Latest Odisha News
Browsing Tag

Laxmmi Bomb

‘ଲକ୍ଷ୍ମୀବମ’ରେ ଓଡିଆ ପୁଅ ଲୋହିତାକ୍ଷ ପଟ୍ଟନାୟକ

ଭୁବନେଶ୍ୱର: ମୁକ୍ତିଲାଭ କରିବାକୁ ଯାଉଛି ଅକ୍ଷୟ କୁମାରଙ୍କ 'ଲକ୍ଷ୍ମୀବମ୍' । ଏଥିରେ ଶିଶୁ କଳାକାର ଭାବେ ନଜର ଆସିବେ ଓଡିଆ ପୁଅ ଲୋହିତାକ୍ଷ ପଟ୍ଟନାୟକ । ଏକ ଭିନ୍ନ ଚରିତ୍ରରେ ଏଥିରେ ଅଭିନୟ କରିଛନ୍ତି ଲୋହିତାକ୍ଷ । ଟିଜରରୁ ଯାହା ଜଣାପଡୁଛି ସେ ଏକ ପୁଅ ଭୂମିକାରେ ଥିଲେ ମଧ୍ୟ ଶାଢୀ…

ଏହି ଦିନ ଧମାକା କରିବ ଅକ୍ଷୟଙ୍କ ‘ଲକ୍ଷ୍ମୀବମ୍‌’

ମୁମ୍ବାଇ: ଦୀପାବଳିରେ ଧମାକା କରିବ ଖିଲାଡି ଷ୍ଟାର ଅକ୍ଷୟଙ୍କ ‘ଲକ୍ଷ୍ମୀବମ୍‌’ । ନିଜ ପୁଅର ଜନ୍ମଦିନ ଅବସରରେ ପ୍ରଶଂସକଙ୍କୁ ଏହି ସ୍ପେଶାଲ ସରପ୍ରାଇଜ ଦେଇଛନ୍ତି ବଲିଉଡ ଅଭିନେତା ଅକ୍ଷୟ କୁମାର । ନିଜ ଇଂଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଅକ୍ଷୟ ତାଙ୍କ ଅପକମିଂ ଫିଲ୍ମ ‘ଲକ୍ଷ୍ମୀବମ୍‌’ର ରିଲିଜ…