Latest Odisha News
Browsing Tag

lpg

ଗ୍ୟାସ୍ ଦର ବଢ଼ାଇ ପିଏମ୍ ମୋଦି ଚାହୁଁଛନ୍ତି କି ଲୋକେ ଚାଉଳ ନ ରାନ୍ଧି କଞ୍ଚା ଖାଆନ୍ତୁ ? :ବିଜେଡି

ଭୁବନେଶ୍ୱର: ଓଡ଼ିଶା ତଥା ଦେଶର ମା’ ଭଉଣୀଙ୍କ ଆଖିରୁ ଚୂଲି ଧୂଆଁ ବାଜି ଯେଭଳି ଲୁହ ନବାହାରିବ ସେଥିପାଇଁ କେନ୍ଦ୍ର ସରକାର ଉଜ୍ୱଳା ଯୋଜନାରେ ରିହାତି ଦରରେ ରନ୍ଧନ ଗ୍ୟାସ ସିଲିଣ୍ଡର ଯୋଗାଣ ଯୋଜନା କରିଥିଲେ । ହେଲେ ଏଲପିଜି ରନ୍ଧନ ଗ୍ୟାସର ଦର ଦ୍ରୁତ ଗତିରେ ବୃଦ୍ଧି କେବଳ ଓଡ଼ିଶାର ମାଆ ଏବଂ…

ପୁଣି ବଢିଲା ଏଲ୍‌ପିଜି ସିଲିଣ୍ଡର ଦର

ନୂଆଦିଲ୍ଲୀ: ଦେଶରେ ପୁଣି ବଢିଲା ଘରୋଇ ଗ୍ୟାସ ସିଲିଣ୍ଡର ଦର। ଏହା ଦେଶର ଲକ୍ଷ ଲକ୍ଷ ପରିବାରକୁ ପ୍ରଭାବିତ କରିବ। ଏଲପିଜି ସିଲିଣ୍ଡରର ମୂଲ୍ୟ ବୁଧବାର ଠାରୁ ସିଲିଣ୍ଡର ପିଛା ୨୫ ଟଙ୍କା ବୃଦ୍ଧି କରାଯାଇଛି। ୧୯ କିଲୋଗ୍ରାମ ବ୍ୟବସାୟିକ ସିଲିଣ୍ଡରର ମୂଲ୍ୟ ମଧ୍ୟ ସିଲିଣ୍ଡର ପିଛା ୭୫ ଟଙ୍କା…

ପୁଣି ବଢ଼ିଲା ଏଲପିଜି ଗ୍ୟାସ୍ ସିଲିଣ୍ଡର୍ ଦାମ୍

ନୂଆଦିଲ୍ଲୀ: ଏଲପିଜି ଗ୍ୟାସ ସିଲିଣ୍ଡର ଦାମ ପୁଣିଥରେ ବୃଦ୍ଧି ପାଇଛି । ଯେଉଁଥିପାଇଁ ସାଧାରଣ ଜନତାଙ୍କୁ ଝଟକା ଲାଗିଛି । ସୋମବାର ମାର୍ଚ୍ଚ ୧ ତାରିଖକୁ ଏଲ୍ପିଜି ଗ୍ୟାସ ସିଲିଣ୍ଡର ଦାମ ପୁଣି ୨୫ ଟଙ୍କା ବୃଦ୍ଧି ପାଇଛି । ସପ୍ତାହେ ମଧ୍ୟରେ ଦୁଇଥର ସିଲିଣ୍ଡର ଦାମ ବୃଦ୍ଧି ପାଇଛି । ଦର ଦାମ…

ଏଲପିଜି ସିଲିଣ୍ଡରରେ ସବସିଡି ଶେଷ ହେବ କି? ସରକାର ବାର୍ଷିକ ୨୨,୦୦୦ କୋଟି ଟଙ୍କା ସଞ୍ଚୟ କରିବେ

ନୂଆଦିଲ୍ଲୀ: ଗୋଟିଏ ପଟେ ବିଶ୍ୱ ବଜାରରେ ପେଟ୍ରୋଲିୟମ ଦ୍ରବ୍ୟର ମୂଲ୍ୟ ହ୍ରାସ ପାଉଛି, ଅନ୍ୟପଟେ ଭାରତର ତୈଳ କମ୍ପାନୀଗୁଡ଼ିକ ମଧ୍ୟ ସବସିଡିଯୁକ୍ତ ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରିଛନ୍ତି। ଗତ ବର୍ଷ ଜୁଲାଇରେ ସବସିଡିଯୁକ୍ତ ଏଲପିଜି ସିଲିଣ୍ଡରର ମୂଲ୍ୟ ୪୯୪.୩୫ ଟଙ୍କା ଥିଲା, ଯାହା ବର୍ତ୍ତମାନ…