Latest Odisha News

BREAKING NEWS

Browsing Tag

Maharastra

କାହିଁକି ମୁଖ୍ୟମନ୍ତ୍ରୀ ହେଲେନି ଫଡନାଭିସ

ମୁମ୍ବାଇ: ମହାରାଷ୍ଟ୍ରରେ ବିଜେପିର ସବୁଠୁ ଅଧିକ ବିଧାୟକ ଥିବାବେଳେ ଦେବେନ୍ଦ୍ର ଫଡନାଭିସ କାହିଁକି ମୁଖ୍ୟମନ୍ତ୍ରୀ ହେଲେନି? ଏହି ଚର୍ଚା ଏବେ ସବୁଠି । ସବୁ ସଂଭାବନା ଥିବା ବେଳେ ଦେବେନ୍ଦ୍ର ମୁଖ୍ୟମନ୍ତ୍ରୀ ହୋଇନାହାଁନ୍ତି ।  ତେବେ ଉତ୍ତର ଖୋଜିବାକୁ ଗଲେ ଆମକୁ ଗତ ଦୁଇବର୍ଷର ରାଜନୈତିକ…

ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଏକନାଥ ସିନ୍ଦେ

ଓଡ଼ିଶା ସମ୍ବାଦ ବ୍ୟୁରୋ: ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଏକନାଥ ସିନ୍ଦେ । ରାଜ୍ୟପାଳ ଭଗତ ସିଂହ କୋଶିୟାରୀ ତାଙ୍କୁ ଶପଥପାଠ କରାଇଛନ୍ତି । ବାଲାସାହେବ ଠାକରେଙ୍କ ନାମ ନେଇ ମୁଖ୍ୟମନ୍ତ୍ରୀ ଭାବେ  ଶପଥ ନେଇଛନ୍ତି  ସିନ୍ଦେ ।  ବିଦ୍ରୋହୀ ଶିବସେନା ନେତା ଏକନାଥ ସିନ୍ଦେ…

ମହାରାଷ୍ଟ୍ରର ନୂଆ ଚାଣକ୍ୟ :ଦେବେନ୍ଦ୍ର ଫଡନାଭିସ ହେଲେ ଉପ-ମୁଖ୍ୟମନ୍ତ୍ରୀ

ଓଡ଼ିଶା ସମ୍ବାଦ ବ୍ୟୁରୋ:   ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।  ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଦେବେନ୍ଦ୍ରଙ୍କ ସହ ଆଲୋଚନା କରିବା ପରେ ଦେବେନ୍ଦ୍ର ମନ ବଳାଇଥିଲେ । ପୂର୍ବରୁ ଦେବେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସାମିଲ ହେବେନାହିଁ…

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦରୁ ଉଦ୍ଧବ ଠାକରେଙ୍କ ଇସ୍ତଫା

ଓଡ଼ିଶା ସମ୍ବାଦ ବ୍ୟୁରୋ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ  ଇସ୍ତଫା ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦେଶ ଆସିବା ପରେ ଇସ୍ତଫା ଦେଇଛନ୍ତି ଉଦ୍ଧବ । ଇସ୍ତଫା ପୂର୍ବରୁ ଉଦ୍ଧବ କିଛି ଇମୋସନାଲ କଥା କହି ଶେଷରେ ଇସ୍ତଫା ଦେଉଛି ବୋଲି କହିଥିଲେ ।…

ଉଦ୍ଧବ ଠାକରେଙ୍କୁ ବହୁମତ ସାବ୍ୟସ୍ତ କରିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ଓଡ଼ିଶା ସମ୍ବାଦ ବ୍ୟୁରୋ:  ଆସନ୍ତାକାଲି ଉଦ୍ଧବ ଠାକରେଙ୍କ ସରକାର ବହୁମତ ସାବ୍ୟସ୍ତ କରିବ । ସୁପ୍ରିମକୋର୍ଟ  ରାଜ୍ୟପାଳଙ୍କ ନିର୍ଦେଶ ଉପରେ ରୋକ ଲଗାଇନାହାଁନ୍ତି । https://twitter.com/ANI/status/1542171239745171456 ମହାବିକାଶ ଅଘାଡ଼ି ମେଣ୍ଟରୁ ୩୯ ବିଧାୟକ ସମର୍ଥନ…

ଉଦ୍ଧବ, ସଂଜୟଙ୍କ ଧମକ କାମ ଦେଉନି

ମୁମ୍ବାଇ: ମହାରାଷ୍ଟ୍ର ଭାୟା ସୁରଟ ହୋଇ ଗୈାହାଟିରେ ଏକନାଥ ସିନ୍ଦେ ଯେଉଁ ବିଦ୍ରୋହ  ରାଜନୀତି କରୁଛନ୍ତି ତାହା ବୁଝିବାରେ ସଂଜୟ ଏବଂ ଉଦ୍ଧବ ଫେଲ ହୋଇଛନ୍ତି । ଧମକ ଚମକ ଦେଇ ପାର୍ଟି ଚଲାଇବାରେ ବିଶ୍ବାସ ରଖୁଥିବା ଉଦ୍ଧବ ଠାକରେ ଏବଂ ସଂଜୟ ରାଉତ ଏବେ ନିରୁପାୟ । ସମସ୍ତ ଚେଷ୍ଟା ସତ୍ତ୍ବେ…

ଭାଙ୍ଗିଯିବ କି ଶିବସେନା? କିଏ ଗଢ଼ିବ ମହାରାଷ୍ଟ୍ରରେ ସରକାର

ମୁମ୍ବାଇ: ମହାରାଷ୍ଟ୍ରରେ ଏମଭିଏ ସରକାର ସଙ୍କଟରେ ।  ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ମୁଣ୍ଡ ଉପରେ ଝୁଲୁଛି ଡେମୋକ୍ଲିସ ଖଣ୍ଡା । କେତେବେଳେ ବି ଯାଇପାରେ ମୁଖ୍ୟମନ୍ତ୍ରୀ ପଦ । କାରଣ ହେଉଛି ଶିବସେନାର 40 ବିଧାୟକ ଏବେ ଉଦ୍ଧବଙ୍କ ବିରୋଧରେ ମେଳି ହୋଇଛନ୍ତି । ଶିବସେନାର ବିଦ୍ରୋହୀ…

ଭାଙ୍ଗିଯିବ କି ଉଦ୍ଧବଙ୍କ ସରକାର?

ମୁମ୍ବାଇ:  ମହାରାଷ୍ଟ୍ର ରାଜନୀତିରେ ଏବେ ଘଡ଼ିକେ ଘୋଡ଼ା ଛୁଟୁଛି । ସରକାର ରହିବ କି ଭାଙ୍ଗିବ ଏହି ଚର୍ଚା ଏବେ ସବୁଠି । ଅଢ଼େଇ ବର୍ଷର ମେଂଟ ସରକାର ଏବେ ବିପଦରେ ଥିବା ରାଜନୀତି ସମୀକ୍ଷକମାନେ କହୁଛନ୍ତି । କାରଣ ଶିବସେନାର ବରିଷ୍ଠ ନେତା ତଥା ମହାରାଷ୍ଟ୍ର ନଗର ଉନ୍ନୟନ ମନ୍ତ୍ରୀ ଏକନାଥ…

ମହାରାଷ୍ଟ୍ରର ଉଦ୍ଧବ ସରକାରରେ ଫାଟ!

ଅହମଦାବାଦ: ମହାରାଷ୍ଟ୍ରରେ ଚାଲିଥିବା ଉଦ୍ଧବ ସରକାର ଏବେ ସଙ୍କଟରେ । ରାଜ୍ୟସଭା ଏବଂ ଏମଏଲସି ନିର୍ବାଚନରେ ଜୋରଦାର କ୍ରସ ଭାେଟିଂ ପରେ ଆଜି ବୈଠକ ଡକାଇଥିଲେ ଉଦ୍ଧବ ଠାକରେ । ସେପଟେ ଶିବସେନାର 17  ବିଧାୟକ ଏବେ ଗୁଜରାଟର ସୁରାଟରେ ଯାଇ ପହଁଚିଛନ୍ତି । ଏପରି ଚର୍ଚା ହେଉଛି ମେଂଟ ସରକାର…

ମହାରାଷ୍ଟ୍ର ଏମଏଲସି ନିର୍ବାଚନରେ ମେଣ୍ଟ ସରକାରକୁ ଝଟକା ଦେଲା ବିଜେପି

ମୁମ୍ବାଇ: ମହାରାଷ୍ଟ୍ରରେ ରାଜ୍ୟସଭା ନିର୍ବାଚନ ପରେ ମହା ବିକାଶ ଅଘାଡ଼ି ସରକାରକୁ ପୁଣିଥରେ ଏକ ବଡ଼ ଧରଣର ଝଟକା ଲାଗିଛି । ବିଧାନ ପରିଷଦ ନିର୍ବାଚନରେ ​​ମଧ୍ୟ ବିଜେପି ଉଦ୍ଧବ ସରକାରଙ୍କୁ ଟେନସନ ଦେଇଛି। ମହାରାଷ୍ଟ୍ର ବିଧାନ ପରିଷଦ ନିର୍ବାଚନରେ ​​ବିଜେପିର ପାଞ୍ଚ  ଜଣ ପ୍ରାର୍ଥୀ…