‘କୁକୁର’ ବୟାନ ପାଇଁ କ୍ଷମା ମାଗିଲେନି ଖଡଗେ, ତାତିଲା ବିଜେପି
ନୂଆଦିଲ୍ଲୀ: ଆଜି ସଂସଦରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖଡଗେଙ୍କ ବୟାନକୁ ନେଇ ଜୋରଦାର ହଙ୍ଗାମା ହୋଇଛି । କେନ୍ଦ୍ରୀୟ ମନ୍ତ୍ରୀ ପୀୟୁଷ ଗୋୟଲ ଖରଗେଙ୍କ ଭାଷାକୁ ଅଭଦ୍ର ବୋଲି କହିଛନ୍ତି ।ଏପରି ବୟାନ ପାଇଁ କଂଗ୍ରେସ ଅଧ୍ୟକ୍ଷ କ୍ଷମା ମାଗନ୍ତୁ ବୋଲି ଦାବି କରିଛି ବିଜେପି ।…