Latest Odisha News

BREAKING NEWS

Browsing Tag

Literaature

ଉତ୍କଳ ସାହିତ୍ୟ କଳା ପରିଷଦ ପକ୍ଷରୁ ଉମାଶଙ୍କର ମିଶ୍ରଙ୍କ ଦୁଇଟି ପୁସ୍ତକ ଉନ୍ମୋଚିତ

କଟକ : ଉତ୍କଳ ସାହିତ୍ୟ କଳା ପରିଷଦ ପକ୍ଷରୁ ସ୍ଥାନୀୟ ଶାରଳା ଭବନରେ ଭାଷା ପ୍ରକାଶନ ଦ୍ବାରା ପ୍ରକାଶିତ ତଥା ଲେଖକ ଉମାଶଙ୍କର ମିଶ୍ରଙ୍କ ରଚିତ ଉପନ୍ୟାସ 'ରହସ୍ୟାବୃତ୍ତ' ଓ ଜୀବନୀ ପୁସ୍ତକ 'ବିଶ୍ୱବିଖ୍ୟାତ ବୈଜ୍ଞାନିକ' ଉନ୍ମୋଚିତ ହୋଇଯାଇଛି । ଗୋପୀନାଥ ପଣ୍ଡାଙ୍କ ସ୍ୱାଗତ ଭାଷଣ ଓ ଅତିଥି…

ବିଜୟ ନାୟକଙ୍କ ନବମ ଗଳ୍ପ ସଙ୍କଳନ ‘ମାୟାବର୍ତ୍ତ’ ରାଜ୍ୟପାଳଙ୍କ ଦ୍ୱାରା ଉନ୍ମୋଚିତ

ଭୁବନେଶ୍ୱର : ପ୍ରକାଶନୀ ସଂସ୍ଥା ବିଦ୍ୟାପୁରୀ ,କଟକଙ୍କ ଦ୍ଵାରା ପ୍ରକାଶିତ ତଥା ଶିଳ୍ପୀ ବଳଦେବ ମହରଥାଙ୍କ ପ୍ରଚ୍ଛଦ ସହ ବିଶିଷ୍ଟ ଲେଖକ ବିଜୟ ନାୟକଙ୍କ ନବମ ଗଳ୍ପ ସଙ୍କଳନ 'ମାୟାବର୍ତ୍ତ' ମହାମହିମ ରାଜ୍ୟପାଳ ଗଣେଶୀ ଲାଲଙ୍କ ଦ୍ଵାରା ଉନ୍ମୋଚିତ ହୋଇଯାଇଛି । ଗଳ୍ପ ଲେଖିବା ପାଇଁ ହେଲେ ପ୍ରଥମେ…

ଧଉଳି ରିଭ୍ୟୁ ଟ୍ରଷ୍ଟ ଆନୁକୂଲ୍ୟରେ ତିନିଦିନିଆ କଳା ଓ ସାହିତ୍ୟ ମହୋତ୍ସବ ଉଦଘାଟିତ

ଭୁବନେଶ୍ବର : ଧଉଳି ରିଭ୍ୟୁ ଟ୍ରଷ୍ଟ ଆନୁକୂଲ୍ୟରେ ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ତିନିଦିନିଆ କଳା ଓ ସାହିତ୍ୟ ମହୋତ୍ସବର ସପ୍ତମ ସଂସ୍କରଣ ଉଦ୍ଘାଟିତ ହୋଇଯାଇଛି। ଏହି ଉଦଘାଟନୀ ସମାରୋହରେ ବିଶିଷ୍ଟ ଲେଖକ ତଥା ପ୍ରକାଶକ ଡାଭିଡ଼୍ ଦାବିଦାର ଏବଂ ସତ୍ୟ ମହାନ୍ତି ଅତିଥି ଭାବରେ ଯୋଗ ଦେଇଥିଲେ ।…

ଶ୍ରୀଜଗନ୍ନାଥ ଗବେଷଣା ପ୍ରତିଷ୍ଠାନ ୪୨ତମ ବାର୍ଷିକ ଉତ୍ସବ ଆୟୋଜିତ

ଭୁବନେଶ୍ୱର : ଶ୍ରୀଜଗନ୍ନାଥ ଗବେଷଣା ପ୍ରତିଷ୍ଠାନର ୪୨ତମ ବାର୍ଷିକ ଉତ୍ସବ, ସ୍ଥାନୀୟ ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରତିଷ୍ଠାନ ତରଫରୁ ଶ୍ରୀଜଗନ୍ନାଥ ମନ୍ଦିରର ପୂର୍ବତନ ପ୍ରଶାସକ ରବୀନ୍ଦ୍ର ନାରାୟଣ ମିଶ୍ରଙ୍କୁ “ଶ୍ରୀଜଗନ୍ନାଥ ସମ୍ମାନ” ୨୦୨୦, ବିଶିଷ୍ଟ ଗବେଷକ…

ଓଡ଼ିଆ ଭାଷା ଆନ୍ଦୋଳନର ଆଦ୍ୟ କଥନ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ ଉନବିଂଶ ଶତାବ୍ଦୀର ଆରମ୍ଭ କାଳରେ ଇଂରେଜମାନଙ୍କ ଓଡ଼ିଶା ଭୂଖଣ୍ଡକୁ ଅକ୍ତିଆର କରିବା ସହିତ ଶାସନାଧୀନ କରିବାରେ ସଫଳ ହୋଇଥିଲେ । ସେହି ସମୟରେ ଏକ ସ୍ୱତନ୍ତ୍ର ଅଞ୍ଚଳ ରୂପେ ଓଡ଼ିଶାର ସ୍ଥିତି ସେଭଳି କିଛି ନଥିଲା । ବିଶେଷ କରି ଗଞ୍ଜାମ, କୋରାପୁଟ ଓ…

ତିନି ଶହ ରାମାୟଣ (୪)

ମୂଳ ରଚନା  : ଏ. କେ. ରାମାନୁଜନ୍  ଏକ ଦକ୍ଷିଣପୂର୍ବ ଏସୀୟ ଉଦାହରଣ ଆମେ ଭାରତ ବାହାରକୁ ଦକ୍ଷିଣପୂର୍ବ ଏସୀଆକୁ ଗଲେ ତିବ୍ଦତ, ଥାଇଲାଣ୍ଡ କିମ୍ବା ଲାଓ, କାମ୍ବୋଜ, ମାଲେସିଆ, ଜାଭା ତଥା ଇଣ୍ଡୋନେସିଆ, ଆଦି ଦେଶମାନଙ୍କରେ ଭିନ୍ନ ପ୍ରକାରର ରାମକଥାମାନଙ୍କୁ ଭେଟିବା । ଏଠାରେ ଆମେ ଥାୟୀ …

ସାହିତ୍ୟରେ କୃତିକୁ ପୁରସ୍କାର ମିଳୁ ବ୍ୟକ୍ତିକୁ ନୁହେଁ : ଅଚ୍ୟୁତାନନ୍ଦ ପତି

" କିଛି ବି ଲେଖିବି ଯେ କ'ଣ ଲେଖିବି ? ମୁଁ ତ ଲେଖା ଛାଡ଼ିଲିଣି । ମୋ ପିଲାମାନଙ୍କୁ କହୁଛି , ଏହା ମୋର ସ୍ନେହ ମଧ୍ୟ । ବାଧ୍ୟ କରୁଛି , ସେମାନେ ଲେଖି ଚାଲନ୍ତୁ । କଲମକୁ ଏତେ ଜୋରଦାର କରନ୍ତୁ ଯେ, ତାଙ୍କ କଲମର କାରସାଦିରେ ମୋ ହାତରୁ କଲମ ଖସିପଡ଼ୁ । ସେଥିରେ ହିଁ ମୋର ଆତ୍ମତୃପ୍ତି । "  …