Latest Odisha News

BREAKING NEWS

Browsing Tag

Literature

ନରେନ କବିତା ସଂକଳନ ଓ ମାସିକ ସାହିତ୍ୟ ପତ୍ରିକା ସାହିତ୍ୟ ସୁମିତ୍ର ଉନ୍ମୋଚନ

ବ୍ରହ୍ମପୁର:ବ୍ରହ୍ମପୁର , ଲକ୍ଷ୍ମୀ ନୃସିଂହ ସାହି ୧୪ ନମ୍ବର ଗଳି ସ୍ଥିତ ଶ୍ରୀ ବିବେକାନନ୍ଦ ବିଦ୍ୟା ମନ୍ଦିର ତରଫରୁ ସିଟି ହସ୍ପିଟାଲ ରୋଡ ସ୍ଥିତ ଏନ ଜି ଓ ହଲରେ ବିବେକାନନ୍ଦ ଜୟନ୍ତୀ ପାଳନ କରାଯାଇଅଛି। ଏହି ଅବସରରେ  ପ୍ରତ୍ୟୁଷରୁ ପାଣିଗ୍ରାହୀ ପେଣ୍ଠ ସ୍ଥିତ କାଳୀ ମନ୍ଦିର ରୁ ଏକ୍ ମଶାଲ…

ଜନଆନ୍ଦୋଳନର ତଥ୍ୟ ସମ୍ବଳିତ ପୁସ୍ତକ ଲୋକାର୍ପିତ

ଭୁବନେଶ୍ୱର: ହୀରାକୁଦ ଜନ ଆନ୍ଦୋଳନଠାରୁ ଆରମ୍ଭ କରି ବାଲିଆପାଳ , ଗନ୍ଧମାର୍ଦ୍ଦନ , ଗୋପାଳପୁର କିସ୍କୋ , ଚିଲିକାରେ ଟାଟାର ଚିଙ୍ଗୁଡ଼ି ଚାଷ ଆନ୍ଦୋଳନ , ପୋସ୍କୋ ଆନ୍ଦୋଳନ ଆଦି ଓଡ଼ିଶାର ବହୁ ଚର୍ଚ୍ଚିତ୧୦ ଟି ଜନ ଆନ୍ଦୋଳନର ତଥ୍ୟ ସମ୍ବଳିତ ପୁସ୍ତକ "ଗାଁ ଛାଡ଼ିବୁ ନାହିଁ " ଲୋହିଆ…

ଚିନ୍ମୟୀ ମହାନ୍ତିଙ୍କ ପୁସ୍ତକ ଗଳ୍ପପରି ଲାଗେ ଲୋକାର୍ପିତ

ଭୁବନେଶ୍ୱର: କବୀ ଓ ଗାଳ୍ପିକା ଚିନ୍ମୟୀ ମହାନ୍ତିଙ୍କ ପୁସ୍ତକ "ଗଳ୍ପପରି ଲାଗେ" ଲୋକାର୍ପିତ ହୋଇଯାଇଛି। କରୋନା ପାଇଁ ଅନୁଷ୍ଠାନିକ ମହୋତ୍ସବ ସବୁ ବନ୍ଦ ଥିବାରୁ ଭୁବନେଶ୍ୱରସ୍ଥିତ ଏକ ପାର୍କରେ ଅଳ୍ପ କିଛି ଲୋକଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରେ…

ଭୁବନେଶ୍ୱର; ବାଲିପାଟଣାରେ ଅବସ୍ଥିତ ଶିଶୁମଠ ସାହି  ସ୍ଥିତ ପଞ୍ଚସଖା ଶିଶୁ ଅନନ୍ତଙ୍କ ପୀଠରେ ଶିଶୁ ଅନନ୍ତ ଦାସଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇ ଯାଇଛି। କାର୍ଯ୍ୟକ୍ରମକୁ ଜୟଦେବ ବିଧାୟକ ଡ. ଅରବିନ୍ଦ ଢାଲି ଉଦଘାଟନ କରିଥିବା ବେଳେ , ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ…

ସାହିତ୍ୟରେ ଲୁଇସ୍‌ ଗ୍ଲକ୍‌ଙ୍କୁ ନୋବେଲ୍

ନୂଆଦିଲ୍ଲୀ: ଆମେରିକାର ପ୍ରସିଦ୍ଧ କବୟିତ୍ରୀ ଲୁଇସ୍‌ ଗ୍ଲକ୍‌ଙ୍କୁ ଚଳିତ ବର୍ଷ ସାହିତ୍ୟରେ ସମ୍ମାନଜନକ ନୋବେଲ୍‌ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ତାଙ୍କର ନିଭୁର୍ଲ କାବିକ୍ୟ ଉଚ୍ଚାରଣ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି ବୋଲି ନୋବେଲ୍‌ କମିଟି ପକ୍ଷରୁ କୁହାଯାଇଛି।…

କବିତା ସହିତ ମୋ ସମ୍ପର୍କର ସତ୍ୟପାଠ

ବାପା ଶିକ୍ଷକ ଥିଲେ । ସେ ଯେପରି ତନ୍ମୟ ହୋଇ 'ତପସ୍ୱିନୀ', 'ପଦ୍ମ', 'ଉଠ କଙ୍କାଳ' କବିତାଗୁଡିକ ଆବୃତ୍ତି କରୁଥିଲେ ..ମୋ ହୃଦୟରେ କବିତା ପ୍ରତି ଅନୁରାଗ ଅଙ୍କୁରିତ ହେଉଥିଲା ମୋ ଅଜାଣତରେ । ମୋ ମାଆ ସୁଲଳିତ କଣ୍ଠରେ ପଢୁଥିଲେ ' ଚୈତ୍ର ମଙ୍ଗଳବାର ଓଷା', 'ହରିବଂଶ…