କିମ୍ବଦନ୍ତୀ ଟକ୍ ସୋ’ ହୋଷ୍ଟ ଲ୍ୟାରି କିଙ୍ଗଙ୍କ ପରଲୋକ
ଲସ୍ ଏଞ୍ଜେଲସ : ଲୋକପ୍ରିୟ ଟକ୍ ସୋ’ ହୋଷ୍ଟ ଲ୍ୟାରି କିଙ୍ଗଙ୍କ ପରଲୋକ ହୋଇଛି । ଲସ୍ ଏଞ୍ଜେଲସର କେଡାର୍ସ ସିନାଇ ମେଡିକାଲ ସେଣ୍ଟରରେ ୮୭ ବର୍ଷ ବୟସରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ।
ଗତ ପ୍ରାୟ ୫୦ ବର୍ଷ ଧରି ସେ ବ୍ରଡକାଷ୍ଟ ଓ ରେଡିଓ ଟକ୍ ସୋ’ ଗୁଡିକରେ ବେଶ ଲୋକପ୍ରିୟତା ଅର୍ଜନ…