Latest Odisha News
Browsing Tag

Mandir Loot

ମା’ ସୁରେଶ୍ୱରୀଙ୍କ ମନ୍ଦିରରୁ ଅଳଙ୍କାର ଲୁଟିନେଲେ ଦୁବୃର୍ତ୍ତ

ସୁବର୍ଣ୍ଣପୁର : ମନ୍ଦିରରୁ ଚୋରି ଅଭିଯୋଗ । ସୁବର୍ଣ୍ଣପୁର ଜିଲ୍ଲାର ଇଷ୍ଟଦେବୀ ମାଁ ସୁରେଶ୍ୱରୀଙ୍କ ମନ୍ଦିରରୁ ଗତକାଲି ବିଳମ୍ବିତ ରାତିରେ ଚୋରୀ ହୋଇଥିବା ଅଭିଯୋଗ ହୋଇଛି । ମନ୍ଦିରର ତାଲାଭାଙ୍ଗି ମା ପିନ୍ଧିଥିବା ମୁକୁଟ ,ରୂପା ଛତ୍ର, ଆଦି ଲୁଟି ନେଇଛନ୍ତି ଦୁବୃର୍ତ୍ତ । ଆଜି ସକାଳୁ…