Latest Odisha News

BREAKING NEWS

Browsing Tag

Mandi Issue

ଧାନ କିଣାରେ ଅବ୍ୟବସ୍ଥା, କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିଜେପିର ବିକ୍ଷୋଭ

କଟକ : ମଣ୍ଡିରେ ଧାନ କିଣାକୁ ନେଇ ସାରା ରାଜ୍ୟରେ ଦାନା ବାନ୍ଧିଲାଣି ଅସନ୍ତୋଷ । ମଣ୍ଡିରୁ ଧାନ ଉଠୁନଥିବାରୁ ଏବେ ସରକାରଙ୍କୁ ଘେରିଛି ବିଜେପି । କଟକ ଜିଲ୍ଲାରେ ମଣ୍ଡିରେ ଅବ୍ୟବସ୍ଥାକୁ ନେଇ ସରକାରଙ୍କୁ ସମାଲୋଚନା କରିଛି ବିରୋଧୀ ବିଜେପି । ଜିଲ୍ଲାର ପ୍ରତ୍ୟେକ ବ୍ଲକର ମଣ୍ଡିରେ ଥିବା…

୫ ଦିନ ହେଲା ବିଧାନସଭାରେ ଶାସକ-ବିରୋଧୀ ମୁହାଁମୁହିଁ, ଆଜି ବି ଗୃହ କାର୍ଯ୍ୟ ଆରମ୍ଭରୁ ମୁଲତବି

ଭୁବନେଶ୍ୱର: ଆଜି ବି ଚାଲିପାରିଲାନି ବିଧାନସଭା । ଗୃହ ଆରମ୍ଭରୁ ହଟ୍ଟଗୋଳ, ହୋହଲ୍ଲା ଯୋଗୁ ବାଚସ୍ପତି ବିଧାନସଭାକୁ ଦିନ ୧୨ଟା ଯାଏ ମୁଲତବି ଘୋଷଣା କରିଛନ୍ତି । ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ ଆରମ୍ଭ ଦିନରୁ ଗୃହରେ ଏମିତି ଅଚଳାବସ୍ଥା ଲାଗି ରହିଛି । ବିରୋଧୀ ଧାନ ମଣ୍ଡି ପ୍ରସଙ୍ଗରେ…

ମଣ୍ଡିରୁ ଉଠୁନି ଧାନ, ଧାରଣାରତ ଚାଷୀ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ଭଦ୍ରକ: ଧାନ ମଣ୍ଡି ସମସ୍ୟାକୁ ନେଇ ବିଧାନସଭା ହୁଲସ୍ତୁଲ୍ ହେଉଛି । ବିରୋଧୀ ସରକାରଙ୍କ ଧାନ କିଣା ନୀତିକୁ ନେଇ ପ୍ରଶ୍ନ ଉଠାଇ ଗୃହରେ ହୋହଲ୍ଲା କରୁଛନ୍ତି । ଅନ୍ୟପଟେ ବିରୋଧୀ ବିଜେପି ବିଧାୟକଙ୍କ କ୍ଷମା ପ୍ରାର୍ଥନା ଦାବିରେ ଅଡ଼ି ବସିଛି ଶାସକ ବିଜେଡି । ହେଲେ, ଚାଷୀଙ୍କ ଦୁଃଖ କେହି…

ଗୃହରେ ବିରୋଧୀ-ଶାସକ ମୁହାଁମୁହିଁ, ବିଧାନସଭା ୪ଟା ଯାଏ ମୁଲତବି

ଭୁବନେଶ୍ୱର: ବିଧାନସଭାରେ ଜାରି ରହିଛି ହଟ୍ଟଗୋଳ । ମଣ୍ଡିରେ ଧାନକିଣା ଅବ୍ୟବସ୍ଥାକୁ ନେଇ ଗୃହରେ ଅଚଳାବସ୍ଥା ଜାରି ରହିଛି । ଗତକାଲି ଭଳି ଆଜି ବି ମଣ୍ଡି ତାତିରେ ଚାଲି ପାରିନି ବିଧାନସଭା । ପ୍ରଥମେ ପ୍ରଶ୍ନକାଳରେ ବିରୋଧୀ-ଶାସକ ଗୃହରେ ମୁହାଁମୁହିଁ ହୋଇଥିଲେ । ଫଳରେ ବାଚସ୍ପତି ଗୃହକୁ ଦିନ…

ମଣ୍ଡି ତାତିରେ ପୁଣି ଗୃହ ମୁଲତବି, ମନ୍ତ୍ରୀଙ୍କ ଉତ୍ତର ନୁହେଁ ମୋସନ୍ ଆଣିବାକୁ ବିରୋଧୀଙ୍କ ଦାବି

ଭୁବନେଶ୍ୱର: ମଣ୍ଡି ସମସ୍ୟା ତାତିରେ ଚାଲି ପାରିଲାନି ବିଧାନସଭା । ପ୍ରଥମେ ପ୍ରଶ୍ନକାଳ ପରେ ଶୂନ୍ୟକାଳରେ ବିରୋଧୀ ହୋହଲ୍ଲା କରିଛନ୍ତି । ଗୃହରେ ବିରୋଧୀଙ୍କ ହୋହଲ୍ଲା ମଧ୍ୟରେ ବାଚସ୍ପତିଙ୍କ ରୁଲିଂ ଅନୁସାରେ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଗୃହରେ ବିବୃତି ରଖିଛନ୍ତି । ରାଜ୍ୟରେ…