Latest Odisha News

BREAKING NEWS

Browsing Tag

Latest Odia News

ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଗିରଫ, ଦୀର୍ଘ ସମୟ ଜେରା ପରେ ଇଡ଼ିର କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଗିରଫ। ଦୀର୍ଘ ସମୟ ଜେରା ପରେ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦେଶାଳୟ ବା ଇଡ଼ି। ମିଳିଥିବା ସୂଚନା ଅନୁଯାୟୀ କଥିତ ଜମି ଦୁର୍ନିତୀରେ ହେମନ୍ତ ସୋରେନଙ୍କୁ ଗିରଫ କରିଛି ଇଡ଼ି। ପାଖାପାଖି ୭ ଘଣ୍ଟା ଜେରା ପରେ ହେମନ୍ତଙ୍କୁ ଗିରଫ କରିଛି…

ଜ୍ଞାନବ୍ୟାପୀ ବିବାଦ: ହିନ୍ଦୁଙ୍କ ସପକ୍ଷରେ ଆସିଲା ରାୟ, ମିଳିଲା ପୂଜା କରିବାର ଅନୁମତି

ନୂଆଦିଲ୍ଲୀ: ଜ୍ଞାନବ୍ୟାପୀ ମାମଲାରେ ବୁଧବାର ହିନ୍ଦୁମାନଙ୍କ ସପକ୍ଷରେ ଆସିଛି ରାୟ। ଏଠାରେ ପୂଜା ପାଠ କରିବା ପାଇଁ ହିନ୍ଦୁମାନଙ୍କୁ ଅନୁମତି ଦେଇଛନ୍ତି ମାନ୍ୟବର କୋର୍ଟ। ଜ୍ଞାନବ୍ୟାପୀ ମାମଲାରେ ହିନ୍ଦୁ ଦଳର ପ୍ରତିନିଧିତ୍ୱ କରୁଥିବା ଆଡଭୋକେଟ୍ ବିଷ୍ଣୁ ଶଙ୍କର ଜୈନ କହିଛନ୍ତି, ହିନ୍ଦୁ ଦଳକୁ…

‘ଫାଇଟର’ର କମାଲ, ତିନି ଦିନରେ ରୋଜଗାର କଲାଣି ଏତିକି କୋଟି

ନୂଆଦିଲ୍ଲୀ: ବଡ଼ ପରଦାରେ ରିଲିଜ ହୋଇଛି ହାଇ ବଜେଟ ଫିଲ୍ମ ଫାଇଟର। ହ୍ରିତିକ ରୋଶନ, ଦିପିକା ପାଦୁକୋନ ଓ ଅନୀଲ କପୁରଙ୍କ ଅଭିନୀତ ଏହି ସିନେମା ଏବେ ଧିରେ ଧିରେ ଦର୍ଶକଙ୍କ ପସନ୍ଦ ଆସିବାରେ ଲାଗିଛି। ବଡ଼ ପରଦାରେ ହ୍ରିତିକ ରୋଶନ ଏବଂ ଦୀପିକା ପାଦୁକୋନଙ୍କ ସିଜଲିଂ କେମେଷ୍ଟ୍ରିକୁ ଦର୍ଶକମାନେ…

AIIMSରେ ନେଣଦେଣ ହେବ ସହଜ, ରୋଗୀଙ୍କ ପାଇଁ ଲାଗୁ ହେବ ଏହି ସୁବିଧା

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀରେ ଥିବା ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ AIIMSରେ ଲାଗୁ ହେବ ସ୍ମାର୍ଟ କାର୍ଡ। ଯାହା ଦ୍ୱାରା ରୋଗୀ କିମ୍ବା ତାଙ୍କସମ୍ପର୍କୀୟଙ୍କୁ ନେଣଦେଣରେ ଆଉ କୌଣସି ଅସୁବିଧା ଭୋଗିବାକୁ ପଡ଼ିବ ନାହିଁ। AIIMSର କିଛି ବିଭାଗରେ ପରୀକ୍ଷାମୂଳକ…

ଫେବୃଆରୀ ମାସରେ ଏତିକି ଦିନ ବନ୍ଦ ରହିବ ବ୍ୟାଙ୍କ

ନୂଆଦିଲ୍ଲୀ: ୨୦୨୪ ବର୍ଷର ପ୍ରଥମ ମାସ ଶେଷ ହେବାକୁ ଯାଉଛି। ଏହା ସହିତ ଆରମ୍ଭରୁ ହିଁ ବ୍ୟାଙ୍କ ବନ୍ଦ ରହିଥିଲା। ଜାନୁଆରୀ ମାସରେ ସର୍ବାଧିକ ଦିନ ପାଇଁ ବନ୍ଦ ରହିଥିଲା। ତେବେ ଛୁଟିଦିନରେ ଆଗାମୀ ମାସ ମଧ୍ୟ ପଛରେ ନାହିଁ। ଫେବୃଆରୀ ମାସରେ ମଧ୍ୟ ବ୍ୟାଙ୍କ ବନ୍ଦ ରହିବ। ଫେବୃଆରୀ ମାସର…

ମଞ୍ଚ ଭୁଶୁଡ଼ିବାରୁ ଜଣେ ମୃତ, ୧୫ରୁ ଆହତ

ନୂଆଦିଲ୍ଲୀ: ଦିଲ୍ଲୀର କାଲକାଜୀ ମନ୍ଦିର କମ୍ପ୍ଲେକ୍ସରେ ଆୟୋଜିତ ସତସଙ୍ଗ ସମୟରେ ମଞ୍ଚ ଭୁଶୁଡ଼ିବା କାରଣରୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି। ଏହି ଘଟଣାରେ ୧୫ରୁ ଅଧିକ ଲୋକ ଆହତ ମଧ୍ୟ ହୋଇଥିବାର ସୂଚନା ରହିଛି। ମିଳିଥିବା ସୂଚନା ଅନୁଯାୟୀ, ରାତି ପ୍ରାୟ ସାଢେ ୧୨ଟା…

କୋଲକାତା ହାଇକୋର୍ଟର ଦୁଇ ବେଞ୍ଚର କନ୍ଦଳ ତୁଟାଇବେ ସୁପ୍ରିମକୋର୍ଟ !

ନୂଆଦିଲ୍ଲୀ: ସୁପ୍ରିମ କୋର୍ଟରେ ହାଇକୋର୍ଟ ମାମଲା। ଗତକାଲି କଲିକତା ହାଇକୋର୍ଟର ଏକକ ଜଜ୍ ବେଞ୍ଚଙ୍କ ନିର୍ଦ୍ଦେଶ ଏବଂ ଡିଭିଜନ୍ ବେଞ୍ଚଙ୍କ ନିଷ୍ପତ୍ତି ମଧ୍ୟରେ ବିବାଦ ବର୍ତ୍ତମାନ ସୁପ୍ରିମକୋର୍ଟରେ ପହଞ୍ଚିଛି। ଏହି ବିବାଦ ସମ୍ପର୍କରେ ଶୀର୍ଷ ଅଦାଲତ ନିଜ ଆଡ଼ୁ ଶୁଣାଣି ପାଇଁ କହିଛନ୍ତି।…

ବକ୍ସ ଅଫିସରେ ଧମାଲ କରୁଛି ଫାଇଟର, ଦ୍ୱିତୀୟ ଦିନରେ କରିଛି ଏତିକି କୋଟି ରୋଜଗାର

ମୁମ୍ବାଇ: ଜାନୁଆରୀ 25 ରେ ହାଇ ବଜେଟ ସିନେମା ଫାଇଟର ବଡ଼ ପରଦାରେ ରିଲିଜ ହୋଇଛି। ଦୁଇ ଦିନରେ ସିନେପ୍ରେମୀଙ୍କୁ ଆକୃଷ୍ଟ କରିବାରେ ସଫଳ ହୋଇଛି ଏହି ସିନେମା। ଗଣତନ୍ତ୍ର ଦିବସ ଏକ ଜାତୀୟ ଛୁଟିଦିନ ହେତୁ ଫିଲ୍ମଟି ବକ୍ସ ଅଫିସରେ ଭଲ ବ୍ୟବସାୟ କରିପାରିଛି। ଫଳରେ ଦୁଇ ଦିନ ମଧ୍ୟରେ ଭାରତରେ…

ସମ୍ବଲପୁର ଲୋକସଭା ଆସନ: ସୋସିଆଲ ମିଡ଼ିଆରୁ ବାହାରି ମୈଦାନରେ ଲଢିବେ କି ଧର୍ମେନ୍ଦ୍ର ଓ ବବି

ସମ୍ବଲପୁର: ରାଜନୀତି ଯୁଦ୍ଧ କ୍ଷେତ୍ରରେ ଉଭା ହେବେ କି ସୋସିଆଲ ମିଡି଼ଆରେ ଦୁଇ ଯୋଦ୍ଧା ବୋଲାଉଥିବା ବିଧାୟକ ପ୍ରଣବ ପ୍ରକାଶ ଦାସ ବା ବବି ଭାଇ ଓ କେନ୍ଦ୍ରମନ୍ଦ୍ରୀ ଧର୍ମେନ୍ଦ୍ର ପ୍ରଧାନ ବା ମୁକୁ ଭାଇ। ବବି ଭାଇ ଓ ମୁକୁ ଭାଇଙ୍କୁ ନେଇ ଏବେ ସମ୍ବଲପୁର ରାଜନୀତି ବେଶ ଉଷ୍ମ ହୋଇ ପଡ଼ିଛି।…

ଶୁକ୍ର ଗୋଚର ପରେ ଏହି ସବୁ ରାଶିରେ ବର୍ଷିବ ଧନ, ବଦଳିଯିବ ଭାଗ୍ୟ

ନୂଆଦିଲ୍ଲୀ: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଗ୍ରହମାନଙ୍କର ଚଳନ ବ୍ୟକ୍ତିର ଜୀବନ ଉପରେ ଅନେକ ପ୍ରଭାବ ପକାଇଥାଏ। ଫେବୃଆରୀ ମାସରୁ କିଛି ରାଶିଙ୍କ ଭାଗ୍ୟରେ ବଦଳିବାକୁ ଯାଉଛି। ଶୁକ୍ର ଗ୍ରହ ହେଉଛନ୍ତି ଧନ, ପ୍ରେମ, ବିଳାସପୂର୍ଣ୍ଣ ଜୀବନ ଦାତା ଗ୍ରହ। ଯେତେବେଳେ ଶୁକ୍ରଙ୍କ ସ୍ଥିତିରେ କୌଣସି…