Latest Odisha News

BREAKING NEWS

Browsing Tag

Maharastra Politics

ଫଡନାଭିସଙ୍କ ମିଶନ 45, ଶିବସେନାକୁ ଟକ୍କର ଦେବ ବିଜେପି!

ମୁମ୍ବାଇ:  ମହାରାଷ୍ଟ୍ରରେ ବିଜେପି ଠିଆ ହେବ ନିଜ ଗୋଡରେ । ସେଥିପାଇଁ ରାତିଦିନ ପରିଶ୍ରମ କରୁଛି ବିଜେପି ।  ନିଜ ଗୋଡ଼ରେ ଠିଆ ହେବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ଫଡନାଭିସ । ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଆଗାମୀ 2024 ନିର୍ବାଚନ ପାଇଁ ମିଶନ 45 ଲକ୍ଷ୍ୟ…

ମହାରାଷ୍ଟ୍ରରେ ଆଜି ଉଦ୍ଧବ ସରକାରଙ୍କ ଶକ୍ତିପରୀକ୍ଷା

ମୁମ୍ବାଇ: ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିବା ସହ ମହାରାଷ୍ଟ୍ର ଗଢିଉଠିଛି ଉଦ୍ଧବଙ୍କ ସରକାର । ଏହି ପରିପ୍ରେକ୍ଷୀରେ ଶନିବାର ଦିନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ବିଧାନସଭାରେ ବହୁମତ ସାବ୍ୟସ୍ତ କରିବାକୁ ଯାଉଛନ୍ତି ଉଦ୍ଧବ ଠାକରେ । ଆଜି ଅପରାହ୍ନ ୨ଟା ବେଳକୁ ବହୁମତ ପ୍ରମାଣିତ କରିବେ…

ମହାରାଷ୍ଟ୍ରରେ ସରକାର ଗଢିବେ ଉଦ୍ଧବ; ଶପଥ ଗ୍ରହଣ ଉତ୍ସବରେ ଏହି ନେତାଙ୍କୁ କଲେ ଆମନ୍ତ୍ରଣ

ମୁମ୍ବାଇ: ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିବା ସହିତ ମହାରାଷ୍ଟ ରାଜନୀତିର ମହାସଙ୍କଟର ପରିସମାପ୍ତି ଘଟିଛି । ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ ଗୁରୁବାର ଦିନ ମୁମ୍ବାଇର ଶିବାଜୀ ପାର୍କଠାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ…