Latest Odisha News

BREAKING NEWS

Browsing Tag

Lock Down Extended

କର୍ଣ୍ଣାଟକରେ ବଢିଲା ଲକ୍‌ଡାଉନ୍

କର୍ଣ୍ଣାଟକ: କରୋନା ସ୍ଥିତି ଅଣାୟତ ହେବାରେ ଲାଗିଛି । କର୍ଣ୍ଣାଟକରେ ବି ବଢୁଛି ସଂକ୍ରମଣ । । ସୁରକ୍ଷା ଦୃଷ୍ଟିିରେ ରଖି ସେଠାରେ ଜୁନ୍ ୭ଯାଏ ଲକ୍‌ଡାଉନ ଅବଧି ବଢାଇ ଦିଆଯାଇଛି । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦୁରପ୍ପା ରାଜ୍ୟବ୍ୟାପୀ କଟକଣାକୁ ଆହୁରି ୧ ସପ୍ତାହ ଯାଏଁ ବୃଦ୍ଧି…

କାଲିଠୁ ଆରମ୍ଭ ଲକ୍ ଡାଉନ ୩: ଜାଣନ୍ତୁ ଓଡିଶାର କେଉଁ ଜିଲ୍ଲା କେଉଁ ଜୋନରେ

ଭୁବନେଶ୍ୱର : ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି । ଏହି କ୍ରମରେ ଦେଶର ବିଭିନ୍ନ ଜିଲ୍ଲା ଓ ଅଂଚଳକୁ କରୋନା ସଂକ୍ରମଣ ସ୍ଥିତି ଦୃଷ୍ଟିରୁ ତିନିଟି ଜୋନରେ ବିଭକ୍ତ କରାଯାଇଛି । ସଂକ୍ରମଣ ବଢୁଥିବା କିମ୍ବା ବଢିବାର ସଂମ୍ଭାବନା ଥିବା ଜିଲ୍ଲା ବା…

୨୭ରେ ମୁଖ୍ୟମନ୍ତ୍ରୀମାନଙ୍କ ସହ ମୋଦିଙ୍କ ଆଲୋଚନା

ନୂଆଦିଲ୍ଲୀ : ଆସନ୍ତା ୨୭ ତାରିଖରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଲକ୍ ଡାଉନ ଅବଧି ଶେଷ ହେବା ପୂର୍ବରୁ ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ବର୍ତ୍ତମାନ ଦେଶରେ ଦ୍ୱିତୀୟ…

ମେ ୩ ଯାଏଁ ବଢିଲା ଲକ୍ ଡାଉନ ଅବଧି

ନୂଆଦିଲ୍ଲୀ: ସାରା ଦେଶରେ ବଢିଲା ଲକ୍ ଡାଉନ ଅବଧି । ଆଜି ଦେଶବାସୀଙ୍କୁ ସମ୍ବୋଧନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲକ୍ ଡାଉନ ଅବଧିକୁ ମେ ୩ ଯାଏଁ ବୃଦ୍ଧି କରିଛନ୍ତି । ପୂର୍ବରୁ ଘୋଷଣା ହୋଇଥିବା ୨୧ ଦିନିଆ ଲକ୍ ଡାଉନର ଆଜି ଶେଷ ଦିନ ଥିଲା । ମୋଦି ତାଙ୍କ ଅଭିଭାଷଣରେ କହିଥିଲେ…