Latest Odisha News

BREAKING NEWS

Browsing Tag

Mallikarjun Kharge

କଂଗ୍ରେସ ଅଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ ମଲ୍ଲିକାର୍ଜୁନ୍ ଖଡ଼଼ଗେ, ଥରୁରଙ୍କୁ ମିଳିଲା ମାତ୍ର ହଜାରେ ଭୋଟ୍

ନୂଆଦିଲ୍ଲୀ: ମଲ୍ଲିକାର୍ଜୁନ୍ ଖଡ଼ଗେ କଂଗ୍ରେସର ନୂଆ ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି । ୧୭ ତାରିଖରେ ହୋଇଥିବା ମତଦାନରେ ବାଜି ମାରିଛନ୍ତି ଖଡ଼ଗେ । ତାଙ୍କୁ ୭ ହଜାର ୮୯୭ ଭୋଟ୍ ମିଳିଥିବା ବେଳେ ଶଶୀ ଥରୁରଙ୍କୁ ମିଳିଛି ପ୍ରାୟ ୧ ହଜାର ୭୨ ଭୋଟ୍ । ୪୧୬ଟି ଭୋଟ୍ ନାକଚ୍ ହୋଇଥିବା ଜଣାପଡ଼ିଛି ।…

କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ମତଦାନ ଜାରି, ୨୦ ବର୍ଷ ପରେ ଗାନ୍ଧୀ ପରିବାର ବାହାରୁ କିଏ ହେବେ ହାଇକମାଣ୍ଡ ?

ନୂଆଦିଲ୍ଲୀ: ଗାନ୍ଧୀ ପରିବାର ହାତରୁ ଖସିବ କଂଗ୍ରେସ କମାଣ । ଶଶୀ ଥରୁର୍ ନା ମଲ୍ଲିକାର୍ଜୁନ୍ ଖଡ଼ଗେ କିଏ ହେବେ କଂଗ୍ରେସ ହାଇକମାଣ୍ଡ । କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଲାଗି ମତଦାନ ହେଉଛି । ସାରା ଦେଶରେ ୩୬ଟି ମତଦାନ କେନ୍ଦ୍ରର ୬୭ଟି ବୁଥରେ ଭୋଟ୍ ଦେଉଛନ୍ତି ୯୩୦୦ରୁ ଅଧିକ କଂଗ୍ରେସ ନେତା ।…

ଆଜି ଓଡ଼ିଶା ଆସିବେ ମଲ୍ଲିକାର୍ଜୁନ ଖଡ଼ଗେ

ଭୁବନେଶ୍ୱର: ଆଜି ଓଡ଼ିଶା ଗସ୍ତ କରିବେ ଏଆଇସିସି ସଭାପତି ପ୍ରାର୍ଥୀ ମଲ୍ଲିକାର୍ଜୁନ ଖଡ଼ଗେ। ଦିନ ୧୧ ଟା ୩୦ରେ ବିମାନ ବନ୍ଦରରୁ ଆସି କଂଗ୍ରେସ ଭବନରେ ପହଞ୍ଚିବେ। ଓଡ଼ିଶା ଗସ୍ତ କାଳରେ ଅଲ୍ ଇଣ୍ଡିଆ କଂଗ୍ରେସ କମିଟି ସଭାପତି ନିର୍ବାଚନ ପାଇଁ ନିଜ ସପକ୍ଷରେ ଭୋଟ ମାଗିବେ ଖଡ଼ଗେ। ଏଆଇସିସି…

ଗୁରୁଙ୍କ ଆଗରେ ତିଷ୍ଠି ପାରିବେ ତ ଶିଷ୍ୟ ?

ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ରେସରେ ଦୁଇ ପ୍ରାର୍ଥୀ । ଖଡଗେଙ୍କୁ ଟକ୍କର ଦେବାକୁ ଯାଉଛନ୍ତି  ଥରୁର  ।  ଗୁରୁଙ୍କ ଆଗରେ ତିଷ୍ଠି ପାରିବେ ତ ଶିଷ୍ୟ ? ଏହିକିଛି ଦିନ ହେବ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନକୁ ପାଇଁ ରାଜନୈତିକ ପାଣିପାଗ ବହୁତ ସରଗରମ ରହିଥିଲା । କାହାକୁ ଆସନ ହରେଇବାର…

କିଏ ହେବ କଂଗ୍ରେସର ନୂଆ ମଙ୍ଗୁଆଳ? ରାହୁଲ, ମଲ୍ଲିକାର୍ଜୁନ, ଅଶୋକଙ୍କ ଉପରେ ନଜର

ନୂଆଦିଲ୍ଲୀ: କିଏ ହେବ କଂଗ୍ରେସର ନୂଆ ସଭାପତି? କାହାକୁ କଂଗ୍ରେସ ଦଳ ମଙ୍ଗୁଆଳ କରିବ। କାହା ନେତୃତ୍ବରେ ଦଳ ୨୦୨୪ ନିର୍ବାଚନ ଲଢ଼ିବ? ଏଭଳି ଅନେକ ପ୍ରଶ୍ନକୁ ନେଇ ଖାଲି କଂଗ୍ରେସରେ ଚର୍ଚା ହେଉନି ସାରା ଭାରତରେ ଆଲୋଚନା ହେଉଛି । ଆଉ ଦୁଇ ସପ୍ତାହ ପରେ କଂଗ୍ରେସର ନିର୍ବାଚନ ପ୍ରକ୍ରିୟାର…