଟରେ ଚାଲିବ ଟ୍ରେନ୍ । ଦୁର୍ଘଟଣା ପରେ ଗ୍ରାଉଣ୍ଡରେ ସ୍ଥିତି ଅନୁଧ୍ୟାନ ଓ କାରଣ ଖୋଜିବା ପରେ ପୂର୍ବତଟ ରେଳପଥ ଜିଏମ୍ ରୂପ ନାରାୟଣ ସୁନକର କରିଛନ୍ତି, ଦ୍ରୁତଗତିରେ କାର୍ଯ୍ୟ ଚାଲିଛି । ରାତି ୧୦ଟା ପରେ…

ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଯାଜପୁର ଜିଲ୍ଲା କୋରେଇ ରେଳଷ୍ଟେସନରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇ ୩ ଜଣଙ୍କ ମୃତ୍ୟୁ ଘଟଣାରେ ଶୋକପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହିତ ମୃତ ପରିବାର ପାଇଁ ୨ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ଆଜି ସକାଳ ୬ଟା ୪୪ରେ ମାଲବାହୀ ଟ୍ରେନ…

କୋରେଇ ଷ୍ଟେସନକୁ ମାଡ଼ିଗଲା ମାଲବାହୀ ଟ୍ରେନ,୩ ମୃତ

କୋରେଇ: ଯାଜପୁର ଜିଲ୍ଲା କୋରେଇ ରେଳଷ୍ଟେସନରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇ ୩ ଜଣଙ୍କ ମୃତ୍ୟୁ ହୋଇଛି ।  ଭାରସାମ୍ୟ ହରାଇ ଷ୍ଟେସନ ଭିତରକୁ ମାଲବାହୀ ଟ୍ରେନ ମାଡିଯାଇଛି । ବଗିଗୁଡିକ ଗୋଟିଏ ଉପରେ ଗୋଟିଏ ଚଢି ରହିଛି । ଷ୍ଟେସନକୁ ଟ୍ରେନଟି ହଠାତ୍ ମାଡିଯିବାରୁ ଗୋଟିଏ ବଗି ଉପରେ ଆଉ ଗୋଟିଏ…