Latest Odisha News

BREAKING NEWS

Browsing Tag

Mamata Banerjee

ନନ୍ଦିଗ୍ରାମରେ ଭୋଟ୍ ରି-କାଉଣ୍ଟିଂ ଦାବି, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ଟିଏମସି

କୋଲକାତା: ପଶ୍ଚିମବଙ୍ଗରେ ଦିଦିଙ୍କ ଟିଏମସି ଜିତିଛି, ହାତରୁ ଖସି ଯାଇଛି ନନ୍ଦିଗ୍ରାମ । ଦିଦିଙ୍କ ଦଳ ରାଜ୍ୟରେ ନିର୍ବାଚନ ଜିତିଛି ସତ କିନ୍ତୁ ନନ୍ଦିଗ୍ରାମରେ ମମତା ଲୋକଙ୍କ ଆସ୍ଥା ଭାଜନ ହୋଇପାରି ନାହାଁନ୍ତି । ନନ୍ଦିଗ୍ରାମରେ ମମତାଙ୍କ ହାରକୁ ଦଳ ସହଜରେ ଗ୍ରହଣ କରିପାରିନାହିଁ । ଦଳ ଏନେଇ…

ପୂରା ଦେଶରେ ମାଗଣା ଟିକା ନମିଳିଲେ ଆନ୍ଦୋଳନ କରିବାକୁ ଦିଦିଙ୍କ ଧମକ

କୋଲକତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଟିଏମସିର ଭଲ ପ୍ରଦର୍ଶନ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିଛନ୍ତି । କହିଛନ୍ତି, ସେ ଡବଲ ସେଞ୍ଚୁରୀର ଆଶା ରଖିଥିଲେ । ୨୨୧ଟି ଆସନ୍ ଜିତିବାକୁ ଆଶା ରଖିଥିଲେ । ଏହି ବିଜୟ ପଶ୍ଚିମବଙ୍ଗବାସୀଙ୍କ ବିଜୟ ବୋଲି…

ରାହୁଲଙ୍କ ପରେ ମମତା: କୋଲକାତାରେ ଆଉ ପ୍ରଚାର କରିବେ ନାହିଁ ଦିଦି

କୋଲକାତା: ପଶ୍ଚିମବଙ୍ଗରେ ଏବେ ନିର୍ବାଚନୀ ତାତି । ଏପଟେ କରୋନା କାୟା ବି ବଢୁଛି । ଏଭଳି ସ୍ଥିତିରେ କୋଲକାତାରେ ଆଉ ପ୍ରଚାର ଅଭିଯାନ କରିବେ ନାହିଁ ତୃଣମୂଳ କଂଗ୍ରେସ ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏନେଇ ଟିଏମସି ନେତା ଡେରେକ୍ ଓ’ବ୍ରାଏନ୍ ସୂଚନା ଦେଇଛନ୍ତି…

ପଶ୍ଚିମବଙ୍ଗରେ କିଏ ହେବ ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା ? ଏମିତି କହିଲେ ରାଜନାଥ…

ନୂଆଦିଲ୍ଲୀ: ପାଖେଇ ଆସୁଛି ନିର୍ବାଚନ, ଘନଉଛି ପଶ୍ଚିମବଙ୍ଗ ପ୍ରଚାର । ଆହତ ଅବସ୍ଥାରେ ପ୍ରଚାର କରି ଲୋକଙ୍କ ସହାନୁଭୂତି ଗୋଟାଇବାକୁ ଆପ୍ରାଣ ଉଦ୍ୟମ କରୁଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଅନ୍ୟପଟେ ଟିଏମସି ଛାଡ଼ି ବିଜେପିର ମିଶିଥିବା ନେତାଙ୍କୁ ପ୍ରାର୍ଥୀ କରି ଏବଂ ଏବେ ସାଂସଦ ଥିବା…

ନନ୍ଦିଗ୍ରାମରେ ମମତା ବାନାର୍ଜୀଙ୍କ ଉପରେ ହୋଇଥିବା ଆକ୍ରମଣର କୌଣସି ପ୍ରମାଣ ନାହିଁ; ଇସି

ନୂଆଦିଲ୍ଲୀ: ରବିବାର ନିର୍ବାଚନ ଆୟୋଗ କହିଛନ୍ତି ଯେ ଗତ ସପ୍ତାହରେ ନନ୍ଦିଗ୍ରାମ ଗସ୍ତ ସମୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ହୋଇଥିବା ଆକ୍ରମଣର କୌଣସି ଉପଯୁକ୍ତ ପ୍ରମାଣ ନାହିଁ। ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ ଏବଂ ଦୁଇଜଣ ସ୍ୱତନ୍ତ୍ର ପୋଲ୍‌…

କେମିତି ଆହତ ହେଲେ ମମତା ? ସରକାରଙ୍କ ରିପୋର୍ଟକୁ ନେଇ ସନ୍ତୁଷ୍ଟ ନୁହଁନ୍ତି ନିର୍ବାଚନ କମିଶନ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହତ ହେବାକୁ ନେଇ ଉଷ୍ଣତା ବଢ଼ିବାରେ ଲାଗିଛି । ଦିଦି କେମିତି ଆହତ ହେଲେ ? ଏହା ଦୁର୍ଘଟଣା ନା ଆକ୍ରମଣ ? ପୋଲିସ ଯାଞ୍ଚରୁ ସେଭଳି କିଛି ସ୍ପଷ୍ଟ ହୋଇନଥିବା ବେଳେ ଦିଦି କରୁଥିବା ଆକ୍ରମଣ ଅଭିଯୋଗର କୌଣସି ପ୍ରମାଣ ବି ନାହିଁ ।…

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଆରୋଗ୍ୟ କାମନା କଲେ ନବୀନ

ଭୁବନେଶ୍ୱର: ନନ୍ଦିଗ୍ରାମରେ ପ୍ରଚାର ବେଳେ ଟିଏମସି ନେତ୍ରୀ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହତ ହୋଇଛନ୍ତି । ତାଙ୍କ ବାମ ପାଦରେ ଗଭୀର ଆଘାତ ଲାଗିଛି । ସେ ଗତରାତିରେ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ଏହାକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ…

ନନ୍ଦିଗ୍ରାମରୁ ନାମାଙ୍କନପତ୍ର ଦାଖଲ କଲେ ମମତା

ନୂଆଦିଲ୍ଲୀ: ବଙ୍ଗଳା ବିଧାନସଭା ନିର୍ବାଚନ ପାଇଁ ବେଙ୍ଗଲ ସିଏମ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀ ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସେ ନନ୍ଦିଗ୍ରାମରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ନାମାଙ୍କନପତ୍ର ଦାଖଲ କରିବା ପୂର୍ବରୁ ମମତା ବୁଧବାର ସକାଳେ ନନ୍ଦିଗ୍ରାମର ଏକ…

କାହିଁକି ନନ୍ଦିଗ୍ରାମ ଆସନ ବାଛିଲେ ମମତା ?

କୋଲକାତା: ଜୋରଦାର ହେଲାଣି ବେଙ୍ଗଲ ବ୍ୟାଟଲ ଗ୍ରାଉଣ୍ଡ । ଏକାଥରକେ ୨୯୧ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି ତୃଣମୂଳ କଂଗ୍ରେସ(ଟିଏମସି) ମୁଖ୍ୟ ମମତା ବାନାର୍ଜୀ । ସେ ଏଥର ନନ୍ଦିଗ୍ରାମ ଆସନରୁ ପ୍ରାର୍ଥୀ ହେବେ ବୋଲି ଘୋଷଣା କରିଛନ୍ତି ଦିଦି । ଆସନ୍ତା ୧୦ ତାରିଖରେ ପ୍ରାର୍ଥୀପତ୍ର ଦାଖଲ…

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ନୀତି ଆୟୋଗ ବୈଠକ, ସାମିଲ ହେବେନି ମମତା ବାନାର୍ଜୀ ଓ ଅମରିନ୍ଦର ସିଂହ !

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ନୀତି ଆୟୋଗର ଗଭର୍ଣ୍ଣିଂ କାଉନସିଲ୍ ବୈଠକ । ଏଠାରେ କୃଷି, ଭିତ୍ତିଭୂମି, ଉତ୍ପାଦନ, ମାନବ ସମ୍ବଳ ବିକାଶ, ସର୍ବନିମ୍ନସ୍ତରରେ ସେବା ଯୋଗାଣ, ସ୍ୱାସ୍ଥ୍ୟ ଓ ପୃଷ୍ଟିହୀନତା ଆଦି ପ୍ରସଙ୍ଗରେ ଆଲୋଚନା ହେବ ।…