Latest Odisha News
Browsing Tag

mamita meher murder case

ମମିତା ମେହେରଙ୍କ ପରିବାରକୁ ମିଳିବ ୧୦ ଲକ୍ଷର ସହାୟତା ରାଶି, ପ୍ରଥମ ପର୍ଯ୍ୟାୟରେ ୫ଲକ୍ଷ

ବଲାଙ୍ଗିର ଜିଲ୍ଲା ଝରଣୀ ଗାଁର ବହୁଚର୍ଚ୍ଚିତ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟା ଘଟଣା ଓ ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଗୋବିନ୍ଦ ସାହୁଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ଏହି ମାମଲାରେ ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଆଗକୁ ଆସିଛି। ଦିବଂଗତ ମମିତା ମେହରଙ୍କ ପରିବାରକୁ…

ପୀଡ଼ିତା ଏବେ ଜୀବିତ ନା ମୃତ?

ପ୍ରୀତିଛନ୍ଦା ଧଳଙ୍କ ନିୟମିତ ସ୍ତମ୍ଭ ‘ପ୍ରୀତିଲେଖା’ ଗଲା ବର୍ଷ ୮ ଅକ୍ଟୋବରରେ ବଲାଙ୍ଗୀରର ଉଚ୍ଚଶିକ୍ଷିତା ଝିଅ ତଥା ଶିକ୍ଷୟତ୍ରୀ ମମିତା ମେହେର ନିଖୋଜ ହେଇଯାଇଥିଲେ ବୋଲି ଗଣମାଧ୍ୟମରେ ଖବର ପ୍ରସାରିତ ହେଲା ପରେ ସାରା ରାଜ୍ୟରେ ଆଲୋଡନ ସୃଷ୍ଟି ହୋଇଥିଲା । ପରେ ପରେ ଯେତେବେଳେ ଅକ୍ଟୋବର…

ମୃତ୍ୟୁ ପୂର୍ବରୁ ଝିଅକୁ ଲେଖିଥିଲେ ଶେଷ ଚିଠି.. ଚିଠିରେ ସବୁ ସତ ଲେଖି ଯାଇଛନ୍ତି କି ଗୋବିନ୍ଦ ?

ଭୁବନେଶ୍ୱର: ଗୋବିନ୍ଦ ଲେଖିଥିଲେ ତାଙ୍କର ଶେଷ ଚିଠି । ସେ ଶେଷ ଚିଠି କୁଆଡେ ଝିଅ ନାଁରେ  ଲେଖିଥିଲେ । ୨ ପୃଷ୍ଠା ସମ୍ବଳିତ ଏହି ଚିଠିରେ ସେ ତାଙ୍କର ଶେଷକଥା ଲେଖିଯାଇଛନ୍ତି । ତେବେ କ’ଣ ଲେଖିଥିବେ ଗୋବିନ୍ଦ ? ତାଙ୍କ ଆତ୍ମହତ୍ୟାର କାରଣ ଏଥିରେ ଜଣାଇ ଥିବେ କି ? ନା ମମିତା ମେହେର…

ଡିଏନଏ ରିପୋର୍ଟ ଗୋଳମାଳିଆ ହେବାରୁ ଗୋବିନ୍ଦଙ୍କୁ ଆତ୍ମହତ୍ୟା ପାଇଁ ପଡିଥିଲା କି ଚାପ ?

ଭୁବନେଶ୍ୱର : ହାଇଦ୍ରାବାଦ ନାସନାଲ ଲାବରଟୋରୀ ରିପୋର୍ଟ ଗୋବିନ୍ଦଙ୍କ ପାଇଁ କାଳ ସାଜିଲା କି ? ଲାବରଟୋରୀରୁ  ଡିଏନଏ ଟେଷ୍ଟ ରିପୋର୍ଟ ଆସିବା ପରେ ଚିନ୍ତା ବଢି ଯାଇଥିଲା କି ଅସଲି ଆସାମୀଙ୍କର ? ଆଉ ଏହି ରିପୋର୍ଟ ମହଙ୍ଗା ପଡିଲାକି ଗୋବିନ୍ଦଙ୍କ ପାଇଁ ? ସତ ପଦାକୁ ଆସିବା ଭୟରେ…

ଗୋବିନ୍ଦଙ୍କ ମୃତ୍ୟୁ ପରେ ମାଳମାଳ ପ୍ରଶ୍ନ, ଉତ୍ତର ଦେବ କିଏ ?

ଭୁବନେଶ୍ଠର: ଦିନେ ମମିତା ମେହେରଙ୍କୁ ହତ୍ୟା କରି ଚର୍ଚ୍ଚାରେ ଥିଲେ ଅଭିଯୁକ୍ତ ଗୋବିନ୍ଦ ସାହୁ । ଏବେ ଆତ୍ମହତ୍ୟା କରି ଚର୍ଚ୍ଚାରେ । ଜେଲ ପରିସରରେ ବେକରେ ଗାମୁଛା ବାନ୍ଧି ଝୁଲି ପଡିଛନ୍ତି ଗୋବିନ୍ଦ ସାହୁ । ଗୋବିନ୍ଦ ସାହୁ ଖାଲି ଦୁନିଆ ଛାଡି ଚାଲି ଯାଇନାହାନ୍ତି, ଛାଡି ଯାଇଛନ୍ତି ଅନେକ…

‘ଗୋବିନ୍ଦ ସାହୁ ଆତ୍ମହତ୍ୟା କରିନାହାନ୍ତି, ଏଥିପାଇଁ ତାଙ୍କୁ ବାଧ୍ୟ କରାଯାଇଛି’

ଭୁବନେଶ୍ୱର: ମମିତା ମେହେର ହତ୍ୟା ଘଟଣାରେ ଗୋବିନ୍ଦ ସାହୁ କେବଳ ଜଣେ ଅଭିଯୁକ୍ତ ନୁହଁନ୍ତି । ଅନେକ ବଡ ବଡ ନେତା ଏଥିରେ ସଂପୃକ୍ତ ଅଛନ୍ତି । ଏମାନଙ୍କୁ କ୍ଲିନ ଚିଟ ଦେବା ପାଇଁ ଗୋବିନ୍ଦଙ୍କ ଆତ୍ମହତ୍ୟା ଏକ ସୁଚିନ୍ତିତ ଷଡଯନ୍ତ୍ର ବୋଲି କହିଛନ୍ତି କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା । …

ମମିତା ହତ୍ୟା ମାମଲା: ହାଇକୋର୍ଟରେ ଷ୍ଟାଟସ ରିପୋର୍ଟ ଦାଖଲ କଲେ ରାଜ୍ୟ ସରକାର

କଟକ: ମହାଲିଙ୍ଗ ସନସାଇନ୍ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ ହାଇକୋର୍ଟରେ ଷ୍ଟାଟସ୍ ରିପୋର୍ଟ ଦାଖଲ କଲେ ରାଜ୍ୟ ସରକାର । ତଦନ୍ତର ଅଗ୍ରଗତି ନେଇ ବନ୍ଦ ଲଫାପାରେ ରିପୋର୍ଟ ଦାଖଲ କରିଛନ୍ତି । ବର୍ତ୍ମାନ ମାମଲାର ତଦନ୍ତ ଚାଲୁଥିବାରୁ ବନ୍ଦ ଲଫାପାରେ ରିପୋର୍ଟ ଦାଖଲ ହୋଇଛି…

ନୂଆପଡ଼ା ଓ ସୁବର୍ଣ୍ଣପୁର ଜିଲ୍ଲାରେ ବିଜେପିର ୧୨ ଘଣ୍ଟିଆ ବନ୍ଦ ପାଳନ

ନୂଆପଡ଼ା/ସୋନପୁର: ମମିତା ମେହେର ହତ୍ୟାକାଣ୍ଡକୁ ନେଇ ବଢୁଛି ପ୍ରତିବାଦ । ବିଜେପି ପକ୍ଷରୁ ଆଜି ନୂଆପଡ଼ା ଓ ସୁବର୍ଣ୍ଣପୁର ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ବନ୍ଦ ପାଳନ କରାଯାଉଛି । ସକାଳୁ ସକାଳୁ ବିଜେପି ନେତା ଓ କର୍ମୀ ଆନ୍ଦୋଳନକୁ…

ମମିତା ମେହେର ହତ୍ୟା ମାମଲା : ନୂଆପଡ଼ାରେ ଏସପିଙ୍କ କାର୍ଯ୍ୟାଳୟ ଘେରିଲା ବିଜେପି

ନୂଆପଡ଼ା : ମହାଲିଙ୍ଗ ମମିତା ମେହେର ମୃତ୍ୟୁକୁ ନେଇ ତେଜୁଛି ବିବାଦ । ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ତେଜୁଛି ଆନ୍ଦୋଳନ । ଘଟଣାକୁ ନେଇ ଆଜି ନୂଆପଡ଼ା ଏସପିଙ୍କ କାର୍ଯ୍ୟାଳୟ ଘେରାଉ କରିଛି ବିଜେପି । ଯାହାକୁ ନେଇ ଏକ ପ୍ରକାର ଅପ୍ରୀତିକର ପରିସ୍ଥିତି ଉପୁଜିଥିଲା ।…

ମମିତା ହତ୍ୟାର ଚାଲିଛି ଖିଅ ଖୋଜା, କ୍ରାଇମ ସ୍ପଟରେ ପୋଲିସର ତନାଘନା

କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ ପୋଲିସର ଛାନବିନ୍ । ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ଘନ ଘନ ଜେରା କରୁଛି ପୋଲିସ । ଘଟଣାରେ ଆଉ କାହାର ରହିଛି କି ସଂପୃକ୍ତି ? ହତ୍ୟାକାଣ୍ଡ ପଛରେ ଆଉ କେଉଁମାନେ ସାମିଲ ଅଛନ୍ତି ? ସେନେଇ ମାରାଥନ ଜେରା କରୁଛି ପୋଲିସ । ଅନ୍ୟପଟେ…