Latest Odisha News

BREAKING NEWS

Browsing Tag

lord shiva

କଂଗ୍ରେସର ସାପ ମନ୍ତବ୍ୟକୁ ପିଏମ୍ ମୋଦିଙ୍କ କାଉଣ୍ଟର, କହିଲେ ‘ଶିବଙ୍କ ଗଳାରେ ଶୋଭାପାଏ ସାପ’  

ବେଙ୍ଗଳୁରୁ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଂଗ୍ରେସ ସାପ ସମ୍ବୋଧନ କରିବା ପରେ କର୍ଣ୍ଣାଟକରେ ମୋଦି କାଉଣ୍ଟର କରିଛନ୍ତି । କୋଲାରରେ ଏକ ଜନସଭାକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ଉପରେ ବର୍ଷିଛନ୍ତି । ଖଡ଼ଗେଙ୍କ ବିଷାକ୍ତ ସାପ ବୟାନକୁ କାଉଣ୍ଟର କରିବା ନାଁ ନନେଇ…

ନେତପିଲା ପରମ୍ପରା, ମହାଦେବଙ୍କୁ ସ୍ୱାମୀ ଭାବେ ପାଇବାକୁ ବ୍ରତ ରଖନ୍ତି ସେବାୟତ ପରିବାରର କୁନି କୁନି ଝିଅ

ପୁରୀ: ବହୁ ପୁରାତନ କାଳରୁ ପ୍ରଚଳିତ ନେତ ପିଲା । ମାତା ପାର୍ବତୀ ମହାଦେବଙ୍କୁ ସ୍ୱାମୀ ଭାବେ ପାଇବାକୁ କଠୋର ତପସ୍ୟା କରିଥିଲେ । ସେହିଭଳି ଶ୍ରୀକ୍ଷେତ୍ରର ସେବାୟତ ପରିବାରର କୁନି କୁନି କୁଆଁରୀ କନ୍ୟାମାନେ ସଦାଶିବଙ୍କ ପରି ଭଲ ବର ପାଇବାକୁ ପ୍ରଭୁ ମାର୍କଣ୍ଡେୟକୁ ପୂଜାର୍ଚ୍ଚନା ସହ କଠୋର…

ଆଜି ବାଲି ତୃତୀୟା: ଶିବଙ୍କୁ ପାଇବା ଲାଗି ପାର୍ବତୀ କରିଥିଲେ କଠୋର ତପସ୍ୟା…

 । । ଶିବୟୈ ସର୍ବମାଙ୍ଗଲ୍ୟୈ ଶିବାୟ ସତ‌ତଂ ନମଃ। ଶିବେସର୍ବପ୍ରଦାତ୍ରି ତ୍ୱଂ ଶିବରୂପେ ନମୋନମଃ  । । ଆଜି ବାଲି ତୃତୀୟା, ଭିନ୍ନ ଏକ ଓଡ଼ିଆ ପରମ୍ପରା। ଭାଦ୍ରବ ମାସ ଶୁକ୍ଳ ପକ୍ଷ ତୃତୀୟା ଦିନ ହସ୍ତା ନକ୍ଷତ୍ରରେ ପାଳନ କରାଯାଏ ବାଲି ତୃତୀୟା ବ୍ରତ। ଏହି ପର୍ବ ଭାରତ ବର୍ଷରେ କେବଳ…

ମହାଦେବ ଶିବଙ୍କୁ ବିବାହ ପାଇଁ ଚାଇନା ସୀମାରେ ଅପେକ୍ଷା କରିଛନ୍ତି ଯୁବତୀ

ପିଥୋରାଗଡ଼: ଉତ୍ତରପ୍ରଦେଶର ଜଣେ ମହିଳା ନିଜକୁ ପାର୍ବତୀଙ୍କ ଅବତାର କହି ଭାରତ-ଚାଇନା ସୀମାରେ ମହାଦେବ ଶିବଙ୍କୁ ବିବାହ କରିବାକୁ ଅପେକ୍ଷା କରିଛନ୍ତି । ଉତ୍ତରାଖଣ୍ଡର ନିଷିଦ୍ଧାଞ୍ଚଳ ନାଭିଢ଼ଙ୍ଗରେ ରହିଯାଇଛନ୍ତି ହରମିନ୍ଦର କୌର । ସେ ତାଙ୍କ ମା’ଙ୍କ ସହିତ ଏସଡିଏମ ଧରଚୁଲାଙ୍କ ଅନୁମତି ନେଇ…

ଜାଣନ୍ତୁ, ‘କନ୍ୟାକୁମାରୀ’ ନାମକରଣ ହେବା ପଛରେ କ’ଣ ରହିଛି ରହସ୍ୟ !

ଭୁବନେଶ୍ୱର: ଭାରତୀୟ ସାହିତ୍ୟରେ ଅନେକ ପୌରାଣିକ କଥାବସ୍ତୁ ରହିଛି, ଯାହାକି ସମଗ୍ର ବିଶ୍ୱରେ ଏହା ଆଦୃତି ଲାଭ କରିପାରିଛି । ରାମାୟଣ ଓ ମହାଭାରତ ବ୍ୟତୀତ ଆହୁରି ଅନେକ ପୌରାଣିକ ଗ୍ରନ୍ଥ ଭାରତୀୟ ସାହିତ୍ୟକୁ ଋଦ୍ଧିମନ୍ତ କରିପାରିଛି । ଭଗବାନ ଶିବଙ୍କ ଉପରେ ଅନେକ କଥାବସ୍ତୁ ଶିବ ପୁରାଣରେ…

ଜାଣନ୍ତୁ, ଶ୍ରାବଣର ସୋମବାର କଲେ କଣ ମିଳିବ ଫଳ

ଭୁବନେଶ୍ୱର: ଆରମ୍ଭ ହୋଇଗଲା ଶ୍ରାବଣ ମାସ । ଏବେ କାଉଡିଆ ମାନେ ମହାଦେବ ଶଙ୍କରଙ୍କୁ ଜଳାଭିଷେକ କରାଇବା ନିମନ୍ତେ ସଜବାଜ ହେବେଣି । ମାନ୍ୟତା ରହିଛି ଶ୍ରାବଣ ମାସ ସୋମବାରରେ ଭଗବାନ ଶିବଙ୍କୁ ଜଳାଭିଷେକ କରାଇଲେ ମନୋବାଞ୍ଛିତ ଫଳ ପ୍ରାପ୍ତି ହୋଇଥାଏ । ପୁରାଣ ଅନୁସରର ମଧ୍ୟ ଶ୍ରାବଣ ମାସର…