Latest Odisha News

BREAKING NEWS

Browsing Tag

Mamata Banerjee

ନନ୍ଦିଗ୍ରାମରୁ ନାମାଙ୍କନପତ୍ର ଦାଖଲ କଲେ ମମତା

ନୂଆଦିଲ୍ଲୀ: ବଙ୍ଗଳା ବିଧାନସଭା ନିର୍ବାଚନ ପାଇଁ ବେଙ୍ଗଲ ସିଏମ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀ ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସେ ନନ୍ଦିଗ୍ରାମରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ନାମାଙ୍କନପତ୍ର ଦାଖଲ କରିବା ପୂର୍ବରୁ ମମତା ବୁଧବାର ସକାଳେ ନନ୍ଦିଗ୍ରାମର ଏକ…

କାହିଁକି ନନ୍ଦିଗ୍ରାମ ଆସନ ବାଛିଲେ ମମତା ?

କୋଲକାତା: ଜୋରଦାର ହେଲାଣି ବେଙ୍ଗଲ ବ୍ୟାଟଲ ଗ୍ରାଉଣ୍ଡ । ଏକାଥରକେ ୨୯୧ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି ତୃଣମୂଳ କଂଗ୍ରେସ(ଟିଏମସି) ମୁଖ୍ୟ ମମତା ବାନାର୍ଜୀ । ସେ ଏଥର ନନ୍ଦିଗ୍ରାମ ଆସନରୁ ପ୍ରାର୍ଥୀ ହେବେ ବୋଲି ଘୋଷଣା କରିଛନ୍ତି ଦିଦି । ଆସନ୍ତା ୧୦ ତାରିଖରେ ପ୍ରାର୍ଥୀପତ୍ର ଦାଖଲ…

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ନୀତି ଆୟୋଗ ବୈଠକ, ସାମିଲ ହେବେନି ମମତା ବାନାର୍ଜୀ ଓ ଅମରିନ୍ଦର ସିଂହ !

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ନୀତି ଆୟୋଗର ଗଭର୍ଣ୍ଣିଂ କାଉନସିଲ୍ ବୈଠକ । ଏଠାରେ କୃଷି, ଭିତ୍ତିଭୂମି, ଉତ୍ପାଦନ, ମାନବ ସମ୍ବଳ ବିକାଶ, ସର୍ବନିମ୍ନସ୍ତରରେ ସେବା ଯୋଗାଣ, ସ୍ୱାସ୍ଥ୍ୟ ଓ ପୃଷ୍ଟିହୀନତା ଆଦି ପ୍ରସଙ୍ଗରେ ଆଲୋଚନା ହେବ ।…

ପଶ୍ଚିମବଙ୍ଗକୁ ଶବଦାହରେ ପରିଣତ କରିବାକୁ ବିଜେପିକୁ ଦିଆଯିବ ନାହିଁ: ମମତା

କୋଲକାତା: ପାଖେଇ ଆସୁଛି ନିର୍ବାଚନ ଘୋଷଣା ତାରିଖ, ତେଜୁଛି ବୟାନ ବାଜି । ପଶ୍ଚିମବଙ୍ଗ ବିଧାନସଭା ପୂର୍ବରୁ ଛାନିଆ ହେଲେଣି ଦିଦି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ସଭାକୁ ସମ୍ବୋଧିତ କରି କହିଛନ୍ତି ‘ବିଜେପି ଦେଶକୁ ଶବଗଦାହରେ ପରିଣତ କରିଛି, ଟିଏମସି ପଶ୍ଚିମବଙ୍ଗରେ ସେମିତି ହେବାକୁ…

ନିର୍ବାଚନ ପୂର୍ବରୁ ଉଷ୍ଣ ହେଉଛି ରାଜନୀତି; ପଶ୍ଚିମବଙ୍ଗ ଆସିବେ ମୋଦି, ରହିବେନି ମମତା

କୋଲକାତା: ପଶ୍ଚିମବଙ୍ଗରେ ଉଷ୍ଣ ହେଉଛି ରାଜନୀତିକ ପାଣିପାଗ । ଟିଏମସିକୁ ଚେକ୍ ଦେବାକୁ ବିଜେପି ପ୍ରସ୍ତୁତ କରିଛି ମାଷ୍ଟରପ୍ଲାନ୍ । ୨୪ ଘଣ୍ଟାରେ ପଶ୍ଚିମବଙ୍ଗରେ ବିଜେପିର ୨ ଶୀର୍ଷ ନେତା, ତିନି ତିନୋଟି ସଭା । ଘାଇଲା ହେଲେଣି ମମତା । ପଶ୍ଚିମବଙ୍ଗରୁ ଗତକାଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ…

ଆସନ୍ତାକାଲି ମମତା ସରକାରଙ୍କୁ ଘେରିବେ ତେଜସ୍ୱୀ ସୂର୍ଯ୍ୟ!!

କୋଲକାତା: ଆସନ୍ତାକାଲି ବିଜେପି ବଙ୍ଗଳା ୟୁନିଟର ମେଗା ପଦଯାତ୍ରାରେ ଯୋଗଦେବେ ବିଜେପିର ସର୍ବ କନିଷ୍ଠ ଜାତୀୟ ସଚିବ ତେଜସ୍ୱୀ ସୂର୍ଯ୍ୟ । ଯୁବ ନେତା କୋଲକାତାରେ ରାତି ୯ଟାରେ ଅବତରଣ କରିବେ ବୋଲି ଆଶା କରାଯାଉଛି । ବିଜେପିର ବିଜ୍ଞପ୍ତି ଅନୁଯାୟୀ ରାତ୍ର ୧୦.୩୦ରେ ସେ ଏକ ସାମ୍ବାଦିକ…

ମୋଦୀଙ୍କ ବୈଠକରେ ସାମିଲ ହେବେନି ମମତା

ନୂଆଦିଲ୍ଲୀ: ଆଜି ଦେଶରେ କରୋନା ସ୍ଥିତିକୁ ନେଇ ୨୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆସନ୍ତାକାଲି କରୋନା ଦ୍ୱାରା ସର୍ବାଧିକ କ୍ଷତିଗ୍ରସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀ ଆଲୋଚନା କରିବେ ।…

ମମତାଙ୍କ ମୁଣ୍ଡ ଫଟାଇଥିବା ଲାଲୁ ୨୯ ବର୍ଷ ପରେ ନିର୍ଦ୍ଦୋଶରେ ଖଲାସ

କୋଲକାତା: ନିର୍ଦ୍ଦୋଶରେ ଖଲାସ ହେଲେ ଲାଲୁ! ସାକ୍ଷ୍ୟ ଓ ପ୍ରମାଣ ଅଭାବରୁ ପଶ୍ଚିମବଙ୍ଗର ଅଲ୍ଲୀପୁର କୋର୍ଟ ନିର୍ଦ୍ଦୋଶରେ ଖଲାସ କରିଛନ୍ତି ଅଭିଯୁକ୍ତ ଲାଲୁ ଆଲମକୁ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ୨୯ ବର୍ଷ ତଳେ ତଥା ୧୯୯୦ ମସିହା ଅଗଷ୍ଟ ୧୬ ତାରିଖରେ ମମତାଙ୍କ…

ଇଶ୍ୱର ଚନ୍ଦ୍ର ବିଦ୍ୟାସାଗରଙ୍କ ପ୍ରତିମାକୁ ଉନ୍ମୋଚନ କଲେ ମମତା ବାନାର୍ଜୀ

ନୂଆଦିଲ୍ଲୀ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ଦିନ କୋଲକାତା ସ୍ଥିତ ବିଦ୍ୟାସାଗର କଲେଜରେ ଇଶ୍ୱର ଚନ୍ଦ୍ର ବିଦ୍ୟାସାଗରଙ୍କ ପ୍ରତିମାକୁ ଉନ୍ମୋଚନ କରିଛନ୍ତି । ସୂଚନାଯାଗ୍ୟ, ମେ’ ୧୪ ତାରିଖରେ ପଶ୍ଚିମବଙ୍ଗରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ରୋଡ ଶୋ’…