Latest Odisha News

BREAKING NEWS

Browsing Tag

LowPressure

ବ‌ଙ୍ଗୋପସାଗରରେ ଲଘୁଚାପ: ଓଡ଼ିଶା ଉପକୂଳରେ ହେବନି ବର୍ଷା, ବଢ଼ିପାରେ ଶୀତ

ଭୁବନେଶ୍ୱର: ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଛି ଲଘୁଚାପ ବଳୟ । ଆସନ୍ତା ୨୪ ଘଣ୍ଟାରେ ଏହା ବାଂଲାଦେଶ ଉପକୂଳ ମୁହାଁ ହେବ । ଏହା ମିଆଁମାର୍‌ ଓ ସଂଲଗ୍ନ ବାଂଲାଦେଶ ଓ ଭାରତର ଉତ୍ତର-ପୂର୍ବ ରାଜ୍ୟରେ ବର୍ଷା କରାଇବ । ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ…

୨୯ ତାରିଖ ବେଳକୁ ବଙ୍ଗୋପସାଗରରେ ପୁଣି ଲଘୁଚାପ

ଭୁବନେଶ୍ୱର: ଅକ୍ଟୋବରରେ ଲଘୁଚାପର ଲମ୍ବା ଲାଇନ୍ । ଗୋଟିଏ ଗଲା, ଆଉ ଗୋଟିଏ ଆସୁଛି । ବଙ୍ଗୋପସାଗରରେ ପୁଣି ସୃଷ୍ଟି ହୋଇପାରେ ଆଉ ଏକ ଲଘୁଚାପ କ୍ଷେତ୍ର । ଆସନ୍ତା ୨୯ ତାରିଖ ବେଳକୁ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଆଣ୍ଡାମାନ ସାଗରରେ ଲଘୁଚାପ ବଳୟ ସୃଷ୍ଟି ନେଇ ପୂର୍ବାନୁମାନ…

ଲଘୁଚାପ ନେଇପାରେ ଡିପ୍ରେସନ୍ ରୂପ, ଓଡ଼ିଶାର ଏସବୁ ଜିଲ୍ଲାକୁ ବର୍ଷା ଆଲର୍ଟ

ଭୁବନେଶ୍ୱର: ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ନେଇପାରେ ଡିପ୍ରେସନର ରୂପ । ଏବେ ଅଧିକ ଘନୀଭୂତ ହେଉଛି । ଆସନ୍ତା ୨୪ ଘଣ୍ଟାରେ ଓ୍ୱେଲ ମାର୍କଡ ଲୋକ ପ୍ରେସରରେ ପରିଣତ ହେବ । ଧୀରେ ଧୀରେ ଆନ୍ଧ୍ରପ୍ରଦେଶ ଉପକୂଳ ମୁହାଁ ହେବ ଲଘୁଚାପ । ଉତ୍ତର-ଉତ୍ତର-ପୂର୍ବ ଦିଗରେ ଗତି କରିବ…

ହାଇଦ୍ରାବାଦ ପରେ ମୁମ୍ବାଇରେ ମୂଷଳଧାରାରେ ବର୍ଷା

ମୁମ୍ବାଇ: ଲଘୁଚାପଜନିତ ଲଗାଣ ବର୍ଷାରେ ହାଇଦ୍ରାବାଦରେ ଜଳ ପ୍ରଳୟ ସୃଷ୍ଟି ହେଲା । ଏପଟେ ମୁମ୍ବାଇ ଓ ପୁଣେରେ ବି ବିତ୍ପାତ । ଗତକାଲି ରାତିରୁ ପ୍ରବଳ ବର୍ଷା ହେଉଛି । ବର୍ଷୁଛି ଯେ ବର୍ଷୁଛି । ଲଗାଣ ବର୍ଷା ଯୋଗୁ ମୁମ୍ବାଇର ବିଭିନ୍ନ ଅଞ୍ଚଳରେ ବଢୁଛି ଜଳସ୍ତର । #WATCH Heavy…

ପୁଣି ୧୪ରେ ଲଘୁଚାପ ସମ୍ଭାବନା, ଅକ୍ଟୋବରେ ଏମିତି କାହିଁକି ?

ଭୁବନେଶ୍ୱର: ଅକ୍ଟୋବର ମାସରେ ଦାନା ବାନ୍ଧୁଛି ଗୋଟିଏ ପରେ ଗୋଟିଏ ଲଘୁଚାପ କ୍ଷେତ୍ର । ଗୋଟିଏ ନଯାଉଣୁ ଆଉ ଗୋଟିଏ ଆସୁଛି । ଗତକାଲି ଉତ୍ତର ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିଲା । ଆସନ୍ତା ୧୪ ତାରିଖ ବେଳକୁ ଆଉ ଗୋଟିଏ ଲଘୁଚାପ ସୃଷ୍ଟି ହେବା ନେଇ ପୂର୍ବାନୁମାନ କରିଛି…

୨୪ ଘଣ୍ଟାରେ ଲଘୁଚାପ ନେବ ଡିପ୍ରେସନ୍ ରୂପ, କାଲିଠୁ ଓଡ଼ିଶାରେ ବର୍ଷା

ଭୁବନେଶ୍ୱର: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ଲଘୁଚାପ ଆଜି ଓ୍ୱେଲ ମାର୍କଡ ଲୋ ପ୍ରେସରର ରୂପ ନେଇଛି । ଆସନ୍ତା ୨୪ ଘଣ୍ଟାରେ ଏହା ଅଧିକ ଘନୀଭୂତ ହୋଇ ଡିପ୍ରେସନ ବା ଅବପାତର ରୂପ ନେବ । ଏହି ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । ଅବପାତରେ…

ଆଜି ଲଘୁଚାପ, କାଲି ଡିପ୍ରେସନ୍, ୧୧ରୁ ଓଡ଼ିଶାରେ ବର୍ଷା

ଭୁବନେଶ୍ୱର: ଉତ୍ତର ଆଣ୍ଡାମାନ ସାଗର ଓ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଜି ଦାନା ବାନ୍ଧିବ ଲଘୁଚାପ ବଳୟ । ଏହା ଧୀରେ ଧୀରେ ଘନୀଭୂତ ହେବ । ଲଘୁଚାପ କ୍ଷେତ୍ର ଆସନ୍ତା ୨୪ ଘଣ୍ଟା ଭିତରେ ନେବ ଡିପ୍ରେସନର ରୂପ । ଭାରତୀୟ ପାଣିପାଗ ବିଭାଗ ଏହି ପୂର୍ବାନୁମାନ କରିଛି । ଡିପ୍ରେସନର ଧୀରେ ଧୀରେ…