Latest Odisha News

BREAKING NEWS

Browsing Tag

Lalu Prasad Jadav

EDର ଚଢାଉ ନେଇ ମୁହଁ ଖୋଲିଲେ ଲାଲୁ ! କହିଲେ ଆମେ ଆପାତକାଳ ପରିସ୍ଥିତି ମଧ୍ୟ ଦେଖିଛୁ, ଳଢିଛୁ ବି ! ଭାଙ୍ଗିବୁ ନାହଁ

ପାଟନା - ଲ୍ୟାଣ୍ଡ ଫର୍ ଜବ ସ୍କାମ ମାମଲାରେ ଏବେ ଆକ୍ସନ ମୋଡରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଓ ସିବିଆଇ, ଯାହାକୁ ଆରଜେଡି ଏବେ ଗୁରତ୍ବର ନେଇ କାଉଁଟର୍ ଅନ୍ଦାଜରେ ଆସିଥିବା ଦେଖିବାକୁ ମିଳିଛି । ଆଉ ତାଙ୍କର ଓ ତାଙ୍କ ପରିବାର ଉପରେ ଏହା ବିପକ୍ଷର ଉଦେଶ୍ୟମୂଳକ ଆକ୍ରମଣ କହି ଆଗକୁ ଆସିଛନ୍ତି…

ଜମି ବଦଳରେ ଚାକିରି ଦୁର୍ନୀତି ମାମଲା: ରାବ୍‌ଡ଼ୀ ଦେବୀଙ୍କ ବାସଭବନରେ ପଶିଲା ସିବିଆଇ

ପାଟନା: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍‌ଡ଼ୀ ଦେବୀଙ୍କ ପାଟନାସ୍ଥିତ ବାସଭବନରେ ଆଜି ପଶିଛି ସିବିଆଇ । ଜମି ବଦଳରେ ଚାକିରି ଦୁର୍ନିତି ମାଲାରେ ତାଙ୍କୁ ସିବିଆଇ ଜେରା କରିଛି । ଏହି ମାମଲାରେ ରାବଡୀ ଦେବୀ, ତାଙ୍କ ସ୍ଠାମୀ ତଥା ‘ଆର୍‌ଜେଡି’ର ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଏବଂ ଅନ୍ୟ ୧୪ଜଣ…

ସମସ୍ତଙ୍କ ଭଲପାଇବା ପାଇ ମୁଁ ସୁସ୍ଥ ଅଛି : ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ

ନୂଆଦିଲ୍ଲୀ : ଝିଅ ପାଇଁ ମିଳିଛି ନୂଆ ଜୀବନ । ବାପାଙ୍କୁ କୀଡନି ଦାନ କରି ପତୃଋଣ ସୁଝିବାର ଛୋଟ ପ୍ରୟାସ କରିଛନ୍ତି ଝିଅ ରୋହିଣୀ ! ଅସ୍ତ୍ରୋପଚାର ସଫଳ ପରେ ଝିଅ ରୋହିଣୀଙ୍କୁ ପାଖରେ ଦେଖି ଭାବ ପ୍ରବଣ ହୋଇପଡ଼ିଛନ୍ତି ଲାଲୁ ଯାଦବ । ତାଙ୍କ ମୁହଁରୁ ଯେମିତି ଝରି ପଡୁଛି କୃତଜ୍ଞତା ମିଶା…

ଲାଲୁଙ୍କ କିଡନୀ ପ୍ରତ୍ୟାରୋପଣ ନେଇ ଭାବପ୍ରବଣ ହେଲେ ରୋହିଣୀ

ନୂଆଦିଲ୍ଲୀ : ଆଜି ସିଙ୍ଗାପୁରରେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କର କିଡ଼ନୀ ପ୍ରତ୍ୟାରୋପଣ କରାଯିବ । ସିଙ୍ଗାପୁରର ମାଉଣ୍ଟ ଏଲିଜାବେଥ ହସ୍ପିଟାଲରେ ଲାଲୁଙ୍କ କିଡନୀ ପ୍ରତିରୋପଣ କରାଯିବ। ଲାଲୁଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ନିଜ ପିତାଙ୍କୁ କିଡ଼ନୀ ଦାନ କରିବେ। ତେବେ ଲାଲୁଙ୍କ କିଡନୀ…