Latest Odisha News

BREAKING NEWS

Browsing Tag

Lootera Arrested

ଲୁଟ୍ ବେଳେ ମାଡ଼ି ବସିଲା ପୋଲିସ, ୫ ଚୋର ଗିରଫ

କାମାକ୍ଷାନଗର: ଚୋରି କରିବାକୁ ଆସିଥିଲେ, ମାଡ଼ି ବସିଲା ପୋଲିସ । କାମାକ୍ଷାନଗର ପୋଲିସ ଏକ ଚୋର ଗ୍ୟାଙ୍ଗର ୫ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଅନ୍ଧାର ରାତିରେ ଲୁଟ୍ ବେଳେ ପୋଲିସ ହାତରେ ଚୋର ଧରା ପଡ଼ିଛନ୍ତି । ବାଉଁଶପାଳ ଗ୍ରାମବାସୀଙ୍କ ସହଯୋଗରେ ୫ ଜଣ ଚୋରଙ୍କୁ ଧରି ପୋଲିସ ।…

ଖେଳନା ବନ୍ଧୁକ ଦେଖାଇ ବ୍ୟାଙ୍କରୁ ଲୁଟ୍, ଖସି ଯିବା ବେଳେ ମାଡି ବସିଲେ ଲୋକ

ଭୁବନେଶ୍ୱର: ଖେଳନା ବନ୍ଧୁକ ଦେଖାଇ ବ୍ୟାଙ୍କରୁ ଲୁଟ୍ ଉଦ୍ୟମ ପଣ୍ଡ । ଧରାପଡ଼ିଲା ଅଭିଯୁକ୍ତ । ଗୋଡ଼େଇ ଧରିଲେ ସ୍ଥାନୀୟ ଲୋକ । ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଅଟଳା ଷ୍ଟେଟ ବ୍ୟାଙ୍କରୁ ଗତକାଲି ଲୁଟ୍ ଉଦ୍ୟମ ହୋଇଥିଲା । ଏହି ଘଟଣାରେ ବାଲିଅନ୍ତା ଅଞ୍ଚଳର ଉମା ଶଙ୍କର ପରିଡ଼ାକୁ ଗିରଫ…

[ଭିଡିଓ] କଟକରୁ ଧରାପଡିଲା କୁଖ୍ୟାତ ଲୁଟେରା

କଟକ: ଲୁଟେରାଙ୍କ ଟାର୍ଗେଟରେ ଥିଲା ରାଜଧାନୀ ଭୁବନେଶ୍ୱର ଓ କଟକ ସହରର ଭିଆଇପି ଅଂଚଳ । ସମୟ ସୁଯୋଗ ଉଣ୍ଡି ମୋବାଇଲ ଛଡାଇ ଚମ୍ପଟ ମାରୁଥିଲା କୁଖ୍ୟାତ ମୋବାଇଲ ଲୁଟେରା ଆକାଶ ନାୟକ । ଶେଷରେ ଆକାଶ ନାୟକର ସାମ୍ରାଜ୍ୟରେ ଯବନିକା ପକାଇଛି କଟକ ପୋଲିସ । ମିଳିଥିବା ସୂଚନା ଅନୁଯାୟୀ ଅଶ୍ୱିନୀ…

ରାଜଧାନୀରୁ ଧରାପଡିଲେ ନିଶାଦିଆ ଲୁଟେରା

ଭୁବନେଶ୍ୱର: ବସଷ୍ଟାଣ୍ଡକୁ ଆସୁଥିବା ଯାତ୍ରୀଙ୍କ ସହ ପ୍ରଥମେ ଆତ୍ମୀୟତା ବଢାଉଥିଲେ । ତାପରେ ଖାଦ୍ୟରେ ନିଶା ଦେଇ ଲୁଟ୍ କରୁଥିଲେ । ଭୁବନେଶ୍ୱରର ବରମୁଣ୍ଡା ବସଷ୍ଟାଣ୍ଡରୁ ଧରାପଡିଛନ୍ତି ଏଭଳି ଲୁଟେରା ଗ୍ୟାଙ୍ଗ । ୧୦ରୁ ଅଧିକ ଯାତ୍ରୀଙ୍କୁ ନିଶା ଦେଇ ଏହି ଗ୍ୟାଙ୍ଗ ଲୁଟିନେଇଥିବା ଅଭିଯୋଗ…