Latest Odisha News
Browsing Tag

Maa biraja

ମା’ ବିରଜାଙ୍କ ପୀଠରେ ଲାଖବିନ୍ଧା ପର୍ଵ ଅନୁଷ୍ଠିତ

ଯାଜପୁର : ମା ବିରଜାଙ୍କ ପୀଠ ରେ ଗତକାଲି ନିଶାର୍ଦ୍ଧ ରାତ୍ରରେ ଲାଖବିନ୍ଧା ପର୍ଵ ଅନୁଷ୍ଠିତ ହୋଇଯାଇଛି । ରଥଯାତ୍ରା ସମାପ୍ତ ପରେ ରାତ୍ରିରେ ରଥ ଉପରେ ରୀତିନୀତି ପୂଜାର୍ଚ୍ଚନା ହେବା ପରେ ଲାଖବିନ୍ଧା ପର୍ବ ଆରମ୍ଭ ହୋଇଥିଲା । ଘଣ୍ଟଘଣ୍ଟା ସଂକୀର୍ତ୍ତନ ସହ ଏକ ବିରାଟ ପଟୁଆରେ ମା’ଙ୍କ ବିଜେ…

ବିନା ଭକ୍ତରେ ଗଡ଼ିଲା ମା’ ବିରଜାଙ୍କ ରଥ

ଯାଜପୁର: କୋରନା କଟକଣା ଭିତରେ ବିନା ଭକ୍ତରେ ଗଡ଼ିଲା ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜା ରଥ । ନବରାତ୍ରି ଅବସରରେ ଆରମ୍ଭ ହୋଇଛି ମା’ ବିରଜାଙ୍କର ନବଦିବସୀୟ ରଥଯାତ୍ରା । ଗତକାଲି ପାରମ୍ପରିକ ରୀତିନୀତି ଅନୁଯାୟୀ ରଥପୂଜା ପରେ ରଥ ପ୍ରତିଷ୍ଠା କରାଯାଇଥିଲା । ଏହାପରେ ମା’ଙ୍କ ଚଳନ୍ତି…

ଆଜି ପବିତ୍ର ମହାଳୟା, ସନ୍ଧ୍ୟାରେ ଗଡ଼ିବ ମା’ ବିରଜାଙ୍କ ରଥ

ଯାଜପୁର: ଆଜି ପବିତ୍ର ମହାଳୟା। ପିତୃପକ୍ଷ ପିଣ୍ଡ ଦାନ ପାଇଁ ଏକ ସ୍ୱତନ୍ତ୍ର ଦିନ। ଏହି ଦିନରେ ପିତୃପୁରୁଷଙ୍କୁ ପିଣ୍ଡ ଦାନ ପାଇଁ ଯାଜପୁର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥାଏ। ପବିତ୍ର ମହାଳୟାରେ ବିରଜା ମନ୍ଦିରସ୍ଥିତ ନାଭିଗୟାରେ ପିଣ୍ଡଦାନ…

ମା ବିରଜାଙ୍କ ସ୍ଵନକ୍ଷତ୍ର ଉତ୍ସଵ ପାଳିତ

ଯାଜପୁର: ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ସ୍ଵନକ୍ଷତ୍ର ତଥା ଜନ୍ମୋତ୍ସବ ମହାଆଡମ୍ବରରେ ପାଳିତ ହେଉଛି । କୋଭିଡ କଟକଣା କୋହଳ ପରେ ବହୁ ସଂଖ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁ ସକାଳୁ ମନ୍ଦିରକୁ ଆସି ମା’ ବିରାଜାଙ୍କ ଦର୍ଶନ କରିବା ସହ ଭୋଗ ଲାଗି କରିଥିଲେ । ମାଘମାସ ଅମାବାସ୍ୟା ତିଥି ଏବଂ…

ଦୀର୍ଘ ୯ ମାସ ପରେ ଖୋଲିଲା ମାଆ ବିରଜାଙ୍କ ଦ୍ୱାର

ଯାଜପୁର: ଦୀର୍ଘ ୯ ମାସର ପ୍ରତୀକ୍ଷାର ଅନ୍ତ ଘଟାଇ ଆଜି ଖୋଲିଲା ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କ ମନ୍ଦିର । କରୋନା କଟକଣା ଯୋଗୁଁ ୯ ମାସ ହେବ ଭକ୍ତଙ୍କ ପାଇଁ ମାଆଙ୍କ ଦ୍ୱାର ବନ୍ଦ ରଖାଯାଇଥିବା ବେଳେ ଆଜିଠାରୁ ଏଠାରେ ସାଧାରଣ ଦର୍ଶନ ଆରମ୍ଭ ହୋଇଛି । ସୂଚନାନୁସାରେ, ସକାଳ…

ଦେଖନ୍ତୁ ଭିଡ଼ିଓ; ମା’ ବିରଜାଙ୍କ ପୀଠରେ ମହାଷ୍ଟମୀ ପୂଜା

ଯାଜପୁର: ଧରବତାରଣ କରିଛନ୍ତି ଜଗତଜନିନୀ ମାଆ ଦୁର୍ଗା। ସବୁଠି ଚାଲିଛି ତାଙ୍କର ଷୋଡଶ ପୂଜା ଉପଚାର। ଗଗନ ପବନ ପୁଲକିତ । ମାଆଙ୍କ ଆଗମନରେ ପ୍ରକମ୍ପିତ ହେଉଛି ଧରାପୃଷ୍ଠ। ଏହି ଶାରଦୀୟ ପୂଜା ଅବସରରେ ଆଜି ଯାଜପୁରର ଅଧିଷ୍ଟାତ୍ରୀ ଦେବୀ ମା’ ବିରଜାଙ୍କ ପୀଠରେ ପାଳନ ହୋଇଛି ମହାଷ୍ଟମୀ ପୂଜା ।…

ତୃତୀୟ ଦିନରେ ମା’ ବିରଜାଙ୍କ ରଥଯାତ୍ରା

ଯାଜପୁର: ଆଜି ତୃତୀୟ ଦିନରେ ଗଡ଼ିଲା ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ରଥ। ପରମ୍ପରା ମୁତାବକ ଶନିବାର ରଥ ପ୍ରତିଷ୍ଠା ପରେ ମା ଙ୍କ ରଥ ମନ୍ଦିର ଚତୁର୍ପାଶ୍ଵ ପରିକ୍ରମା କରିଥିଲା। କଟକଣା ଭିତରେ କେବଳ ସେବାୟତ ଓ ପୋଲିସ କର୍ମଚାରୀ ମାନଙ୍କ ଦ୍ୱାରା ଘଣ୍ଟ ଘଣ୍ଟା, ବାଜା ଧ୍ଵନିରେ…

ଦ୍ଵିତୀୟ ଦିନରେ ମାଆ ବିରଜାଙ୍କ ରଥଯାତ୍ରା

ଯାଜପୁର: ୨ୟ ଦିନ ରେ ଗଡ଼ିଲା ଯାଜପୁର ର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ରଥ। ପରମ୍ପରା ମୁତାବକ ରଥ ପ୍ରତିଷ୍ଠା ପରେ ମା ବିରଜା ଙ୍କ ରଥ ମନ୍ଦିର ଚାରିପଟେ ପରିକ୍ରମା କରିଥିଲା। ରଥଯାତ୍ରା ସମୟରେ ଘଣ୍ଟା ଘଣ୍ଟା,କାହାଳି ଓ ହରିବୋଲ ଧ୍ୱନୀରେ ସମଗ୍ର ଅଂଚଳ ପ୍ରକମ୍ପିତ ହୋଇଥିଲା। ସମଗ୍ର…